ଅନ୍ୟାନ୍ୟ

ସୌମ୍ୟରଂଜନ ବିଜେପିରୁ ଇସ୍ତଫା ଦେଲେ

By Angul TV Bureau

May 20, 2024

ଅନୁଗୁଳ: ଅନୁଗୁଳ ଯୁବ ବିଜେପି ଟାଉନ୍ ସଭାପତି ସୌମ୍ୟ ରଞ୍ଜନ ସାହୁ ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି।

ସେ ତାଙ୍କ ଇସ୍ତଫା ଦଳର ଜିଲ୍ଲା ସଭାପତି ଡୀଲେଶ୍ୱର ପ୍ରଧାନଙ୍କୁ ପ୍ରଦାନ କରିଛନ୍ତି।ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଉଥିବା ପତ୍ରରେ ଜଣାଇଛନ୍ତି। ନିର୍ବାଚନ ଭଳି ଗୁରୁତ୍ବପୁର୍ଣ ସମୟରେ ଯୁବ ଟାଉନ୍ ବିଜେପି ସଭାପତିଙ୍କ ଇସ୍ତଫା ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।