କ୍ରୀଡ଼ା

ଜୁନ ୬ ରେ ଜିଲ୍ଲାସ୍ତରୀୟ ସନ୍ତରଣ ପ୍ରତିଯୋଗୀତା

By Biswaranjan Pattnaik

June 05, 2025

ଅନୁଗୁଳ: ଅନୁଗୁଳ ସନ୍ତରଣାଗାର ଠାରେ ଜୁନ ୬ ତାରିଖ ସକାଳ ସାତଟା ସମୟରେ ଜିଲ୍ଲା ସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ  ପଚାଶ ରୁ ଷାଠିଏ ସନ୍ତରଣକାରୀ କନିଷ୍ଠ ଓ ବରିଷ୍ଠ ବର୍ଗରେ ଅଂଶ ଗ୍ରହଣ କରିବେ ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ଏକ ପ୍ରେସ ବିଜ୍ଞପ୍ତି ରେ ଜଣାଇଛନ୍ତି।