ଖୁସି ଖବର! ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକଙ୍କ ତାଲିକାରେ ଅନୁଗୋଳର ପ୍ରିୟରଞ୍ଜନ
ଅନୁଗୋଳ: ଅନ୍ତର୍ଜାତୀୟ ସ୍ତରରେ ଅନୁଗୋଳ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଯୁବ ଗବେଷକ ପ୍ରିୟରଞ୍ଜନ ଶତପଥୀ। ସମଲ ଥାନା ଅନ୍ତର୍ଗତ ଏକଘରିଆ ଗ୍ରାମର ଏହି ୩୨ ବର୍ଷୀୟ ଗବେଷକ ୨୦୨୬ ମସିହାର ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ–ଏଲ୍ସେଭିଅର୍ ପକ୍ଷରୁ ପ୍ରକାଶିତ ବିଶ୍ୱର ଶ୍ରେଷ୍ଠ ୨…




