ଅନୁଗୁଳ: ଆସନ୍ତା କାଲି ନଭେମ୍ବର ୨୫ ତାରିଖରେ ଅନୁଗୁଳ ଜଗନ୍ନାଥ ମନ୍ଦିର ସମ୍ମୁଖରେ ରାହାଗିରି ଅନୁଷ୍ଠିତ ହେବ। ଭୋଟର ତାଲିକାରେ ନାମ ପଞ୍ଜିକରଣ ଏବଂ ସଂଶୋଧନ ଆଦି ବିଷୟ ଉପରେ ଏହି ରାହାଗିରୀ ଅନୁଷ୍ଠିତ ହେବ। ଏଥିନେଇ ଅନୁଗୁଳ ଉପଜିଲ୍ଲାପାଳ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି। ଏହି କାର୍ଯ୍ୟକ୍ରମ ସକାଳ ସାତଟା ଠାରୁ ନ ଟା ପର୍ଯ୍ୟନ୍ତ ଚାଲୁ ରହିବ ।