କ୍ରୀଡ଼ା

ପାଳଲହଡ଼ା ବାଜିରାଉତ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ପେଚାମୁଣ୍ଡି ଚାମ୍ପିୟନ୍

By Angul TV Bureau

December 25, 2023

ଅନୁଗୁଳ: ପ୍ରଧାନମନ୍ତ୍ରୀ ଖେଲୋ ଇଣ୍ଡିଆ ସାଂସଦ କ୍ରୀଡ଼ା ମହୋତ୍ସବ ଅନ୍ତର୍ଗତ ପାଳଲହଡ଼ା ବାଜିରାଉତ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି। ଏଥିରେ ୫୬ ଟି ଦଳର ୮୦୦ ପ୍ରତିଯୋଗୀ ଭାଗ ନେଇଥିଲେ। ବିଜେପି ନେତା ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଚାମ୍ପିୟନ ପେଚାମୁଣ୍ଡିକୁ କପ୍ ପ୍ରଦାନ କରିଥିଲେ।