ଅନ୍ୟାନ୍ୟ

ହନୁମାନ ବଜାରରେ ସନ୍ଦିଗ୍ଧ କାର

By Biswaranjan Pattnaik

November 24, 2023

ଅନୁଗୁଳ: ଅନୁଗୁଳ ହନୁମାନ ବଜାରର ବରିଷ୍ଠ ଆଇନଜୀବି ରବୀନ୍ଦ୍ର ପ୍ରସାଦ ପଟ୍ଟନାୟକଙ୍କ ଚାମ୍ବର ସମ୍ମୁଖରେ ଗତ ଦଶ ଦିନ ହେବ ଏକ ମାରୁତି କାର OD02 AB 4759 ସନ୍ଦେହ ଜନକ ଅବସ୍ଥାରେ ଠିଆ ହୋଇଛି।ସ୍ଥାନୀୟ ବ୍ୟବସାୟୀ ଏଥନେଇ ଆତଙ୍କିତ ହୋଇପଡିଛନ୍ତି। ପୋଲିସ ଏହାର ତଦନ୍ତ କରିବାକୁ ଦାବି ହେଉଛି।