୪୦୦ କେଭି ଲାଇନ୍ର ଆଲୁମିନିୟମ୍ ତାର ଚୋରି ଘଟଣାର ପର୍ଦ୍ଦାଫାସ, ୧୦ ଗିରଫ
ଅନୁଗୋଳ : ଅନୁଗୋଳ ସଦର ଥାନା ଅନ୍ତର୍ଗତ ହାଣଡିହ ଗାଁ ନିକଟରୁ ୪୦୦ କେଭି ବିଦ୍ୟୁତ୍ ଟ୍ରାନ୍ସମିସନ୍ ଲାଇନ୍ର ଆଲୁମିନିୟମ୍ ତାର ଚୋରି ଘଟଣାର ପର୍ଦ୍ଦାଫାସ 8କରିଛି ପୁଲିସ। ଘଟଣାରେ ସମ୍ପୃକ୍ତ ୧୦ ଜଣଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରାଯାଇଛି।…




