ଅନ୍ୟାନ୍ୟ

ଆମ୍ ଆଦମୀ ପାର୍ଟିର ପଞ୍ଚାୟତସ୍ତରୀୟ ପ୍ରସ୍ତୁତି ବୈଠକ, ଦଳକୁ ମଜଭୁତ କରିବା ଉପରେ ଗୁରୁତ୍ୱ

By Angul TV Bureau

May 20, 2023

ବଇଣ୍ଡା: କିଶୋରନଗର ବ୍ଲକ ଅନ୍ତର୍ଗତ ଆମ୍ବପାଳ ଛକ ଲିଚୁ ବଗିଚା ପରିସରରେ ଆଜି ଆମ ଆଦମୀ ପାର୍ଟିର ପଞ୍ଚାୟତସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଆମ୍ବପାଳ ପଞ୍ଚାୟତ ସଭାପତି ଦୁଷ୍ମନ୍ତ ଦେହୁରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଉପ ସଭାପତି ପ୍ରସାଦି ବେହେରା, ଲୋକନାଥ ପ୍ରଧାନ, ଠେଲକନାଳୀ ପଞ୍ଚାୟତ ସଭାପତି ରମେଶ ମାଝୀ, କିଶୋର ଚନ୍ଦ୍ର ସାହୁ, ଟୁନା କାନ୍ତ ସାହୁ, ସୁମନ୍ତ ପ୍ରଧାନ, ବିଶ୍ୱନାଥ ବେହେରା, ପିଙ୍କୁ ରାଉଳ, ଲଷ୍ମୀନାରାୟଣ ପ୍ରଧାନ, ପବିତ୍ର ସେଠି, ସତ୍ୟନାରାୟଣ ଦେହୁରୀ, ସୌରା ନଦ ସ୍ୱାଇଁଙ୍କ ସମେତ ବହୁ କର୍ମୀ ଯୋଗ ଦେଇଥିଲେ।

ଏଥିରେ ତୃଣମୂଳ ସ୍ତରରୁ ସଂଗଠନକୁ ମଜଭୁତ କରିବା ପାଇଁ ବୈଠକରେ ଆଲୋଚନା ହୋଇଛି।