ଓଁ ନମଃ ଶିବାୟ! ଦେଉଳଝରୀର ବାବା ସିଦ୍ଧେଶ୍ୱର ମହାଦେବଙ୍କୁ ପାଣିଲାଗି କଲେ ଶହଶହ କାଉଡ଼ିଆ
ଅନୁଗୁଳ: ଶ୍ରାବଣ ସୋମବାରରେ ସବୁ ଶୈବ କ୍ଷେତ୍ରରେ କାଉଡ଼ିଆଙ୍କ ଭିଡ଼ ଜମିଛି। ଅନୁଗୁଳ ଜିଲ୍ଲା ଆଠମଲ୍ଲିକସ୍ଥିତ ପ୍ରସିଦ୍ଧ ଶୈବପୀଠ ଦେଉଳଝରୀର ବାବା ସିଦ୍ଧେଶ୍ୱର ମହାଦେବଙ୍କୁ ପାଣିଲାଗି କରିବାକୁ ଶହଶହ ସଂଖ୍ୟାରେ କାଉଡ଼ିଆ ସମବେତ ହୋଇଛନ୍ତି। ଅନୁଗୁଳ, ବୌଦ୍ଧ, ସମ୍ବଲପୁର ଅଞ୍ଚଳରୁ କାଉଡ଼ିଆ…