ମହଙ୍ଗା ପଡ଼ିଲା ସ୍ତ୍ରୀଙ୍କୁ ନିର୍ଯାତନା ଦେବା, ୧୬ ଲକ୍ଷ ଭରଣପୋଷଣ ଦେବାକୁ ସ୍ୱାମୀଙ୍କୁ ନିର୍ଦ୍ଦେଶ

ଅନୁଗୋଳ: ପତ୍ନୀଙ୍କୁ ମାନସିକ ନିର୍ଯାତନା ଦେବା ଓ ପରିବାର ଛାଡ଼ି ଦୂରେଇ ରହିବା ଜଣେ ସ୍ୱାମୀଙ୍କୁ ମହଙ୍ଗା ପଡ଼ିଛି। ଅନୁଗୋଳ ଫ୍ୟାମିଲି କୋର୍ଟ ପତ୍ନୀ ଓ ପୁଅଙ୍କ ଭରଣପୋଷଣ ବାବଦରେ ୧୬ ଲକ୍ଷ ଟଙ୍କା ଦେବାକୁ ସ୍ୱାମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା…

Continue Readingମହଙ୍ଗା ପଡ଼ିଲା ସ୍ତ୍ରୀଙ୍କୁ ନିର୍ଯାତନା ଦେବା, ୧୬ ଲକ୍ଷ ଭରଣପୋଷଣ ଦେବାକୁ ସ୍ୱାମୀଙ୍କୁ ନିର୍ଦ୍ଦେଶ

ଟାଟା ଷ୍ଟିଲ ଶ୍ରମିକ ସଭାର ଆନ୍ଦୋଳନକୁ ଏଚ୍‌ଏମ୍‌ଏସ୍‌ର ସମର୍ଥନ

ଅନୁଗୋଳ: ଟାଟା ଷ୍ଟିଲ ଶ୍ରମିକ ସଭା ପକ୍ଷରୁ ମେରାମୁଣ୍ଡଳୀ ଟାଟା ଷ୍ଟିଲ କମ୍ପାନି ମୁଖ୍ୟ ଗେଟ୍‌ରେ ଚାଲିଥିବା ଅନିର୍ଦ୍ଦିଷ୍ଟ କାଳ ଅନଶନ ଆନ୍ଦୋଳନକୁ ହିନ୍ଦ ମଜଦୂର ସଭା (ଏଚ୍‌ଏମ୍‌ଏସ୍) ସମର୍ଥନ ଜଣାଇଛି। ଏଚ୍‌ଏମ୍‌ଏସ୍‌ର ରାଜ୍ୟ ପରିଷଦ ସଭାପତି ବିଜୟ କୁମାର ମହାନ୍ତି…

Continue Readingଟାଟା ଷ୍ଟିଲ ଶ୍ରମିକ ସଭାର ଆନ୍ଦୋଳନକୁ ଏଚ୍‌ଏମ୍‌ଏସ୍‌ର ସମର୍ଥନ

ପ୍ରଧାନମନ୍ତ୍ରୀଙ୍କ ୨୫ ବର୍ଷ ଜନସେବା: ତୁରଙ୍ଗରେ ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ସେବା ସଙ୍କଳ୍ପ ବୈଠକ

ଅନୁଗୋଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୫ ବର୍ଷର ଜନସେବା ଓ 'ସେବା ସଙ୍କଳ୍ପ ଅଭିଯାନ' ଅବସରରେ ଅନୁଗୋଳ ତୁରଙ୍ଗ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଅଙ୍ଗନୱାଡି, ଆଶା କର୍ମୀ ଓ ହିତାଧିକାରୀଙ୍କ ସହ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ…

Continue Readingପ୍ରଧାନମନ୍ତ୍ରୀଙ୍କ ୨୫ ବର୍ଷ ଜନସେବା: ତୁରଙ୍ଗରେ ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ସେବା ସଙ୍କଳ୍ପ ବୈଠକ

ଖବର ପ୍ରକାଶ ପରେ ତତ୍ପରତା, ଉଠାଜଳସେଚନ ପଏଣ୍ଟ ତଦାରଖ କଲେ ଯନ୍ତ୍ରୀ

ଅନୁଗୋଳ: ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ରଣିଆକଟା ପଞ୍ଚାୟତ ଅନ୍ତର୍ଗତ କସ୍ତୁରୀବାହାଳ ଗାଁରେ ନିର୍ମାଣାଧୀନ ଦୁଇଟି ଉଠାଜଳସେଚନ ପଏଣ୍ଟର ସ୍ଥିତି ତଦାରଖ କରିଛନ୍ତି ବିଭାଗୀୟ ଯନ୍ତ୍ରୀ। ପ୍ରାୟ ୪୦ ଲକ୍ଷ ଟଙ୍କା ବ୍ୟୟରେ ୩ ଓ ୪ ନମ୍ବର ଉଠାଜଳସେଚନ ପଏଣ୍ଟ…

Continue Readingଖବର ପ୍ରକାଶ ପରେ ତତ୍ପରତା, ଉଠାଜଳସେଚନ ପଏଣ୍ଟ ତଦାରଖ କଲେ ଯନ୍ତ୍ରୀ

ଅକ୍ଟୋବର ୮ କଂଗ୍ରେସର ପ୍ରସ୍ତାବିତ ଓଡ଼ିଶା ବନ୍ଦ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ:  ଢେଙ୍କାନାଳ ସାଂସଦ

ଅନୁଗୋଳ: ଆସନ୍ତା ଅକ୍ଟୋବର ୮ ତାରିଖରେ କଂଗ୍ରେସ ଦ୍ୱାରା ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାକୁ ବରିଷ୍ଠ ବିଜେପି ନେତା ତଥା ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଓ ଅନାବଶ୍ୟକ ବୋଲି କହିଛନ୍ତି। ନିଜର ଭୁଲ୍ ତ୍ରୁଟି…

Continue Readingଅକ୍ଟୋବର ୮ କଂଗ୍ରେସର ପ୍ରସ୍ତାବିତ ଓଡ଼ିଶା ବନ୍ଦ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ:  ଢେଙ୍କାନାଳ ସାଂସଦ

ମୁଖ୍ୟ ନିର୍ବାଚନ କମିଶନରଙ୍କ ବହିଷ୍କାର ଓ ଗିରଫ ଦାବି: ଇଣ୍ଡିଆ ମେଣ୍ଟର ପଦଯାତ୍ରା ଓ କୁଶପୁତ୍ତଳିକା ଦାହ

ଅନୁଗୋଳ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବହିଷ୍କାର ଓ ଗିରଫ ଦାବିରେ ଆଜି ଅନୁଗୋଳରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ପଦଯାତ୍ରା ଓ କୁଶପୁତ୍ତଳିକା ଦାହ କରାଯାଇଛି। ଜିଲ୍ଲା ସଭାପତି ସୁନୀଲ କୁମାର ପ୍ରଧାନଙ୍କ ନେତୃତ୍ୱରେ କଂଗ୍ରେସ ଭବନଠାରୁ ଶତାଧିକ କର୍ମୀଙ୍କୁ…

Continue Readingମୁଖ୍ୟ ନିର୍ବାଚନ କମିଶନରଙ୍କ ବହିଷ୍କାର ଓ ଗିରଫ ଦାବି: ଇଣ୍ଡିଆ ମେଣ୍ଟର ପଦଯାତ୍ରା ଓ କୁଶପୁତ୍ତଳିକା ଦାହ

ନୀତିନ ଗଡ଼କରୀଙ୍କୁ ସମ୍ବଲପୁର ସାଂସଦଙ୍କ ଚିଠି, NH-୫୫ର ୬-ଲେନ୍ ଓ ଫ୍ଲାଏଓଭର ପାଇଁ ଦାବି

ଅନୁଗୋଳ: ସମ୍ବଲପୁର-କଟକ ଜାତୀୟ ରାଜପଥ NH-୫୫ର ୬-ଲେନ୍ ସମ୍ପ୍ରସାରଣ ଏବଂ ୪ଟି ଅଣ୍ଡରପାସ୍ ଓ ଫ୍ଲାଏଓଭର ନିର୍ମାଣ ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ।ପତ୍ରରେ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି…

Continue Readingନୀତିନ ଗଡ଼କରୀଙ୍କୁ ସମ୍ବଲପୁର ସାଂସଦଙ୍କ ଚିଠି, NH-୫୫ର ୬-ଲେନ୍ ଓ ଫ୍ଲାଏଓଭର ପାଇଁ ଦାବି

ଚାରି ମାସର ଆନ୍ଦୋଳନ ପରେ ଜମରଡିହବାସୀଙ୍କ ଦାବି ପୂରଣ, ଡାକ୍ତରଖାନାରେ ଯୋଗଦେଲେ ସରକାରୀ ଆୟୁଷ ଡାକ୍ତର

ଅନୁଗୋଳ: ଦୀର୍ଘ ଚାରି ମାସର ଆନ୍ଦୋଳନ ପରେ ଜମରଡିହବାସୀଙ୍କ ଦାବି ପୂରଣ ହୋଇଛି। ଜମରଡିହ ସରକାରୀ ଡାକ୍ତରଖାନାରେ ଜଣେ ସରକାରୀ ଆୟୁଷ ଡାକ୍ତର ଯୋଗଦେଇ ରୋଗୀସେବା ଆରମ୍ଭ କରିଛନ୍ତି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି। ସୂଚନା ଅନୁସାରେ,…

Continue Readingଚାରି ମାସର ଆନ୍ଦୋଳନ ପରେ ଜମରଡିହବାସୀଙ୍କ ଦାବି ପୂରଣ, ଡାକ୍ତରଖାନାରେ ଯୋଗଦେଲେ ସରକାରୀ ଆୟୁଷ ଡାକ୍ତର

ଅସନ୍ତୁଷ୍ଟ ବିଜେଡି କାଉନସିଲରଙ୍କ ସାମ୍ବାଦିକ ସମ୍ମିଳନୀ

ଅନୁଗୋଳ: ଆଜି ପୂର୍ବାହ୍ନରେ ବିଜେଡି ଦଳୀୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଅନୁଗୋଳର ପୂର୍ବତନ ମନ୍ତ୍ରୀ ରଜନୀକାନ୍ତ ସିଂହଙ୍କ ସଭାପତିତ୍ବରେ ଆୟୋଜିତ ଏହି।ସମ୍ମିଳନୀରେ ଅନୁଗୋଳ ପୌରପାଳିକାର ବହୁ ବିଜେଡି କାଉନସିଲର ଯୋଗ ଦେଇଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ…

Continue Readingଅସନ୍ତୁଷ୍ଟ ବିଜେଡି କାଉନସିଲରଙ୍କ ସାମ୍ବାଦିକ ସମ୍ମିଳନୀ
Read more about the article ଶୁଭମଙ୍କ ଚିକିତ୍ସା ପାଇଁ CMRFରୁ ୧୦ ଲକ୍ଷ ଟଙ୍କା ସହାୟତା: ପ୍ରଶାସନର ସହାୟତା ପରେ ପରିବାରରେ ଫେରିଲା ଆଶା
Oplus_16908288

ଶୁଭମଙ୍କ ଚିକିତ୍ସା ପାଇଁ CMRFରୁ ୧୦ ଲକ୍ଷ ଟଙ୍କା ସହାୟତା: ପ୍ରଶାସନର ସହାୟତା ପରେ ପରିବାରରେ ଫେରିଲା ଆଶା

ଅନୁଗୋଳ: ଅଜଣା ସ୍ନାୟୁଗତ ରୋଗରେ ପୀଡ଼ିତ ଶୁଭମ୍ କୁମାର ସାହୁଙ୍କ ଚିକିତ୍ସା ପାଇଁ ପ୍ରଶାସନ ସହାୟତାର ହାତ ବଢ଼ାଇଛି। ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ୍‌ ଅନ୍ତର୍ଗତ ସେରଣାବେଡ଼ା ଗ୍ରାମର ଶୁଭମ୍‌ଙ୍କ ଚିକିତ୍ସା ଦୀର୍ଘଦିନ ଧରି ଚାଲିଥିବା ବେଳେ ଏଥିପାଇଁ ହେଉଥିବା ବ୍ୟୟ…

Continue Readingଶୁଭମଙ୍କ ଚିକିତ୍ସା ପାଇଁ CMRFରୁ ୧୦ ଲକ୍ଷ ଟଙ୍କା ସହାୟତା: ପ୍ରଶାସନର ସହାୟତା ପରେ ପରିବାରରେ ଫେରିଲା ଆଶା