ଅନ୍ୟାନ୍ୟ

ଏଡିସିଏର ରୌପ୍ୟ ଜୟନ୍ତୀ ସମାରୋହ ଆସନ୍ତା ୨୧ରୁ ଆରମ୍ଭ

By Biswaranjan Pattnaik

December 08, 2022

ଅନୁଗୁଳ: ଚଳିତ ମାସ ୨୧ ତାରିଖରୁ ଅନୁଗୁଳ ଜିଲ୍ଲା କ୍ରିକେଟ ଆସୋସିଏସନର ରୌପ୍ୟ ଜୟନ୍ତୀ ସମାରୋହ ଅନୁଷ୍ଠିତ ହେବ। ଏ ଅବସରରେ ସାଧାରଣ ସଭା, ୨୧ ରୁ ୨୫ ତାରିଖ ଯାଏ ନାମକରା ଟିମକୁ ନେଇ କ୍ରିକେଟ ମ୍ୟାଚ, ଅନୁଗୁଳର ରାଜ୍ୟ ତରଫରୁ ପ୍ରତିନିଧିତ୍ବ କରିଥିବା କ୍ରିକେଟ ଖେଳାଳୀଙ୍କୁ ସମ୍ବର୍ଦ୍ଧନା, ଉପଖଣ୍ଡ ଖେଳାଳୀଙ୍କ ପାଇଁ ତାଲିମ ଶିବିର ଆଦି ଆୟୋଜିତ ହେବ ବୋଲି ସଂଘର ବରିଷ୍ଠ କର୍ମକର୍ତା ଜଣାଇଛନ୍ତି।