ଅନୁଗୁଳ: ଆଜି ଅନୁଗୁଳ ଖାଉଟି ବିବାଦ ବିଚାର ଆୟୋଗ ଅଫିସ ନିକଟରେ ସଦର ଆର୍ଆଇ ଅଫିସ ଖୋଲିଛି।ଜିଲ୍ଲା ପ୍ରଶାସନ ପ୍ରେସ କ୍ଲବ୍କୁ ପ୍ରାୟ ମାସେ ତଳେ ତାଲା ପକାଇ ଥିବା ବେଳେ ଏବେ ଏହାକୁ ଆର୍ଆଇ ଅଫିସ ରୂପେ ବ୍ୟବହୃତ ହେଲା। ଏହି ଅଫିସଟି ପୂର୍ବରୁ ଟାଉନ ୟୁପି ସ୍କୁଲ୍ ସାମନାରେ ରହିଥିଲା।