କ୍ରୀଡ଼ା

୧୭ ବର୍ଷରୁ କମ ରାଜ୍ୟସ୍ତରୀୟ କ୍ରିକେଟ୍

By Biswaranjan Pattnaik

February 13, 2023

ଅନୁଗୁଳ: ୧୭ବର୍ଷରୁ କମ ରାଜ୍ୟସ୍ତରୀୟ କ୍ରିକେଟ୍ ପ୍ରତିଯୋଗିତାର ଚତୁର୍ଥ ଦିବସରେ ନକ ଆଉଟ୍ ଭିତ୍ତିରେ ଖେଳ ହୋଇଥିଲା।ଏଥିରେ ବଲାଙ୍ଗୀର ଗଞ୍ଜାମକୁ,ମାଲକାନଗିରି ଢେ଼ଙ୍କାନାଳକୁ,ବଲାଙ୍ଗୀର କେଉଁଝରକୁ, ସୁନ୍ଦରଗଡ଼ ମାଲକାନଗିରିକୁ,ବରଗଡ଼ ମୟୂରଭଞ୍ଜକୁ ହରାଇଥିଲା। ସେହିଭଳି ଭୁବନେଶ୍ବର ଭଦ୍ରକକୁ,ବଲାଙ୍ଗୀର ଭୁବନେଶ୍ବରକୁ, ବଲାଙ୍ଗୀର ଗଞ୍ଜାମକୁ, ମାଲକାନଗିରି ଢେ଼ଙ୍କାନାଳକୁ,ବାଲେଶ୍ବର କେଉଁଝରକୁ, ସୁନ୍ଦରଗଡ଼ ମାଲକାନାଗିରିକୁ, ବରଗଡ଼ ମୟୂରଭଞ୍ଜକୁ,ଭୁବନେଶ୍ବର ଭଦ୍ରକକୁ ଏବଂ ବାଲେଶ୍ବର ଭୁବନେଶ୍ବରକୁ ପରାସ୍ତ କରିଥିଲା।