ଅନ୍ୟାନ୍ୟ

ଲକ୍ଷ୍ମୀ ହୋଣ୍ଡାରେ ସର୍ଚ୍ଚ ଆଣ୍ଡ ୱିନ୍ ପୂଜା ଅଫର ଆରମ୍ଭ, ମାତ୍ର ୧୧୦୦ ଟଙ୍କା ଦେଇ ଘରକୁ ଆଣିପାରିବେ ନୂଆ ବାଇକ

By Angul TV Bureau

September 25, 2022

ଅନୁଗୁଳ: ଅନୁଗୁଳ ସ୍ଥିତ ଲକ୍ଷ୍ମୀ ହୋଣ୍ଡା ଠାରେ ପବିତ୍ର ପୂଜା ଅବସରରେ ସର୍ଚ୍ଚ ଆଣ୍ଡ ୱିନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହି ଅଫରରେ ଗ୍ରାହକମାନେ ହୋଣ୍ଡାର ଯେକୌଣସି ଦୁଇ ଚକିଆ ଗାଡ଼ି କିଣିଲେ ନିଶ୍ଚିତ ଉପହାର ପାଇପାରିବେ। ଏହି ଉପହାର ମଧ୍ୟରେ ଥାଇଲାଣ୍ଡ ଟ୍ରିପ, ଏଲ୍‌ଇଡି ଟିଭି, ସ୍ମାର୍ଟ ୱାଚ୍, ଇଅର ବଡ଼, ବ୍ୟାଗ୍ ପ୍ୟାକ୍, ଡିନର ସେଟ୍, ଫ୍ରାଏ ପ୍ୟାନ, ରୁପା କଏନ ଆଦି ରହିଛି।

ଏଥିସହ ଗ୍ରାହକମାନେ ମାତ୍ର ୧୧୦୦ ଟଙ୍କା ଡାଉନ୍ ପେମେଣ୍ଟ କରି ଯେକୌଣସି ଗାଡ଼ି ନେଇ ପାରିବେ। ଗ୍ରାହକମାନେ ନିଜର ପୁରୁଣା ଗାଡ଼ି ବଦଳାଇ ନୂତନ ହୋଣ୍ଡା ଗାଡ଼ି କ୍ୟାସ କିମ୍ବା ଫାଇନାନ୍ସ ମାଧ୍ୟମରେ ନେଇପାରିବେ। ପୁରୁଣା ଗାଡ଼ି ଏକ୍ସଚେଞ୍ଜ କଲେ ୨୦୦୦ ଟଙ୍କାର ଏକ୍ସଚେଞ୍ଜ ବୋନସ ମଧ୍ୟ ମିଳିବ। ଏ ଅବସରରେ ଲକ୍ଷ୍ମୀ ହୋଣ୍ଡାର ସତ୍ଵାଧୀକାରୀ ବିକ୍ରମ ଅଗ୍ରୱାଲ ପୂଜାର ଅଭିନନ୍ଦନ ଜଣାଇବା ସହ ଅଫରର ଭରପୂର ଲାଭ ଉଠାଇବା ପାଇଁ କହିଥିଲେ।