ସ୍କୁଟିକୁ ଧକ୍କା ଦେଇ ଚାପି ଦେଲା ଟ୍ରକ: ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ଚାଇଁପାଳ ଓଭରବ୍ରିଜ୍ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୧୪୯ ନଂ ଜାତୀୟ ରାଜପଥରେ ଏକ ଦ୍ରୁତଗାମୀ ଟ୍ରକ ଧକ୍କାରେ ସ୍କୁଟି ଆରୋହୀ ସାବିତ୍ରୀ ବେହେରାଙ୍କ ଜୀବନ ଯାଇଥିବାବେଳେ ତାଙ୍କ ସ୍ୱାମୀ…

Continue Readingସ୍କୁଟିକୁ ଧକ୍କା ଦେଇ ଚାପି ଦେଲା ଟ୍ରକ: ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସିଲା କାର୍‌; ଅଳ୍ପକେ ବର୍ତ୍ତିଲେ ପରିବାରବର୍ଗ

ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ରେଙ୍ଗାଳି ଡ୍ୟାମ ପାୱାର ହାଉସ ନିକଟରେ ସୋମବାର ଏକ କାର୍ ରାସ୍ତା ଉପରୁ ପ୍ରାୟ ୨୦ ଫୁଟ୍ ତଳକୁ ଖସିପଡ଼ିଛି। ସୂଚନା ଅନୁଯାୟୀ, ରେଙ୍ଗାଳି ଥାନା ଶୁଶୁବା ପଞ୍ଚାୟତ ଭାଲିଆବେଡ଼ା ଗ୍ରାମର ପିଣ୍ଟୁ…

Continue Readingଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସିଲା କାର୍‌; ଅଳ୍ପକେ ବର୍ତ୍ତିଲେ ପରିବାରବର୍ଗ

ଗାଧୋଇବାକୁ ଯିବା ହେଲା କାଳ! ପୋଖରୀରେ ବୁଡ଼ି ୫ମ ଶ୍ରେଣୀ ଛାତ୍ର ମୃତ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଟାଙ୍ଗୀରି ପଞ୍ଚାୟତ ଅନ୍ତର୍ଗତ ନୂଆପଡ଼ା ଗ୍ରାମରେ ସୋମବାର ଏକ ବଡ଼ ଅଘଟଣ ଘଟିଛି। ବିଦ୍ୟାଳୟକୁ ଯିବା ପୂର୍ବରୁ ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ି ଜଣେ ୫ମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ହୋଇଛି।ମୃତ ଛାତ୍ରଜଣକ…

Continue Readingଗାଧୋଇବାକୁ ଯିବା ହେଲା କାଳ! ପୋଖରୀରେ ବୁଡ଼ି ୫ମ ଶ୍ରେଣୀ ଛାତ୍ର ମୃତ

ଆରଟିଓ ଅଫିସ ସାମ୍ନାରୁ ୧୦ ଫୁଟିଆ ଅଜଗର ଉଦ୍ଧାର

ଅନୁଗୋଳ: ଅନୁଗୋଳ ଆରଟିଓ ଅଫିସ ସାମ୍ନାରୁ ଆଜି ରାତି ପ୍ରାୟ ୯ଟା ସମୟରେ ଏକ ୧୦ ଫୁଟିଆ ଅଜଗର ସାପକୁ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ ରାତିରେ ଆରଟିଓ ଅଫିସ ସାମ୍ନାରେ ବିଶାଳ ଅଜଗରଟି ଘୁରି ବୁଲୁଥିବା ଦେଖି ସ୍ଥାନୀୟ ଲୋକେ…

Continue Readingଆରଟିଓ ଅଫିସ ସାମ୍ନାରୁ ୧୦ ଫୁଟିଆ ଅଜଗର ଉଦ୍ଧାର
Read more about the article ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବର୍ଷକର ଶିଶୁ ପୁତ୍ର ମୃତ, ଗାଁରେ ଶୋକ
{"fte_image_ids":[],"remix_data":[],"source_tags":[],"source_ids":{},"source_ids_track":{},"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"addons":1},"is_sticker":false,"edited_since_last_sticker_save":true,"containsFTESticker":false}

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବର୍ଷକର ଶିଶୁ ପୁତ୍ର ମୃତ, ଗାଁରେ ଶୋକ

ଅନୁଗୋଳ: ଅନୁଗୋଳ ଜିଲ୍ଲା ପାଳଲହଡ଼ା ଥାନା ଅନ୍ତର୍ଗତ ପୁରୁଣାପାଣି ଗ୍ରାମରେ ବଡ଼ ଅଘଟଣ। ଘରେ ଖେଳୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଏକ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଛି। ସୂଚନା ମୁତାବକ, ଗ୍ରାମର ଚୁଡ଼ି କାୟମଙ୍କ ଦୁଇ ଯାଆଁଳା…

Continue Readingବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବର୍ଷକର ଶିଶୁ ପୁତ୍ର ମୃତ, ଗାଁରେ ଶୋକ

ରୋଷେଇ ବେଳେ ଗ୍ୟାସ୍ ଲିକ୍: ପୋଡ଼ି ହୋଇ ଦୁଇ ଜଣ ଗୁରୁତର

ଅନୁଗୋଳ: ଘରେ ରୋଷେଇ କରୁଥିବା ସମୟରେ ଗ୍ୟାସ ଲିକ ହୋଇ ନିଆଁ ଲାଗିଯିବାରୁ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ସ୍ଥାନୀୟ ବାରକୋଟ ଥାନା ଅନ୍ତର୍ଗତ ଗୁରୁସଙ୍ଗ ଗ୍ରାମରେ ଘଟିଛି। ଆହତ ଦୁଇ ଜଣ ହେଲେ…

Continue Readingରୋଷେଇ ବେଳେ ଗ୍ୟାସ୍ ଲିକ୍: ପୋଡ଼ି ହୋଇ ଦୁଇ ଜଣ ଗୁରୁତର

ବଣୁଆ ହାତୀ ଆକ୍ରମଣରେ ଚାଷୀ ଗୁରୁତର: ଛେଣ୍ଡିପଦା ଅଞ୍ଚଳରେ ଅସନ୍ତୋଷ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଛେଣ୍ଡିପଦା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ପାଟକୁମୁଣ୍ଡା ପଞ୍ଚାୟତ ଭାଲୁଖାଇ ଢିପ ଗ୍ରାମରେ ଗୁରୁବାର ବଣୁଆ ହାତୀ ଆକ୍ରମଣରେ ଜଣେ ଚାଷୀ ଗୁରୁତର ଆହତ ହୋଇଛନ୍ତି। ଆହତ ଚାଷୀ ଜଣକ ହେଲେ ୪୫ ବର୍ଷୀୟ ପରମେଶ୍ବର ସାହୁ। ସୂଚନା…

Continue Readingବଣୁଆ ହାତୀ ଆକ୍ରମଣରେ ଚାଷୀ ଗୁରୁତର: ଛେଣ୍ଡିପଦା ଅଞ୍ଚଳରେ ଅସନ୍ତୋଷ

ଛେଣ୍ଡିପଦାରେ ହାତୀ ଉତ୍ପାତ; ଅଳ୍ପକେ ବର୍ତ୍ତିଲେ ସ୍କ୍ୱାଡ୍ କର୍ମଚାରୀ

ଅନୁଗୋଳ: ଜିଲ୍ଲାର ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ରାଇପାଳ ଗ୍ରାମରେ ହାତୀ ଆତଙ୍କ। ଗ୍ରାମର ଜଣଙ୍କ ଘର ବାଡ଼ିରେ ୪ ଟିକିଆ ହାତୀପଲ ପଶି ବ୍ୟାପକ କ୍ଷତି କରିଛନ୍ତି। ଏହି ସମୟରେ ହାତୀ ଘଉଡ଼ାଉଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ହାତୀ ସ୍କ୍ୱାଡ୍…

Continue Readingଛେଣ୍ଡିପଦାରେ ହାତୀ ଉତ୍ପାତ; ଅଳ୍ପକେ ବର୍ତ୍ତିଲେ ସ୍କ୍ୱାଡ୍ କର୍ମଚାରୀ

ଅନୁଗୋଳରେ ମହିଳାଙ୍କଠାରୁ ସୁନା ଅଳଙ୍କାର ଲୁଟ୍: ଥାନାରେ ଅଭିଯୋଗ

ଅନୁଗୋଳ: ଜିଲ୍ଲା ସଦର ମହକୁମା ଟାଉନ୍ ଥାନା ଅନ୍ତର୍ଗତ ହେମସୁରପଡ଼ାରୁ ଜଣେ ମହିଳାଙ୍କଠାରୁ ସୁନା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଗତ ୫ ତାରିଖ ସକାଳେ ଏଭଳି ଅଘଟଣ ଘଟିଛି। ସୂଚନା ଅନୁଯାୟୀ, ହେମସୁରପଡ଼ାର ପଦ୍ମିନୀ ପାତ୍ର ସେଦିନ ସକାଳେ ଛକକୁ…

Continue Readingଅନୁଗୋଳରେ ମହିଳାଙ୍କଠାରୁ ସୁନା ଅଳଙ୍କାର ଲୁଟ୍: ଥାନାରେ ଅଭିଯୋଗ

ବିଲରୁ ଫେରିବା ବେଳେ ବଜ୍ରାଘାତ: ଜଣେ ମହିଳା ମୃତ, ଜଣେ ଗୁରୁତର

ଅନୁଗୋଳ: ଅନୁଗୋଳ ସଦର ଥାନା ଅନ୍ତର୍ଗତ ଶାବଳଭଙ୍ଗା ଗ୍ରାମରେ ଏକ ବଡ଼ଧରଣର ବଜ୍ରାଘାତ ଘଟିଛି। ଧାନ କ୍ଷେତରୁ କାମ ସାରି ଘରକୁ ଫେରୁଥିବା ସମୟରେ ବଜ୍ରପାତ ହୋଇ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି।ସୂଚନାମୁତାବକ, ଅପରାହ୍ନ ପ୍ରାୟ…

Continue Readingବିଲରୁ ଫେରିବା ବେଳେ ବଜ୍ରାଘାତ: ଜଣେ ମହିଳା ମୃତ, ଜଣେ ଗୁରୁତର