ମୁଖ୍ୟ ଖବର

ପଞ୍ଚମହଲାଠାରେ ସିଦ୍ଧିଲକ୍ଷ୍ମୀ ମୋଟର୍ସର ନୂଆମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଶୋ’ ରୁମ ଉଦଘାଟିତ

By Angul TV Bureau

December 23, 2025

ଅନୁଗୁଳ: ଅନୁଗୁଳ ସ୍ଥିତ ସିଦ୍ଧିଲକ୍ଷ୍ମୀ ମୋଟର୍ସର ନୂଆମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଶୋ’ ରୁମ ପଞ୍ଚମହଲା ଠାରେ ଉଦଘାଟିତ ହୋଇଛି। କାର୍ଯ୍ୟକ୍ରମରେ ରିଜିଓନାଲ ସେଲସ ମ୍ୟାନେଜର ସୁମିତ ଆରୋରା, ଆରସିସିଏମ୍ ଗୌରବ ଶର୍ମା ଯୋଗ ଦେଇ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର ବ୍ୟାଙ୍କିଙ୍ଗ ଏବଂ ଫାଇନାନ୍ସ କମ୍ପାନୀର ଅଧିକାରୀ ଓ ଗ୍ରାହକ ଉପସ୍ଥିତ ଥିଲେ। ସିଦ୍ଧିଲକ୍ଷ୍ମୀ ମୋଟର୍ସ ତରଫରୁ ଗ୍ରହକଙ୍କ ପାଇଁ ସୁଲଭ ଫାଇନାନ୍ସ ଏବଂ ଏକ୍ସଚେଞ୍ଜ ସୁବିଧା ରହିଛି, ଭବିଷ୍ୟତରେ ଆହୁରି ଅତ୍ୟାଧୁନିକ ଗାଡି ସହିତ ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇ ଦେବା ଆମର ପ୍ରଥମ ଲକ୍ଷ୍ୟ ବୋଲି କହିଥିଲେ ସିଦ୍ଧିଲକ୍ଷ୍ମୀ ମୋଟର୍ସର ସ୍ୱତ୍ବାଧିକାରୀ ରାଜ କୁମାର ଅଗ୍ରୱାଲ।