ଅନୁଗୁଳ କଲେଜ୍ ଗଣିତ ଅନରସ୍ରେ କୀର୍ତ୍ତି କରିନା ଟପର
ଅନୁଗୁଳ: ନିକଟରେ ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମର ପରୀକ୍ଷା ଫଳ ପ୍ରକାଶିତ ହୋଇଛି। କଲେଜ୍ର ସ୍ନାତକ ବିଜ୍ଞାନ ବିଭାଗ ଗଣିତ ଅନରସ୍ରେ କୀର୍ତ୍ତି କରୀନା ସାହୁ ଟପର ହେବା ସହ ଡିସଟିଂସନ୍ ପାଇଛନ୍ତି।ସେ ପରୀକ୍ଷାରେ ୯.୪୨…