ଅନ୍ୟାନ୍ୟ

ସାମ୍ବାଦିକଙ୍କ ବିୟୋଗରେ ଶୋକ

By Angul TV Bureau

January 18, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକର ସାମ୍ବାଦିକ ଜୟଗୋପାଳ ଷଡ଼ଙ୍ଗୀଙ୍କ ବିୟୋଗରେ ମଙ୍ଗଳବାର ସନ୍ଧ୍ୟାରେ ଅନୁଗୁଳ ସମ୍ବାଦିକ ମାନଙ୍କ ତରଫରୁ ଦୀପଦାନ କରାଯାଇଛି। ଅନୁଗୁଳ ଶୈଳ ଶ୍ରୀ କ୍ଷେତ୍ର ଜଗନ୍ନାଥ ମନ୍ଦିର ସମ୍ମୁଖରେ ସାମ୍ବାଦିକମାନେ ସ୍ବାର୍ଗତ ଷଡ଼ଙ୍ଗୀଙ୍କ ସଦଗତି କାମନାକରି ଅରୁଣ ସ୍ତମ୍ଭ ସମ୍ମୁଖରେ ଦୀପଦାନ କରିଥିଲେ। ଏଥିରେ ସମସ୍ତ ଜିଲ୍ଲାସ୍ତରୀୟ ସାମ୍ବାଦିକମାନେ ଉପସ୍ଥିତଥିଲେ।