ମୁଖ୍ୟ ଖବର

ଅନୁଗୁଳକୁ ଶୀତ ଆସିଲା: ତାପମାତ୍ରା ୧୩ ଡିଗ୍ରୀ

By Biswaranjan Pattnaik

November 16, 2024

ଅନୁଗୁଳ: ନଭେମ୍ବର ଦ୍ଵିତୀୟ ସପ୍ତାହରେ ଅନୁଗୁଳକୁ ଶୀତ ଆସିଛି। ଆଜିର ସର୍ବାଧିକ ତାପମାତ୍ରା ୨୯ ଡିଗ୍ରୀ ଥିବା ବେଳେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ରହିଛି। ପାହାନ୍ତି ପ୍ରହରରେ ଶୀତ ଅନୁଭୂତ ହେଉଛି।କିଛି କିଛି ସ୍ଥାନରେ ବଡି ଭୋର ସମୟରେ ଯାଯାବର ସମ୍ପ୍ରଦାୟ ରାଲୋକେ ନିଆଁ ଜାଳି ବସୁଥିବା ଦେଖିବାକୁ ମିଳୁଛି।