ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ

ଅନୁଗୋଳ: ସ୍ଥାନୀୟ ଗାନ୍ଧିମାର୍ଗସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଆଜି ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଅନୁଗୋଳ ଜିଲ୍ଲା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜିଲ୍ଲା ପ୍ରମୁଖ ବିଜୟ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ…

Continue Readingସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ

ତାଳଚେରରେ ଗଡ଼ିଲା ଯାନ୍ତ୍ରିକ ସଫେଇ ଗାଡ଼ି: ଧୂଳିମୁକ୍ତ ସହର ପାଇଁ ପୌରପରିଷଦର ନୂଆ ପଦକ୍ଷେପ

ଅନୁଗୋଳ: ତାଳଚେର ପୌରପରିଷଦରେ ଧୂଳି ନିୟନ୍ତ୍ରଣ ଓ ସଫେଇ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଆଜି ଏକ ଅତ୍ୟାଧୁନିକ ଯାନ୍ତ୍ରିକ ସଫେଇ ଗାଡ଼ିର ଶୁଭାରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ସହଯୋଗରେ ‘ଜାଗୃତି ତାଳଚେର’ ନାମକ ଏହି ଗାଡ଼ିକୁ ନଗରପାଳ ଶ୍ରୀ…

Continue Readingତାଳଚେରରେ ଗଡ଼ିଲା ଯାନ୍ତ୍ରିକ ସଫେଇ ଗାଡ଼ି: ଧୂଳିମୁକ୍ତ ସହର ପାଇଁ ପୌରପରିଷଦର ନୂଆ ପଦକ୍ଷେପ

ନାଲକୋର ଲୋକପ୍ରିୟ ଶ୍ରମିକ ନେତା ଉପେନ୍ଦ୍ର ବେହେରାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଅନୁଗୋଳ: ଆଇଏନଟିସିୟୁ ସହବନ୍ଧିତ 'ନାଲକୋ ଏମ୍ପ୍ଲଇଜ ସଂଘ' (ନେସ)ର ଉପସଭାପତି ତଥା ନାଲକୋ ସ୍ମେଲଟର ପ୍ଲାଣ୍ଟର ବର୍ଷୀୟାନ ଶ୍ରମିକ ନେତା ଉପେନ୍ଦ୍ର ବେହେରା ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ନେସ କାର୍ଯ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର ବିଦାୟକାଳୀନ ସମ୍ବର୍ଦ୍ଧନା…

Continue Readingନାଲକୋର ଲୋକପ୍ରିୟ ଶ୍ରମିକ ନେତା ଉପେନ୍ଦ୍ର ବେହେରାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ନେସ୍‌ର ୨୬ତମ ପ୍ରତିଷ୍ଠା ଦିବସ: ନାଲକୋର ଅଗ୍ରଗତିରେ ଶ୍ରମିକଙ୍କ ଭୂମିକାକୁ ପ୍ରଶଂସା

ଅନୁଗୋଳ: ନାଲକୋ ସ୍ମେଲଟର ପ୍ଲାଣ୍ଟର ଅଗ୍ରଣୀ ଶ୍ରମିକ ସଂଗଠନ 'ନେସ୍'ର ୨୬ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଛି। ସଂଘର ସଭାପତି ନିର୍ମଳ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନାଲକୋ (ଏସ ଆଣ୍ଡ ପି) ନିର୍ବାହୀ…

Continue Readingନେସ୍‌ର ୨୬ତମ ପ୍ରତିଷ୍ଠା ଦିବସ: ନାଲକୋର ଅଗ୍ରଗତିରେ ଶ୍ରମିକଙ୍କ ଭୂମିକାକୁ ପ୍ରଶଂସା

ଓଡ଼ଶ ବାଳିକା ବିଦ୍ୟାଳୟରେ ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର: ମହମ୍ମଦ ପ୍ରଥମ, ସ୍ୱଦୀପ୍ତଶ୍ରୀ ଦ୍ୱିତୀୟ ଏବଂ ସମୀକ୍ଷାଙ୍କ ତୃତୀୟ ସ୍ଥାନ ଅଧିକାର

ଅନୁଗୋଳ: ପାଲଲହଡା ବ୍ଲକ୍ ଅନ୍ତର୍ଗତ ଓଡ଼ଶ ଆଞ୍ଚଳିକ ବାଳିକା ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସାବିତ୍ରୀ ରାଉତ ସଭାପତିତ୍ୱ କରିଥିଲେ। ପାଲଲହଡା ବ୍ଲକ୍ ଶିକ୍ଷା ଅଧିକାରୀ ଲକ୍ଷ୍ମୀଧର ଦେହୁରୀ ମୁଖ୍ୟ ଅତିଥି…

Continue Readingଓଡ଼ଶ ବାଳିକା ବିଦ୍ୟାଳୟରେ ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର: ମହମ୍ମଦ ପ୍ରଥମ, ସ୍ୱଦୀପ୍ତଶ୍ରୀ ଦ୍ୱିତୀୟ ଏବଂ ସମୀକ୍ଷାଙ୍କ ତୃତୀୟ ସ୍ଥାନ ଅଧିକାର

ଛେଣ୍ଡିପଦାରେ କବି ଗଙ୍ଗାଧର ଜୟନ୍ତୀ

ଅନୁଗୋଳ: ସାରସ୍ୱତ ସାହିତ୍ୟ ସଂସଦ,ଛେଣ୍ଡିପଦା  ପକ୍ଷରୁଫ ଗତକାଲି ଅପରାହ୍ଣରେ ବାଗେଡିଆ ସ୍ଥିତ ଆଶୀର୍ବାଦ ଭବନ ଠାରେ ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ ଉତ୍ସବ ଆୟୋଜିତ ହୋଇଯାଇଛି। ସଂସଦର ସଭାପତି ଡ଼. ଅକ୍ଷୟ କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ଆୟୋଜିତ ଉକ୍ତ…

Continue Readingଛେଣ୍ଡିପଦାରେ କବି ଗଙ୍ଗାଧର ଜୟନ୍ତୀ

ଅନୁଗୋଳକୁ ସବୁଜ ସୁନ୍ଦର କରିବା ପାଇଁ ଚାରାରୋପଣ

ଅନୁଗୋଳ: ‘ଆସନ୍ତୁ ଗଛ ଲଗାଇବା, ଅନୁଗୋଳକୁ ସବୁଜ ସୁନ୍ଦର କରିବା’ ସଂକଳ୍ପ ନେଇ କଲ୍ୟାଣ ଅଭିଯାନ ଟ୍ରଷ୍ଟ ପକ୍ଷରୁ ବଅଁରପାଳ ପଞ୍ଚାଗଡ଼ ସୋମନାଥ ସିଂ ଜଗଦେବ କଲେଜ ପରିସରରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ‘ସବୁ କାମ ପଛ, ଆଗ ଲଗାଇବା…

Continue Readingଅନୁଗୋଳକୁ ସବୁଜ ସୁନ୍ଦର କରିବା ପାଇଁ ଚାରାରୋପଣ

ଲକ୍ଷ୍ମୀ ବଜାର ଗଜଲକ୍ଷ୍ମୀ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ

ଅନୁଗୋଳ: ଲକ୍ଷ୍ମୀ ବଜାରସ୍ଥିତ ଶ୍ରୀ ଶ୍ରୀ ଗଜଲକ୍ଷ୍ମୀ ପୂଜା ସମିତିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ୧୯୬୦ ମସିହାରୁ ଧାର୍ମିକ ଓ ସାମାଜିକ ପରମ୍ପରା ବଜାୟ ରଖି ଆସୁଥିବା ଏହି ପୂଜାକୁ ଚଳିତ ବର୍ଷ ଅଧିକ ଆକର୍ଷଣୀୟ ଓ ସୁସଂଗଠିତ…

Continue Readingଲକ୍ଷ୍ମୀ ବଜାର ଗଜଲକ୍ଷ୍ମୀ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ

ଛେଣ୍ଡିପଦାରେ ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକ ଜୟନ୍ତୀ ପାଳିତ

ଅନୁଗୋଳ: ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (DIET), ଅନୁଗୋଳ, ଛେଣ୍ଡିପଦା ଓ ସାରସ୍ୱତ ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ପଦ୍ମଶ୍ରୀ କବି ରାଧାମୋହନ ଗଡ଼ନାୟକଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ଥାନୀୟ ବିଧାୟକ ଅଗସ୍ତି ବେହେରା ମୁଖ୍ୟ ଅତିଥି…

Continue Readingଛେଣ୍ଡିପଦାରେ ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକ ଜୟନ୍ତୀ ପାଳିତ

ଶରଧାପୁରରେ ହାତୀ ଆତଙ୍କ: ୧୦ ଦିନ ଭିତରେ ସୋଲାର ଫେନ୍ସିଂ କାମ ଆରମ୍ଭ ହେବ, ଡିଏଫଓ

ଅନୁଗୋଳ: ଅନୁଗୋଳ ଜିଲ୍ଲା ପୁରୁଣାଗଡ଼ ସେକ୍ସନ ଅନ୍ତର୍ଗତ ଶରଧାପୁର ଗ୍ରାମରେ ହାତୀ ଉପଦ୍ରବ ଚରମରେ ପହଞ୍ଚିଛି। କିଛି ଦିନ ହେବ ସଞ୍ଜ ନଇଁଲେ ହାତୀ ପଲ ଗାଁ ଭିତରେ ପଶି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ଫସଲ ଓ ଘରଦ୍ୱାର ଜଗିବାକୁ…

Continue Readingଶରଧାପୁରରେ ହାତୀ ଆତଙ୍କ: ୧୦ ଦିନ ଭିତରେ ସୋଲାର ଫେନ୍ସିଂ କାମ ଆରମ୍ଭ ହେବ, ଡିଏଫଓ