ମୁଖ୍ୟ ଖବର

ଓଡ଼ିଶା ସ୍ୱଚ୍ଛ ଦିବସରେ ସଫେଇ କାର୍ଯ୍ୟକ୍ରମ

By Biswaranjan Pattnaik

April 06, 2026

ଅନୁଗୁଳ: ଓଡ଼ିଶା ସ୍ୱଚ୍ଛ ଦିବସ ପାଳନ ଅବସରରେ ଅନୁଗୋଳ ପୌରପାଳିକା ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ,ନଗରପାଳ ଅକ୍ଷୟ କୁମାର ସାମନ୍ତ ଏବଂ ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀଙ୍କ ସମେତ ସମସ୍ତ କର୍ମଚାରୀ ଓ କିଛି ପାରିଷଦ ଯୋଗଦାନ କରିଥିଲେ। ଶୈଳ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡ ଠାରୁ ବୁଢୀ ଠାକୁରାଣୀ ମନ୍ଦିର ଏବଂ ଦାଣ୍ଡି ଯାତ୍ରା ସ୍ମାରକୀ ସାମନା କୁ ସଫେଇ କରାଯାଇଥିଲା।ବିଧାୟକ ଙ୍କ ଠାରୁ କର୍ମଚାରୀ ସଭିଏଁ ମାସ୍କ ଓ ଗ୍ଲୋଭସ୍ ପିନ୍ଧି ଝାଡୁ ଧରି ସଫେଇ ରେ ସାମିଲ ହୋଇଥିଲେ ଏବଂ ସ୍ୱଚ୍ଛତା ପ୍ରତି ସଚେତନତା ବାର୍ତ୍ତା ଦେଇଥିଲେ।