ଶିବ ମନ୍ଦିରରେ ଚୋରି, ହୁଣ୍ଡି ଭାଙ୍ଗି ନେଇଗଲେ ୨୦ ହଜାର ଟଙ୍କା

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ବାଲିପଟ୍ଟା ଗ୍ରାମର ବାବା ଭୋଲେଶ୍ୱର ମହାଦେବ ମନ୍ଦିରରୁ ହୁଣ୍ଡି ଦାନବାକ୍ସ ଭାଙ୍ଗି ପ୍ରାୟ ୨୦ ହଜାର ଟଙ୍କା ଚୋରି ହୋଇଛି। ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମନ୍ଦିରର ମୁଖ୍ୟ ଗ୍ରିଲ୍ କବାଟ ଭାଙ୍ଗି ଭିତରକୁ…

Continue Readingଶିବ ମନ୍ଦିରରେ ଚୋରି, ହୁଣ୍ଡି ଭାଙ୍ଗି ନେଇଗଲେ ୨୦ ହଜାର ଟଙ୍କା

ଗ୍ୟାସ୍ ପାଇପ୍ ଲିକ୍ ହୋଇ ଅଗ୍ନିକାଣ୍ଡ: ଜଣେ ମୃତ, ଜଣେ ଗୁରୁତର

ଅନୁଗୋଳ: ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ କଳାବେଡ଼ା ଗାଁରେ ଗ୍ୟାସ୍ ପାଇପ୍ ସଜାଡ଼ିବା ବେଳେ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ କଳାବେଡ଼ା ଗାଁର…

Continue Readingଗ୍ୟାସ୍ ପାଇପ୍ ଲିକ୍ ହୋଇ ଅଗ୍ନିକାଣ୍ଡ: ଜଣେ ମୃତ, ଜଣେ ଗୁରୁତର

ଦଶାହ କର୍ମରେ ଯାଇ ଫେରିଲେ ଶବ ହୋଇ

ଅନୁଗୋଳ: ଭିଣୋଇଙ୍କ ଦଶାହ କର୍ମ ପାଇଁ ତୁଠକୁ ଯାଇଥିଲେ ଶାଳକ। ଶୁଦ୍ଧି ହୋଇ ଫେରିଥାନ୍ତେ। ହେଲେ ଶବ ହୋଇ ଫେରିଲେ। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ବ୍ଲକ୍‌ ତୁମୁଣି ଗାଁରେ। ଗାଁ ନିକଟରେ ଥିବା ମାତେଳିଆ ନାଳରେ…

Continue Readingଦଶାହ କର୍ମରେ ଯାଇ ଫେରିଲେ ଶବ ହୋଇ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋହୂଙ୍କୁ ଜୀବନରୁ ମାରିଦେବାକୁ ଧମକ, ଥାନାରେ ମାମଲା

ଅନୁଗୋଳ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ମାଡ଼ ମାରିବା ସହ ହତ୍ୟା ଧମକ ଦିଆଯାଇଥିବା ନେଇ ଅନୁଗୋଳ ଜିଲ୍ଲା ଠାକୁରଗଡ଼ ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ, ଠାକୁରଗଡ଼ ଥାନା ଅନ୍ତର୍ଗତ ସାନଦାଦର ଗ୍ରାମର ଯଶୋବନ୍ତୀ ସାହୁଙ୍କୁ ତାଙ୍କ…

Continue Readingପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋହୂଙ୍କୁ ଜୀବନରୁ ମାରିଦେବାକୁ ଧମକ, ଥାନାରେ ମାମଲା

ଖେଳପଡ଼ିଆରେ ସିମେଣ୍ଟ ଚେୟାର ଭାଙ୍ଗିଲା ହାତୀ, ଛେଣ୍ଡିପଦାରେ ଲୋକେ ଆତଙ୍କିତ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ଦନ୍ତା ହାତୀର ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି। ବାରମଞ୍ଚା ଗାଁର ଖେଳପଡ଼ିଆରେ ଏକ ଦନ୍ତା ପଶି ସେଠାରେ ଥିବା ୧୦ଟି ସିମେଣ୍ଟ ଚେୟାରକୁ ଭାଙ୍ଗି ନଷ୍ଟ କରିଦେଇଛି। ଏହି ହାତୀଟି କିଛି ଦିନ…

Continue Readingଖେଳପଡ଼ିଆରେ ସିମେଣ୍ଟ ଚେୟାର ଭାଙ୍ଗିଲା ହାତୀ, ଛେଣ୍ଡିପଦାରେ ଲୋକେ ଆତଙ୍କିତ

ଅନୁଗୋଳରେ ଚିକିତ୍ସାଧୀନ ଯୁବତୀ ନିଖୋଜ: ପୁଲିସର ଖୋଳତାଡ଼ ଆରମ୍ଭ

ଅନୁଗୋଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣେ ୧୮ ବର୍ଷୀୟା ଯୁବତୀ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି। ଏନେଇ ପରିବାର ପକ୍ଷରୁ ସ୍ଥାନୀୟ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଜାରି ରଖିଛି। ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲାର…

Continue Readingଅନୁଗୋଳରେ ଚିକିତ୍ସାଧୀନ ଯୁବତୀ ନିଖୋଜ: ପୁଲିସର ଖୋଳତାଡ଼ ଆରମ୍ଭ

ଘରେ ପଶି ମହିଳାଙ୍କୁ ଅସଦାଚରଣ ଉଦ୍ୟମ: ଅଭିଯୁକ୍ତ ଯୁବକ କୋର୍ଟଚାଲାଣ

ଅନୁଗୋଳ: ଅନୁଗୋଳ ଜିଲ୍ଲା ପାଳଲହଡ଼ା ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ଘରେ ପଶି ଅସଦାଚରଣ ଉଦ୍ୟମ କରିଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ପାଳଲହଡ଼ାର ଶିକୁନ ମୁଖୀ (୩୨)। ପୀଡ଼ିତାଙ୍କ…

Continue Readingଘରେ ପଶି ମହିଳାଙ୍କୁ ଅସଦାଚରଣ ଉଦ୍ୟମ: ଅଭିଯୁକ୍ତ ଯୁବକ କୋର୍ଟଚାଲାଣ

ଧାର ଟଙ୍କା ମାଗିବାରୁ ଯୁବକଙ୍କୁ ଆକ୍ରମଣ ଏବଂ ହତ୍ୟାଧମକ: କିଶୋରନଗର ଥାନାରେ ଏତଲା

ଅନୁଗୋଳ: ଟଙ୍କା କାରବାରକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଆକ୍ରମଣ ଓ ହତ୍ୟାଧମକ ଦିଆଯାଇଥିବା ନେଇ ଅନୁଗୋଳ ଜିଲ୍ଲା କିଶୋରନଗର ଥାନାରେ ଅଭିଯୋଗ ହୋଇଛି। କିଶୋରନଗର ଥାନା ଜାମୁନାଳୀ ଗାଁର ପ୍ରତାପ ବିଶ୍ୱାଳଙ୍କୁ ଡାକୁଆମୁଣ୍ଡା ଗାଁର ଅସିତ ରଞ୍ଜନ ପ୍ରଧାନ ଆକ୍ରମଣ…

Continue Readingଧାର ଟଙ୍କା ମାଗିବାରୁ ଯୁବକଙ୍କୁ ଆକ୍ରମଣ ଏବଂ ହତ୍ୟାଧମକ: କିଶୋରନଗର ଥାନାରେ ଏତଲା

ସ୍କୁଟିରେ ଗଞ୍ଜେଇ ଚାଲାଣ ବେଳେ ଅବକାରୀ ଚଢ଼ଉ: ଜଣେ ଗିରଫ

ଅନୁଗୋଳ: ସ୍କୁଟିରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗର ଚଢ଼ାଉ। ୭ କେଜି ୪ ଶହ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଛି ଅନୁଗୋଳ ଅବକାରୀ ବିଭାଗ। ଅନୁଗୋଳ ଅବକାରୀ ଉପଅଧୀକ୍ଷକ ଧୀରେନ ବେହେରା ଓ…

Continue Readingସ୍କୁଟିରେ ଗଞ୍ଜେଇ ଚାଲାଣ ବେଳେ ଅବକାରୀ ଚଢ଼ଉ: ଜଣେ ଗିରଫ

ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଅନୁଗୋଳ: ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର। ଅନୁଗୋଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ବନ୍ଧାଭୂଇଁ ପଞ୍ଚାୟତ ଜମରଡିହ ଗାଁର ରଞ୍ଜନ ଜୁଲୁଣ୍ଡି (୪୦)ଙ୍କ ମୃତଦେହ ପଡ଼ୋଶୀ କେଉଁଝର ଜିଲ୍ଲା ବାଉଁଶପାଳ ବ୍ଲକ ଟଣା ଗାଁ ନିକଟ ଏକ ନଦୀରୁ ଉଦ୍ଧାର ହୋଇଛି। ସୂଚନା…

Continue Readingନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ