ଅନ୍ୟାନ୍ୟ

ପୌରପାଳିକା ଗୋଷ୍ଠୀ ସଂଗଠକ ବଦଳିଲେ

By Biswaranjan Pattnaik

May 05, 2022

ଅନୁଗୁଳ: ଦୀର୍ଘ ବର୍ଷ ଧରି ଅନୁଗୁଳ ପୌର ପାଳିକାର ସିଓ ବା ଗୋଷ୍ଠୀ ସଂଗଠକ ଭାବେ କାର୍ଯ୍ୟ କରି ଆସୁଥିବା ସତ୍ୟପ୍ରକାଶ ତ୍ରିପାଠୀଙ୍କ କଟକ ମ୍ୟୁନିସିପାଲ କର୍ପୋରେସନକୁ ବଦଳି କରାଯାଇଥିବା ବେଳେ ଖଡ଼ିଆଳ ସିଓ ସଂଯୁକ୍ତା ପଣ୍ଡାଙ୍କୁ ଅନୁଗୁଳ ବଦଳି କରାଯାଇଛି ।