ମୁଖ୍ୟ ଖବର

କରୋନା ପଜିଟିଭ ସଂଖ୍ୟା ଶୂନ

By Angul TV Bureau

October 07, 2021

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ଦୀର୍ଘ ଦିନ ଧରି ବିଭିନ୍ନ ପ୍ରାନ୍ତରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ଗୁରୁବାର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶୂନରେ ପହଞ୍ଚିଛି। ଏଥିସହ ଜିଲ୍ଲାରୁ ୩ ଜଣ ସୁସ୍ଥ ହୋଇଥିବା ଜିଲ୍ଲାପାଳ ସିଦ୍ଧାର୍ଥଙ୍କ ଶଙ୍କର ସ୍ବାଇଁ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୩୮୯ ଜଣଙ୍କ ମୃତ୍ୟୁ ହୋଇଛି। ଆଜି ପର୍ଯ୍ୟନ୍ତ ୮ଲକ୍ଷ ୬୪ହଜ।ର ୬୬୬ ଜଣଙ୍କୁ ଟିକା ଦିଆଯାଇଛି।