ଅନ୍ୟାନ୍ୟ

ରଜ ମଉଜକୁ ଦ୍ଵିଗୁଣ କରିବାକୁ ମଉକା ଆଣିଛି ଏସଏନ୍‌କେ ରୟାଲ, ଦୁଇଟି ଡ୍ରେସ କିଣିଲେ ଗୋଟିଏ ସମ୍ପୂର୍ଣ୍ଣ ମାଗଣା

By Angul TV Bureau

June 11, 2023

ଅନୁଗୁଳ: ଆଉ ମାତ୍ର ଦିନ ଦୁଇଟା ପରେ ରଜ। ବର୍ଷକୁ ଥରେ ପଡ଼ୁଥିବା ଝିଅମାନଙ୍କର ଏହି ବଡ଼ ପର୍ବ ପାଇଁ ଏବେ ଠୁ ପ୍ରସ୍ତୁତି ଜୋର ଧରିଲାଣି। ଏବେ ଠାରୁ ହିଁ ଝିଅ, ଯୁବତୀ, ମହିଳାମାନେ ଲୁଗାପଟା କିଣିବାକୁ ବଜାରରେ ଭିଡ଼ ଜମାଇଲେଣି। ରଜକୁ ଦୃଷ୍ଟିରେ ରଖି ଦୋକାନୀମାନେ ବି ଆକର୍ଷଣୀୟ ଅଫର ଦେବା ଆରମ୍ଭ କରିଛନ୍ତି। ଅନୁଗୁଳର ଅଗ୍ରଣୀ ବ୍ୟବସାୟୀ ଏସ ଏନ୍ କେ ରୟାଲ ପକ୍ଷରୁ ମଧ୍ୟ ଏ ଅବସରରେ ମନ ଲୋଭା ଅଫର ଦିଆଯାଉଛି। ସୋ ରୁମରୁ ତିନି ହଜାର ଟଙ୍କାର ଡ୍ରେସ୍ କିଣିଲେ ପାଞ୍ଚ ଶହ ଟଙ୍କାର ରିହାତି ମିଳୁଛି। ସେହିଭଳି ପାଞ୍ଚ ହଜାର ଟଙ୍କାର କ୍ରୟ ଉପରେ ଏକ ହଜାର ଟଙ୍କାର ରିହାତି, ସାତ ହଜାର ପାଞ୍ଚ ଶହ ଟଙ୍କାର କିଣା ମୂଲ୍ୟ ଉପରେ ଏକ ହଜାର ପାଞ୍ଚ ଶହ ଟଙ୍କାର ରିହାତି, ଦଶ ହଜାର ଟଙ୍କାର କ୍ରୟ ଉପରେ ଦୁଇ ହଜାର ଟଙ୍କାର ରିହାତି ଘୋଷଣା ହୋଇଛି ।

କେବଳ ରେଡ଼ି ମେଡ୍ ପୋଷାକ, ଲେଡିଜ୍ ଓୟାର ଓ କିଡସ୍ ଓୟାର୍ ଉପରେ ଏହି ଅଫର୍ ଲାଗୁ କରାଯିବ। ଏହାଛଡା ଯେ କୌଣସି ଦୁଇଟି ପୋଷାକ କିଣିଲେ ଗୋଟିଏ ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ। ତେବେ ସବୁ କିଣା ଉପରେ ସର୍ତ୍ତାବଳୀ ଲାଗୁ ଥିବା ଜଣାଯାଇଛି। ଅନୁଗୁଳର ଗାନ୍ଧୀ ମାର୍ଗ ଶାଖା ଓ ତାଳଚେରର ଶର୍ମା ଛକ ସ୍ଥିତ ଏସ ଏନ୍ କେ

ରୟାଲରେ ଗ୍ରାହକ ଏହି ଅଫର ପାଇପାରିବେ। ଏଣୁ ଆଉ ଡେରି କାହିଁକି ରଜରେ ଏସ୍ ଏନ୍ କେ ରୟାଲକୁ ଆସି ରିହାତି ମୂଲ୍ୟରେ ନୂଆ ନୂଆ ପୋଷାକ କିଣନ୍ତୁ ଓ ରଜ ମଉଜକୁ ଦ୍ଵିଗୁଣ କରନ୍ତୁ।