ଅନ୍ୟାନ୍ୟ

ସରକାରୀ ଜାଗାରୁ ହଟିଲା ହୋର୍ଡ଼ିଂ

By Biswaranjan Pattnaik

March 16, 2022

ଅନୁଗୁଳ: ନେତା ହେଲେ କଣ ହେବ ନିର୍ବାଚନ ବେଳେ ଆଇନ କଣ କହୁଚି ତାହା ଅନେକଙ୍କୁ ଜଣା ନଥାଏ।ଏଥିପାଇଁ ସେମାନଙ୍କୁ ହଟହଟା ହେବାକୁ ପଡ଼ିଥାଏ। ମଙ୍ଗଳବାର ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଲିସ ସହାୟତାରେ ସହର ମଧ୍ୟରେ ଥିବା ସରକାରୀ ଯାଗା ଓ ବିଜୁଳି ଖୁଣ୍ଟ ରେ ଲାଗିଥିବା ନିର୍ବାଚନୀ ପୋଷ୍ଟର, ପତାକା,ଏବଂ ହୋର୍ଡିଙ୍ଗ ହଟାଇଦେଇଥିଲା। କିନ୍ତୁ ଶିମିଳିପଡ଼। ଗାନ୍ଧୀ ସ୍ମୃତି ପୀଠରେ ଲାଗିଥିବା ଦଳୀୟପାପତ। କା ନ ହଟିବା ଅନେକଙ୍କୁ ବିସ୍ମିତ କରୁଥିଲା।