କ୍ରୀଡ଼ା

୧୭ ବର୍ଷରୁ କମ୍ ରାଜ୍ୟସ୍ତରୀୟ କ୍ରିକେଟ୍

By Biswaranjan Pattnaik

February 12, 2023

ଅନୁଗୁଳ: ୧୭ ବର୍ଷରୁ କମ ରାଜ୍ୟସ୍ତରୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଦିନରେ ବାଳିକା ବିଭାଗରେ ଭୁବନେଶ୍ବର ମୟୂରଭଞ୍ଜକୁ, ବାଲେଶ୍ବର ମୟୂରଭଞ୍ଜକୁ, ଭବନେଶ୍ୱର୍ ଅନୁଗୁଳୁକୁ ଓ ବାଲେଶ୍ଵର ଅନୁଗୁଳକୁ ପରାସ୍ତ କରିଥିଲା।ସେହିଭଳି ବାଳକ ବିଭାଗରେ ଭଦ୍ରକ ଜଗତସିଂହପୁରକୁ, ବାଲେଶ୍ବର ଗଜପତିକୁ, ମୟୂରଭଞ୍ଜ କେନ୍ଦ୍ରାପଡ଼ାକୁ, ଭୁବନେଶ୍ୱର ଝାରସୁଗୁଡ଼ାକୁ, ବୌଦ୍ଧ ଦେବଗଡକୁ, ଝାରୁସୁଗୁଡ। ଖୋର୍ଦ୍ଧାକୁ ହରାଇଥିଲା। କେଉଁଝର ନବରଙ୍ଗପୁରକୁ, ପୁରୀ ନୂଆପଡ଼ା କୁ,କନ୍ଧମାଳ ନବରଙ୍ଗପୁରକୁ, ଢେ଼ଙ୍କାନାଳ ସମ୍ବଲପୁରକୁ, ବଲାଙ୍ଗୀର ଅନୁଗୁଳକୁ ଏବଂ ସମ୍ବଲପୁର ରାୟଗଡ଼ାକୁ ହରାଇ ପରବର୍ତ୍ତୀ ରାଉଣ୍ଡରେ ନିଜ ସ୍ଥାନ ସଂରକ୍ଷିତ କରିଛନ୍ତି।