ଓପି ଜିନ୍ଦଲ ମେମୋରିଆଲ ଫୁଟବଲ: ଝାରସୁଗୁଡ଼ାକୁ ହରାଇ ବରଗଡ଼ ବିଜୟୀ

ଅନୁଗୋଳ: ସ୍ଥାନୀୟ କଦମ ପଡିଆରେ ଚାଲିଥିବା ଓପି ଜିନ୍ଦଲ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜିର ମ୍ୟାଚରେ ବରଗଡ଼ ୟୁନାଇଟେଡ ଆଦର୍ଶ କ୍ଳବ୍ ଝାରସୁଗୁଡ଼ାକୁ ୪-୧ ପରାସ୍ତ କରିଥିଲା।ବରଗଡ଼ର ଲେନ୍ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ। ଅନୁଗୋଳ ସିଡିଏମଓ ଡ଼ା ମଦନ…

Continue Readingଓପି ଜିନ୍ଦଲ ମେମୋରିଆଲ ଫୁଟବଲ: ଝାରସୁଗୁଡ଼ାକୁ ହରାଇ ବରଗଡ଼ ବିଜୟୀ

ଓପି ଜିନ୍ଦଲ ମେମୋରିଆଲ ଫୁଟବଲ: ତାଳଚେର କୁ ହରାଇ ଝାରସୁଗୁଡ଼ା ବିଜୟୀ

ଅନୁଗୋଳ: ଓପି ଜିନ୍ଦଲ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସରେ ତାଳଚେର ଓ ଆଦର୍ଶ କ୍ଳବ୍ ଝାରସୁଗୁଡ଼ା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଝାରସୁଗୁଡ଼ା ୪-୩ ଗୋଲରେ ବିଜୟୀ ହୋଇଥିଲା। ପ୍ରତାପ କିଷାନ୍ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଜିଲ୍ଲା ଅଗ୍ନି…

Continue Readingଓପି ଜିନ୍ଦଲ ମେମୋରିଆଲ ଫୁଟବଲ: ତାଳଚେର କୁ ହରାଇ ଝାରସୁଗୁଡ଼ା ବିଜୟୀ

ଓପି ଜିନ୍ଦଲ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

ଅନୁଗୋଳ: ସ୍ଥାନୀୟ କଦମ ପଡିଆରେ ଶୁକ୍ରବାର ଅପରାହ୍ନରେ ଓପି ଜିନ୍ଦଲଙ୍କ ୯୬ ତମ ଜୟନ୍ତୀ ଅବସରରେ ଏକ ସ୍ମାରକୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଅନୁଗୋଳ ଫରେଷ୍ଟ ରେଞ୍ଜର ଟ୍ରେନିଂ କଲେଜ ନିର୍ଦ୍ଦେଶକ ସଞ୍ଜୟ କୁମାର ସ୍ୱାଇଁ ମୁଖ୍ୟ ଅତିଥି ରୂପେ…

Continue Readingଓପି ଜିନ୍ଦଲ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

ସିନିଅର ରାଜ୍ୟ ରାଙ୍କିଙ୍ଗ ବ୍ୟାଡ଼ମୀଣ୍ଟନ ଟୁର୍ନାମେଣ୍ଟ ଉଦ୍ଘାଟିତ

ଅନୁଗୋଳ: ଓଡିଶା ରାଜ୍ୟ ବ୍ୟାଡ଼ମିଣ୍ଟନ ଏସୋସିଏସନ ତଥା ଅନୁଗୋଳ ଜିଲ୍ଲା ୟୁନାଇଟେଡ଼ ବ୍ୟାଡ଼ମୀଣ୍ଟନ ଏସୋସିଏସନ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ରାଜ୍ୟ ସିନିଅର ରାଜ୍ୟ ବ୍ୟାଡ଼ମୀଣ୍ଟନ ରାଙ୍କିଙ୍ଗ ଟୁର୍ନାମେଣ୍ଟ ଆଜି ବିଜୁ ପଟ୍ଟନାୟକ ଇଣ୍ଡୋର ବ୍ୟାଡ଼ମୀଣ୍ଟନ ହଲ ଠାରେ ଉଦଘାଟିତ…

Continue Readingସିନିଅର ରାଜ୍ୟ ରାଙ୍କିଙ୍ଗ ବ୍ୟାଡ଼ମୀଣ୍ଟନ ଟୁର୍ନାମେଣ୍ଟ ଉଦ୍ଘାଟିତ

ଅନୁଗୋଳରେ ଫୁଟବଲ୍ ପ୍ରଶିକ୍ଷଣ ଶିବିର

ଅନୁଗୋଳ: ଅନୁଗୋଳ ଫୁଟବଲର୍ସ ଆସୋସିଏସନ୍ (AFA) ଦ୍ୱାରା ଆୟୋଜିତ ANGUL DISTRICT RURAL FOOTBALL LEAGUE-2026 ରୁ ଚୟନ ହୋଇଥିବା ଖେଳାଳି ମାନଙ୍କ ପାଇଁ ଏକ ବିଶେଷ ପ୍ରଶିକ୍ଷଣ ଶିବିର ଆଜି ସ୍ଥାନୀୟ ଟାଉନ୍ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ…

Continue Readingଅନୁଗୋଳରେ ଫୁଟବଲ୍ ପ୍ରଶିକ୍ଷଣ ଶିବିର

ଆସନ୍ତା ୭ ତାରିଖରୁ ଓପି ଜିନ୍ଦଲ ମେମୋରିଆଲ ଫୁଟବଲ

ଅନୁଗୋଳ: ଆସନ୍ତା ଅଗଷ୍ଟ ୭ ତାରିଖରେ କଦମ ପଡିଆ ଅନୁଗୋଳ ଠାରେ ପ୍ରତି ବର୍ଷ ଭଳି ଓପି ଜିନ୍ଦଲ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହେବ। ଉଦ୍ଘାଟନୀ ମ୍ୟାଚ୍ ପାଲଲହଡ଼ା ଓ ପପୁଲାର କ୍ଳବ୍ ଢେ଼ଙ୍କାନାଳ ମଧ୍ୟରେ ଅନୁଷ୍ଠିତ ହେବ। ଚଳିତ…

Continue Readingଆସନ୍ତା ୭ ତାରିଖରୁ ଓପି ଜିନ୍ଦଲ ମେମୋରିଆଲ ଫୁଟବଲ

ଅନୁଗୋଳ ଜିଲ୍ଲା ଟାଇକୁଣ୍ଡୁ ଚମ୍ପିୟାନସିପ ଉଦଯାପିତ

ଅନୁଗୋଳ: ସ୍ଥାନୀୟ ଟାଉନ ହଲ ଠାରେ ଅନୁଗୋଳ ଜିଲ୍ଲା ଟାଇକୁଣ୍ଡୁ ଡେଭଲପମେଣ୍ଟ ଆସୋସିଏସନ୍ ପକ୍ଷରୁ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏହି ପ୍ରତିଯୋଗିତାକୁ ଉଦଘାଟନ କରିବା ସହ ଆତ୍ମରକ୍ଷା କ୍ଷେତ୍ରରେ ସମରକଳାର ଆବଶ୍ୟକତା…

Continue Readingଅନୁଗୋଳ ଜିଲ୍ଲା ଟାଇକୁଣ୍ଡୁ ଚମ୍ପିୟାନସିପ ଉଦଯାପିତ

ଅଲ୍ ଓଡ଼ିଶା ବ୍ରିଜ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଅନୁଗୋଳ: ସ୍ଥାନୀୟ ଟ୍ରକ୍ ମାଲିକ ସଂଘ ସଭାକକ୍ଷରେ ଆୟୋଜିତ ଦୁଇ ଦିନିଆ ଅଲ୍ ଓଡ଼ିଶା ବ୍ରିଜ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ଅନୁଗୋଳ ନଗରପାଳ ଅକ୍ଷୟ କୁମାର ସାମନ୍ତ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବିଜେତା ମାନଙ୍କୁ ପୁରସ୍କୃତ କରିଥିଲେ।ସମ୍ମାନିତ ଅତିଥି…

Continue Readingଅଲ୍ ଓଡ଼ିଶା ବ୍ରିଜ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ
Read more about the article ଅଲ୍ ଓଡ଼ିଶା ବ୍ରିଜ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ
oplus_262144

ଅଲ୍ ଓଡ଼ିଶା ବ୍ରିଜ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

ଅନୁଗୋଳ: ସ୍ଥାନୀୟ ଟ୍ରକ୍ ମାଲିକ ସଂଘ ସଭା କକ୍ଷରେ ଅଲ୍ ଓଡ଼ିଶା ବ୍ରିଜ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଆଜି ଢେ଼ଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ରୂପେ…

Continue Readingଅଲ୍ ଓଡ଼ିଶା ବ୍ରିଜ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

ତାଇକୋଣ୍ଡୋ ବେଲ୍ଟ ଗ୍ରେଡ଼ିଂ ଶିବିର

ଅନୁଗୋଳ: ଚଳିତ ମାସ ତା ୧୩-୬-୨୦୨୬ ଦିନ ୧୦ତମ ତାଇକୋଣ୍ଡୋ କଲର୍ ବେଲ୍ଟ ପରୀକ୍ଷା ମା ବାସନ୍ତୀ ଦୁର୍ଗା ଖେଳପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରୀକ୍ଷା ଶିବିରରେ ମୁଖ୍ୟ ଅତିଥି ଅନୁଗୋଳ ଟାଉନ୍ ଥାନା ଅଧିକାରୀ ପ୍ରକାଶଚନ୍ଦ୍ର ମାଝି ଯୋଗ…

Continue Readingତାଇକୋଣ୍ଡୋ ବେଲ୍ଟ ଗ୍ରେଡ଼ିଂ ଶିବିର