ଛାତରୁ ପଡ଼ି ଯୁବକଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ପଦ୍ମାବତୀପୁର ଗ୍ରାମର ଜଣେ ଯୁବକଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଦେଖାଦେଇଛି। ମୃତକ ହେଲେ ସୁଧୀର ବାରିକ। ସେ ଡେରା ଅଞ୍ଚଳର ଏକ ଭଡ଼ା ଘରେ ରହୁଥିଲେ। ଗୁରୁବାର ସକାଳେ କୌଣସି…

Continue Readingଛାତରୁ ପଡ଼ି ଯୁବକଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ବୁଢ଼ାପଙ୍କ ସ୍ୱାସ୍ଥ୍ୟକେନ୍ଦ୍ରରେ ଚୋରି, ତାଲା ଭାଙ୍ଗି ଉପକରଣ ନେଇଗଲେ ଦୁର୍ବୃତ୍ତ

ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗଡ଼ ବୁଢ଼ାପଙ୍କ ଆୟୁଷ୍ମାନ ଆରୋଗ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରୁ ଚୋରି ହୋଇଛି। ଶନିବାର ସନ୍ଧ୍ୟାରେ କର୍ମଚାରୀମାନେ କେନ୍ଦ୍ର ବନ୍ଦ କରି ଘରକୁ ଯାଇଥିଲେ। ରବିବାର ଛୁଟି ପରେ ସୋମବାର କେନ୍ଦ୍ର ଖୋଲିବା ବେଳେ ମୁଖ୍ୟ ଗେଟ୍‌ର…

Continue Readingବୁଢ଼ାପଙ୍କ ସ୍ୱାସ୍ଥ୍ୟକେନ୍ଦ୍ରରେ ଚୋରି, ତାଲା ଭାଙ୍ଗି ଉପକରଣ ନେଇଗଲେ ଦୁର୍ବୃତ୍ତ

ଟ୍ରକ୍ ଧକ୍କାରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ଛକରୁ ତାଳଚେର ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥର ଗୋତମରା ଗ୍ରାମ ନିକଟ ବ୍ରାହ୍ମଣୀ ଢାବା ସମ୍ମୁଖରେ ଟ୍ରକ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଗୋତମରା ଗ୍ରାମର ସୁବଳ ନାଏକଙ୍କ ପୁଅ ଶ୍ରୀପତି…

Continue Readingଟ୍ରକ୍ ଧକ୍କାରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଛିଡା ହୋଇଥିବା ଟ୍ରକରୁ ବ୍ୟାଟେରି ଓ ୟୁପିଏସ୍ ଚୋରି

ଅନୁଗୋଳ: ସଦର ଥାନା ଅଧୀନ ୫୫ ନଂ ଜାତୀୟ ରାଜପଥ ନିକଟ ମୂଷାପାପୁଲି ଅଞ୍ଚଳରେ ଛିଡା ହୋଇଥିବା ଏକ ଟ୍ରକରୁ ଗୋଟିଏ ବ୍ୟାଟେରି ଓ ୪ଟି ୟୁପିଏସ୍ ଚୋରି ହୋଇଛି। ଚୋରି ହୋଇଥିବା ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ ୪୦ ହଜାର…

Continue Readingଛିଡା ହୋଇଥିବା ଟ୍ରକରୁ ବ୍ୟାଟେରି ଓ ୟୁପିଏସ୍ ଚୋରି

ଗ୍ୟାସ ପାଇପ୍ ଲିକ୍ ଅଗ୍ନିକାଣ୍ଡ ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ

ଅନୁଗୋଳ: ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ବାମୁର ପଞ୍ଚାୟତ କଳାବେଡା ଗାଁରେ ଗ୍ୟାସ ପାଇପ୍ ଲିକ୍ ହୋଇ ଲାଗିଥିବା ନିଆଁରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି। ଗତ ଗଣେଶ ପୂଜା ପୂର୍ବଦିନ ସକାଳେ ଗ୍ୟାସ ଲିକ୍ ହୋଇ ନିଆଁ ଲାଗି ରୋହିତ…

Continue Readingଗ୍ୟାସ ପାଇପ୍ ଲିକ୍ ଅଗ୍ନିକାଣ୍ଡ ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ

କାଜୁ ବଗିଚାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କରଡ଼ାବାହାଳି ଗ୍ରାମର ଏକ କାଜୁ ବଗିଚାରୁ ଜଣେ ଯୁବକଙ୍କ ମୃତଦେହ ମିଳିଛି। ମୃତକ ଟାକୁଆ ଗ୍ରାମର କାଳିଆ ବେହେରା ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, କାଳିଆ ଏକ ଗ୍ୟାସ୍‌ ପ୍ଲାଣ୍ଟରେ ରୋଷେଇଆ ଭାବେ…

Continue Readingକାଜୁ ବଗିଚାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

କାର୍‌ରୁ ୧୦.୩୬୦ କିଲୋ ଗଞ୍ଜେଇ ଜବତ, ୪ ଜଣଙ୍କୁ ଧରିଲା ପୁଲିସ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ପୁଲିସ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଏକ କାର୍‌ରୁ ୧୦ କିଲୋ ୩୬୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏଥିସହ ୬୪ ହଜାର ୮୬୦ ଟଙ୍କା ନଗଦ ଓ ଗଞ୍ଜେଇ ଚାଲାଣରେ ବ୍ୟବହୃତ କାର୍‌କୁ ମଧ୍ୟ…

Continue Readingକାର୍‌ରୁ ୧୦.୩୬୦ କିଲୋ ଗଞ୍ଜେଇ ଜବତ, ୪ ଜଣଙ୍କୁ ଧରିଲା ପୁଲିସ

ପୂଜା ଦେଖିବାକୁ ଯିବା ହେଲା କାଳ, ସଡ଼କ ଦୁର୍ଘଟଣାରେ ଜଣେ ମୃତ

ଅନୁଗୋଳ: ବିଶ୍ୱକର୍ମା ପୂଜା ଦେଖିବାକୁ ଯାଉଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଥିରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି। ମୃତକ ହେଲେ କେନ୍ଦୁଝର…

Continue Readingପୂଜା ଦେଖିବାକୁ ଯିବା ହେଲା କାଳ, ସଡ଼କ ଦୁର୍ଘଟଣାରେ ଜଣେ ମୃତ

ଧାନ ବିଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ୩ ଜଣଙ୍କୁ ଅଟକ ରଖି ତଦନ୍ତ

ଅନୁଗୋଳ: ଅନୁଗୋଳ ଜିଲ୍ଲା ପାଳଲହଡ଼ା ବ୍ଲକ୍‌ ଅନ୍ତର୍ଗତ ଖମାର ଥାନା ସତ୍ୟବନ୍ଧ ଗ୍ରାମ ନିକଟସ୍ଥ ନଗଡିହ ଧାନ ବିଲରୁ ଗୁରୁବାର ଅପରାହ୍ନରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜେନାପଡ଼ା ଗ୍ରାମର ସନ୍ତୋଷ କୁମାର ଗଡ଼ନାୟକ ବୋଲି ଜଣାପଡ଼ିଛି। ସୂଚନା…

Continue Readingଧାନ ବିଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ୩ ଜଣଙ୍କୁ ଅଟକ ରଖି ତଦନ୍ତ

ଇଣ୍ଡିଗୋ କାର୍‌ରୁ ୨୮୦ ଲିଟର ବେଆଇନ ଡିଜେଲ ଜବତ; ଜଣେ ଗିରଫ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର ବାଗଡ଼ିଆ ଥାନା ପୋଲିସ ପାଟ୍ରୋଲିଂ ବେଳେ ବିପୁଳ ଡିଜେଲ ଜବତ କରିଛି। ଏକ ଇଣ୍ଡିଗୋ କାର୍‌ରୁ ୨୮୦ ଲିଟର ଚୋରା ଡିଜେଲ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ…

Continue Readingଇଣ୍ଡିଗୋ କାର୍‌ରୁ ୨୮୦ ଲିଟର ବେଆଇନ ଡିଜେଲ ଜବତ; ଜଣେ ଗିରଫ