ଛାତ୍ରଛାତ୍ରୀଙ୍କୁ ମାଗଣା ଯାତ୍ରା ସୁବିଧା ଦେବାକୁ ଦାବି: ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛାତ୍ର କଂଗ୍ରେସ କମିଟି ପକ୍ଷରୁ ସରକାରୀ ସାର୍ବଜନୀନ ପରିବହନରେ ଛାତ୍ରଛାତ୍ରୀଙ୍କୁ ମାଗଣା ଯାତ୍ରା ସୁବିଧା ଓ ଘରୋଇ ପରିବହନରେ ଛାତ୍ରଛାତ୍ରୀଙ୍କୁ ୫୦ ପ୍ରତିଶତ ରିହାତି ଦେବାକୁ ଦାବି କରାଯାଇଛି। ଅନୁଗୁଳ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଜିଲ୍ଲା…

Continue Readingଛାତ୍ରଛାତ୍ରୀଙ୍କୁ ମାଗଣା ଯାତ୍ରା ସୁବିଧା ଦେବାକୁ ଦାବି: ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଲୁଟିଖିଆଙ୍କୁ ଲୋକେ ଉଚିତ୍ ଜବାବ ଦେବେ: କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ ସସ୍ମିତାଙ୍କ ୫ ଗ୍ୟାରେଣ୍ଟି

ଅନୁଗୁଳ: ସାଂପ୍ରତିକ ରାଜନୀତିରେ ଅଣ୍ଡରଡଗ କୁହାଯାଉଥିବା ଭାରତୀୟ ଜାତୀୟ କଂଗ୍ରେସ ଆଜି ଅନୁଗୁଳର ଏକ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ତାର ଦମ୍ ଦେଖାଇଛି। ଭରପୁର ସାମ୍ବାଦିକ ସମ୍ମିଳନୀରେ ଢେ଼ଙ୍କାନାଳ ସଂସଦୀୟ କ୍ଷେତ୍ରର ସାଂସଦ ପ୍ରାର୍ଥୀ ସସ୍ମିତା ବେହେରା,ଜିଲ୍ଲା ସଭାପତି ତଥା…

Continue Readingଲୁଟିଖିଆଙ୍କୁ ଲୋକେ ଉଚିତ୍ ଜବାବ ଦେବେ: କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ ସସ୍ମିତାଙ୍କ ୫ ଗ୍ୟାରେଣ୍ଟି

ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ କଲା ଅନୁଗୁଳ ଜିଲ୍ଲା କଂଗ୍ରେସ, ସରକାରକୁ ଆସିଲେ କୃଷି ୠଣ ଛାଡ଼ କରିବାକୁ ପ୍ରତିଶ୍ରୁତି

ଅନୁଗୁଳ: ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ କଂଗ୍ରେସ ଭବନରେ ଗ୍ୟାରେଣ୍ଟି କାର୍ଡ ଜାରି କରିଛି କଂଗ୍ରେସ। ଲୋକଙ୍କ ଜୀବନ ଧାରଣରେ ଉନ୍ନତି ଆଣିବା ଲକ୍ଷ୍ୟରେ ଅନେକ ସୁବିଧା ସୁଯୋଗର ପ୍ରତିଶ୍ରୁତି ଦେବା ସହ ଇତି ମଧ୍ୟରେ ଏହି ଗ୍ୟାରେଣ୍ଟିକୁ…

Continue Readingଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ କଲା ଅନୁଗୁଳ ଜିଲ୍ଲା କଂଗ୍ରେସ, ସରକାରକୁ ଆସିଲେ କୃଷି ୠଣ ଛାଡ଼ କରିବାକୁ ପ୍ରତିଶ୍ରୁତି

କଳିଙ୍ଗ ନଗର ଗଣହତ୍ୟାକୁ ୧୮ ବର୍ଷ: ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲା ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ କଳିଙ୍ଗ ନଗର ଗଣହତ୍ୟା ସହିଦଙ୍କର ୧୮ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଛି। ଏ ଅବସରରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ପରେ ଜିଲ୍ଲା କଂଗ୍ରେସ ସଭାପତି ସଂଗ୍ରାମ ମିଶ୍ରଙ୍କ ନେତୃତ୍ୱରେ ଏକ ମହମବତୀ ଶୋଭାଯାତ୍ରା…

Continue Readingକଳିଙ୍ଗ ନଗର ଗଣହତ୍ୟାକୁ ୧୮ ବର୍ଷ: ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲା ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି

ଆସନ୍ତା ୧୫ରେ ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଆସନ୍ତା ଶୁକ୍ରବାର ଅନୁଷ୍ଠିତ ହେବ। ଜିଲ୍ଲା କଂଗ୍ରେସ କମିଟିର ନୂତନ ସଭାପତି ଭାବେ ସଂଗ୍ରାମ କେଶରୀ ମିଶ୍ର ଯୋଗ ଦେବା ପରେ ନୂତନ ଭାବେ ଜିଲ୍ଲା କମିଟି ଗଠନ କରିଥିଲେ।…

Continue Readingଆସନ୍ତା ୧୫ରେ ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଆକ୍ରୋଶ ମୁଳକ କାର୍ଯ୍ୟାନୁଷ୍ଠାନ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ଅନୁଗୁଳ: ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା।ଜିଲ୍କା ସଭାପତି ବିପ୍ଳବ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ ମୋଦି ସରକାର ପକ୍ଷରୁ ସାଂସଦ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରାଯାଇ ତାଙ୍କୁ କିଭଳି…

Continue Readingରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଆକ୍ରୋଶ ମୁଳକ କାର୍ଯ୍ୟାନୁଷ୍ଠାନ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ହାତୀ ଆକ୍ରମଣରେ ମୃତ ଚାରି ଜଣଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ

ଅନୁଗୁଳ: ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ ଅନୁଗୁଳ ଗସ୍ତରେ ଆସି ଗତ କାଲିର ହାତୀ ଆକ୍ରମଣରେ ଚାରି ମୃତକଙ୍କ ପରିବାରକୁ ଭେଟିଛନ୍ତି। ଏ ଅବସରରେ ସେ ଗୋଟେ ହାତୀ ଚାରୋଟି ଗାଁରେ ପଶି ୪ ଜଣଙ୍କ…

Continue Readingହାତୀ ଆକ୍ରମଣରେ ମୃତ ଚାରି ଜଣଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ

ଅନୁଗୁଳ ଗସ୍ତରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ, ବିଶାଳ ଶୋଭାଯାତ୍ରାରେ ପାଛୋଟି ନେଲେ କର୍ମୀ

ଅନୁଗୁଳ: ଅନୁଗୁଳ ଗସ୍ତରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ। ଆଜି ପୂର୍ବାହ୍ନରେ ହଜାର ହଜାର କଂଗ୍ରେସ କର୍ମୀ ଏକ ବିରାଟ ଶୋଭାଯାତ୍ରାରେ ସ୍ଥାନୀୟ ବସଷ୍ଟାଣ୍ଡ ସ୍ଥିତ ରାଜାଛକଠାରୁ କଂଗ୍ରେସ ଭବନ ଯାଏ ନବ ନିଯୁକ୍ତ ପ୍ରଦେଶ କଂଗ୍ରେସ କମିଟିର…

Continue Readingଅନୁଗୁଳ ଗସ୍ତରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ, ବିଶାଳ ଶୋଭାଯାତ୍ରାରେ ପାଛୋଟି ନେଲେ କର୍ମୀ

ଦରଦାମ୍ ବୃଦ୍ଧିକୁ କଂଗ୍ରେସର ତୀବ୍ର ବିରୋଧ, ନଗର ପରିକ୍ରମା କରି ଲୋକଙ୍କୁ କଲା ସଚେତନ

ଅନୁଗୁଳ: ଆଜି ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନାଙ୍କ ନେତୃତ୍ୱରେ ବିଜେପି ସରକାରଙ୍କ ବିରୋଧରେ 'ମହଙ୍ଗାଇ ପର ଚର୍ଚ୍ଚା' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏ ଅବସରରେ ଏକ ପଦଯାତ୍ରା ସ୍ଥାନୀୟ କଂଗ୍ରେସ ଭବନରୁ ବାହାରି ବଜାର ଛକ, ସେଣ୍ଟ୍ରାଲ ଲଜ ଛକ,…

Continue Readingଦରଦାମ୍ ବୃଦ୍ଧିକୁ କଂଗ୍ରେସର ତୀବ୍ର ବିରୋଧ, ନଗର ପରିକ୍ରମା କରି ଲୋକଙ୍କୁ କଲା ସଚେତନ

ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ପଦଯାତ୍ରା ପ୍ରସ୍ତୁତି ବୈଠକ

ଅନୁଗୁଳ: ସ୍ୱାଧୀନତାର ୭୫ ତମ ପୂର୍ତ୍ତି ଅବସରରେ ଉଦୟପୁର ନବସଂକଳ୍ପ ଶିବିର ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ୯ ତାରିଖରୁ ଦେଶର ସବୁ ଜିଲ୍ଲାରେ କଂଗ୍ରେସ ତରଫରୁ ୭୫ କିମି ପଦଯାତ୍ରା ଅନୁଷ୍ଠିତ ହେବ। ଅନୁଗୁଳ ଜିଲ୍ଲାରେ ଏହାକୁ ସୁଚାରୁ ରୂପେ ପାଳନ…

Continue Readingଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ପଦଯାତ୍ରା ପ୍ରସ୍ତୁତି ବୈଠକ