ଦିଲ୍ଲୀର ମିସ୍‌ ଏଣ୍ତ ମିସେସ୍‌ କ୍ବିନ୍‌ ଅଫ୍‌ ହାର୍ଟସ୍‌ ଫ୍ୟାସନ୍‌ ସୋ-୨୦୨୦ର ପୁରସ୍କୃତ ହେଲେ ତାଳଚେର ଝିଅ ଶୁଭାଲିନ୍‌

ତାଳଚେର: ଦିଲ୍ଲୀର ଗ୍ରେଟର ନୋଏଡାରେ କ୍ରାଉନ୍‌ ପ୍ଲାଜାଠାରେ ଏମ୍‌ଆଇକ୍ୟୁଏଚ୍‌ ଦ୍ବାରା ଆୟୋଜିତ ମିସ୍ ଏଣ୍ତ ମିସେସ୍‌ କ୍ବିନ୍‌ ଅଫ୍‌ ହାର୍ଟସ୍‌ ଫେସନ୍‌ ସୋ-୨୦୨୦ରେ ତାଳଚେର ଝିଅ ଶୁଭାଲିନ୍‌ ସାହୁ ସର୍ବଭାରତୀୟ ସ୍ତରରେ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି। ଗତ ୨୧ରୁ ଡିସେମ୍ବର…

Continue Readingଦିଲ୍ଲୀର ମିସ୍‌ ଏଣ୍ତ ମିସେସ୍‌ କ୍ବିନ୍‌ ଅଫ୍‌ ହାର୍ଟସ୍‌ ଫ୍ୟାସନ୍‌ ସୋ-୨୦୨୦ର ପୁରସ୍କୃତ ହେଲେ ତାଳଚେର ଝିଅ ଶୁଭାଲିନ୍‌

ଅକୁଣ୍ଠ ସହଯୋଗ ପାଇଁ କୃତଜ୍ଞ: ନରସି˚ହ

ଅନୁଗୁଳ: ବଦଳି ଆଦେଶ ପରେ ତାଳଚେର ଉତ୍ତର କେନ୍ଦ୍ରାଞ୍ଚଳ ପୁଲିସ୍ ଆଇଜି ନରସି˚ହ ଭୋଳ ଶୁକ୍ରବାର ସମ୍ବଲପୁର ଉତ୍ତରାଞ୍ଚଳ ଆଇଜି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଉତ୍ତର କେନ୍ଦ୍ରାଞ୍ଚଳରେ ଅବସ୍ଥାପିତ ହୋଇ ଅନୁଗୁଳ, ଢେଙ୍କାନାଳ ଓ ଦେବଗଡ଼ ଜିଲ୍ଲାବାସୀଙ୍କଠାରୁ ଅକୁଣ୍ଠ ସାହାଯ୍ୟ,…

Continue Readingଅକୁଣ୍ଠ ସହଯୋଗ ପାଇଁ କୃତଜ୍ଞ: ନରସି˚ହ

ଡାକ୍ତର ନବକିଶୋର ସାମନ୍ତଙ୍କ ପରଲୋକ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ପ୍ରଥମ ଲଣ୍ତନ ପଢ଼ୁଆ ଡାକ୍ତର ନବକିଶୋର ସାମନ୍ତ ଆଉ ନାହାନ୍ତି। ରବିବାର ସନ୍ଧ୍ୟାରେ ଅନୁଗୁଳ ବିକାଶନଗରସ୍ଥିତ ବାସଭବନରେ ସେ ଇହଲୀଳା ସମ୍ବରଣ କରିଛନ୍ତି। ତାଙ୍କୁ ୮୧ ବର୍ଷ ହୋଇଥିଲା। ଅନୁଗୁଳ ଜିଲ୍ଲାରେ ସର୍ଜରୀ ବିଭାଗରେ ପ୍ରଥମ ବ୍ୟକ୍ତି…

Continue Readingଡାକ୍ତର ନବକିଶୋର ସାମନ୍ତଙ୍କ ପରଲୋକ

ପରଲୋକରେ ବରିଷ୍ଠ କଳାକାର ସୁବାସ ବିଶ୍ୱାଳ

ଅନୁଗୁଳ : ଅନୁଗୁଳର ବରିଷ୍ଠ କଳାକାର ତଥା ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆର ପୂର୍ବତନ ପରିଚାଳକ ସୁବାସ ବିଶ୍ବାଳଙ୍କ ମଙ୍ଗଳବାର ଅନୁଗୁଳ ଡାକ୍ତରଖାନାରେ ପରଲୋକ ଘଟିଛି। ଜଣେ ମଞ୍ଚ କଳାକାର ରୂପେ ତାଙ୍କ ବେଶ ଖ୍ୟାତି ରହିଥିଲା। ନାଟ୍ୟମ ଏବଂ କଳାକାର ନାଟ୍ୟ…

Continue Readingପରଲୋକରେ ବରିଷ୍ଠ କଳାକାର ସୁବାସ ବିଶ୍ୱାଳ

କୋବି ବଗିଚାରେ ବିଧାୟକ

ଅନୁଗୁଳ: କଳ ଲଙ୍ଗଳରେ ବିଲରେ ଚାଷ କରି ଚର୍ଚ୍ଚାକୁ ଆସିଥିବା ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କୁ ଏବେ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି। ଫୁରସତ ପାଇବା ମାତ୍ରେ ବାଡି ବଗିଚାରେ ସମୟ କାଟୁଛନ୍ତି। ବାଡ଼ିରେ ୧୫ ଶହରୁ ଅଧିକ କୋବି…

Continue Readingକୋବି ବଗିଚାରେ ବିଧାୟକ

ସିଡିଏସ ପରୀକ୍ଷାରେ ଦେଶରେ ଟପ୍ପର ଅଦିତି

ଅନୁଗୁଳ: ନିକଟରେ ସଂଯୁକ୍ତ ପ୍ରତିରକ୍ଷା ସେବା (ସିଡିଏସ) ପରୀକ୍ଷାର ଫଳାଫଳ ପ୍ରକାଶିତ ହୋଇଛି। ଅବିଭକ୍ତ ଢେ଼ଙ୍କାନାଳ ଜିଲ୍ଲା ନାଧରାର ଝିଅ ଅଦିତି ପରିଡ଼ା ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି କେବଳ ଜନ୍ମମାଟି ନୁହେଁ, ସମଗ୍ର ରାଜ୍ୟକୁ ଗୌରବାନ୍ଵିତ କରିଛନ୍ତି।…

Continue Readingସିଡିଏସ ପରୀକ୍ଷାରେ ଦେଶରେ ଟପ୍ପର ଅଦିତି

‘ ନିଟ୍ ‘ ପରୀକ୍ଷାରେ ଆଠମଲ୍ଲିକ ଛାତ୍ରଛାତ୍ରୀଙ୍କ ସଫଳତା

ଅନୁଗୁଳ: ନିକଟରେ ପ୍ରକାଶିତ ସର୍ବଭାରତୀୟ ମେଡିକାଲ୍ ପ୍ରବେଶିକା ପରୀକ୍ଷାରେ ଆଠମଲ୍ଲିକ ଅଞ୍ଚଳର ଅନେକ ଛାତ୍ରଛାତ୍ରୀ ବେଶ୍ ସଫଳତା ଅର୍ଜନ କରିଛନ୍ତି। ମାଧପୁର ଅଞ୍ଚଳର ସୁଭାଶିଷ ରଣଭୈଇଁସା ଓ କ୍ଷୀରୋଦିନୀ ସାହୁ, ତେନ୍ତୁଳିପଥର ଗାଁର କିରଣ କୁମାର ସାହୁ, ଡିମିରିମୁଣ୍ଡା ଗାଁର ସଂସ୍କୃତି…

Continue Reading‘ ନିଟ୍ ‘ ପରୀକ୍ଷାରେ ଆଠମଲ୍ଲିକ ଛାତ୍ରଛାତ୍ରୀଙ୍କ ସଫଳତା

ମନ୍‌ସା ପ୍ରସାଦ ନାଲ୍‌କୋ ନିର୍ଦ୍ଦେଶକ

ଅନୁଗୁଳ: ନାଲ୍‌କୋର ନିର୍ବାହୀ ନିର୍ଦ୍ଦେଶକ ମନ୍‌ସା ପ୍ରସାଦ ମିଶ୍ର କମ୍ପାନିର ନି‌େର୍ଦ୍ଦଶକ ରୂପେ ମନୋନୀତ ହୋଇଛନ୍ତି। ଖଣି ମନ୍ତ୍ରାଳୟ ଏଥିପାଇଁ ଶ୍ରୀ ମିଶ୍ରଙ୍କ କାମ ସୁପାରିଶ କରିଥିବା ବେଳେ କ୍ୟାବିନେଟ୍‌ କମିଟି ଏଥିରେ ମୋହର ମାରିଛି। ଶ୍ରୀ ମିଶ୍ର ୨୦୨୩ ଜୁଲାଇ…

Continue Readingମନ୍‌ସା ପ୍ରସାଦ ନାଲ୍‌କୋ ନିର୍ଦ୍ଦେଶକ

ପୂର୍ବତନ ଶାସନ ସଚିବଙ୍କ ବିୟୋଗରେ ଶୋକ

ଅନୁଗୁଳ: ଆଠମଲ୍ଲିକ ମାଟିର ପୁଅ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ରମାକାନ୍ତ ମିଶ୍ର (୮୩)ଙ୍କ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍‌ପିଟାଲ୍‌ରେ ଗତ ବୁଧବାର ପରଲୋକ ଘଟିଛି। ଆଠମଲ୍ଲିକରେ ଜନ୍ମିତ ସ୍ବର୍ଗତ ମିଶ୍ର ନିଜ ନିଷ୍ଠା, ଅଧ୍ୟବସାୟ ବଳରେ ସାଧାରଣ…

Continue Readingପୂର୍ବତନ ଶାସନ ସଚିବଙ୍କ ବିୟୋଗରେ ଶୋକ