ସ୍ୱତନ୍ତ୍ର

ଘରେ ସିସିଟିଭି କ୍ୟାମେରା ଲଗାଉଥିଲେ ଏସବୁ ବିଷୟ ପ୍ରତି ନିହାତି ଧ୍ୟାନ ଦିଅନ୍ତୁ, ନଚେତ୍ ଅସୁବିଧାରେ ପଡ଼ିପାରନ୍ତି

By Angul TV Bureau

June 03, 2024

ଭୁବନେଶ୍ୱର: ଆଜି କାଲି ସୁରକ୍ଷା ଦୃଷ୍ଟିରୁ ଅଧିକାଂଶ ଲୋକ ଘରେ ସିସିଟିଭି କ୍ୟାମେରା ଲଗାଉଛନ୍ତି। ଏହା ଘର ମାଲିକଙ୍କ ଅନୁପସ୍ଥିତିରେ ମଧ୍ୟ ଘରକୁ ସୁରକ୍ଷା ଯୋଗାଇଥାଏ। ତେବେ ସିସିଟିଭି କ୍ୟାମେରା ଘରେ ଲଗାଇବା ପୂର୍ବରୁ କେତେକ ଜିନିଷ ଉପରେ ଗୁରୁତ୍ୱ ଦେବା ଉଚିତ। ଆସନ୍ତୁ ଜାଣିବା ସେ ବିଷୟରେ…