କ୍ରୀଡ଼ା

ଶିବାନନ୍ଦ-ପଦ୍ମଚରଣ ସ୍ମାରକୀ ଫୁଟବଲ: ମା’ ବୁଢ଼ୀ କ୍ଳବ୍ ବିଜୟୀ

By Biswaranjan Pattnaik

February 12, 2025

ଅନୁଗୁଳ: ଭେଟ୍ରାନ କ୍ଲବ ପକ୍ଷରୁ ଆୟୋଜିତ ଶିବାନନ୍ଦ ପଦ୍ମଚରଣ ସ୍ମାରକୀ ଫୁଟବଲ ପ୍ରତିଯୋଗିତାର ଆଜିର ମ୍ୟାଚରେ ମା’ ବୁଢ଼ୀ କ୍ଲବ ଅନଗୁଳ ଏଫସିଆଇ ଏକାଦଶକୁ ୨-୧ ଗୋଲରେ ପରାସ୍ତ କରିଥିଲା।ଧନେଶ୍ୱର ସର୍ଦାର ଖେଳ ପରିଚାଳନା କରିଥିଲେ। ପ୍ରଶାନ୍ତ ସିହ୍ନା ବୁଲୁ ରାଉତରାୟ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ।