ମୁଖ୍ୟ ଖବର

ଏସଏନ୍‌କେ ରୟାଲରେ ଦୀପାବଳି ଧମାକା: ସବୁ ସାମଗ୍ରୀ ଉପରେ ମିଳୁଛି ୧୦ ପ୍ରତିଶତ ରିହାତି

By Biswaranjan Pattnaik

October 30, 2024

 

ଅନୁଗୁଳ: ଦୀପାବଳି ଅବସରରେ ଏସଏନ୍‌‌କେ ରୟାଲ ଶର୍ମା ଛକ ତାଳଚେର ଓ ଗାନ୍ଧୀମାର୍ଗ ଅନୁଗୁଳ ପକ୍ଷରୁ ଗ୍ରାହକଙ୍କ ପାଇଁ ଅକ୍ଟୋବର ୩୦ ଓ ୩୧ ତାରିଖ ଦୁଇ ଦିନ ଧରି ସ୍ପେଶାଲ ଅଫର‌ ଦିଆଯାଉଛି। ଗ୍ରାହକମାନେ ଏସଏନ୍‌କେ ରୟାଲର ତାଳଚେର ଓ ଅନୁଗୁଳ ସୋ ରୁମ୍‌ରେ ଶାଢ଼ି, ଡ୍ରେସ୍ ମ୍ୟାଟେରିଆଲ, ମେନ୍ସ ୱେୟାର୍, ଲେଡିଜ ୱେୟାର ଓ କିଡସ୍‌ ୱେୟାରର କ୍ରୟ ଉପରେ ଏହି ଦୁଇ ଦିନରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପାଇ ପାରିବେ।

ଏଥି ସହିତ ପ୍ରତ୍ୟେକ କିଣାକିଣି ଉପରେ ଫ୍ରି ଉପହାର ପାଇବାର ସୁଯୋଗ ମଧ୍ୟ ରହିଛି। ଏଥିପାଇଁ ସର୍ତ୍ତାବଳୀ ଲାଗୁ ହେବ। ତେଣୁ ଗ୍ରାହକମାନେ ଦୀପାବଳିକୁ ଆଲୋକମୟ ସହ ଆନନ୍ଦମୟ କରିବା ପାଇଁ ଏସଏନ୍‌କେ ରୟାଲର ଶର୍ମା ଛକ ତାଳଚେର ଓ ଗାନ୍ଧୀ ମାର୍ଗ ଅନୁଗୁଳରେ ପଦାର୍ପଣ କରି ରିହାତି ମୂଲ୍ୟରେ ପୋଷାକ ପତ୍ର ଓ ଶାଢ଼ି କିଣା କିଣି କରିପାରିବେ ବୋଲି ସୋ’ ରୁମ୍‌ ପକ୍ଷରୁ କୁହାଯାଇଛି।