ଜଗତସିଂହପୁର ଐତିହ୍ୟ ପଦଯାତ୍ରାର ଦ୍ୱାଦଶ ଅଧ୍ୟାୟ: ଐତିହ୍ୟାନୁରାଗୀ ପରିଦର୍ଶନ କଲେ ସହରର ପ୍ରାଚୀନ ମୁଚୁକୁନ୍ଦ ସୋମନାଥ ମନ୍ଦିର

"ଜଗତସିଂହପୁର ଐତିହ୍ୟ ପଦଯାତ୍ରା"ର ଦ୍ୱାଦଶ ତମ ସଂସ୍କରଣ ସମ୍ପନ୍ନ ହୋଇଯାଇଅଛି। ଐତିହ୍ୟାନୁରାଗୀ ବନ୍ଧୁମାନେ ଜଗତସିଂହପୁର ସହରରେ ଥିବା ପ୍ରାଚୀନ "ମୁଚୁକୁନ୍ଦ ସୋମନାଥ ମନ୍ଦିର" ପରିଦର୍ଶନରେ କରିଥିଲେ। ଏହି ମନ୍ଦିରଟି ବହୁ ପ୍ରାଚୀନ ନ ହେଲେବି ମୋଗଲ ପରବର୍ତ୍ତୀ ମରହଟ୍ଟା ଶାସନ କାଳରେ…

Continue Readingଜଗତସିଂହପୁର ଐତିହ୍ୟ ପଦଯାତ୍ରାର ଦ୍ୱାଦଶ ଅଧ୍ୟାୟ: ଐତିହ୍ୟାନୁରାଗୀ ପରିଦର୍ଶନ କଲେ ସହରର ପ୍ରାଚୀନ ମୁଚୁକୁନ୍ଦ ସୋମନାଥ ମନ୍ଦିର

ସୂର୍‌-ତାଲ୍ ସେବା ଓ ସାଂସ୍କୃତିକ ଅନୁଷ୍ଠାନର ୨୪ ତମ ମହୋତ୍ସବ ଆରମ୍ଭ

ଅନୁଗୁଳ: ସୂର୍‌-ତାଲ୍ ସେବା ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ୨୪ ତମ ମହୋତ୍ସବ ଅନୁଗୁଳ ସଭାଘରଠାରେ ଶୁକ୍ରବାର ଉଦଘାଟିତ ହୋଇଯାଇଛି। ଆସନ୍ତା ୨୧ ତାରିଖ ଯାଏଁ ଏହି ମହୋତ୍ସବ ଚାଲିବ। ଓଡିଶୀ ଗୁରୁ ସୁଶ୍ରୀ ପୁଷ୍ପିତା ମିଶ୍ର , ଗୁରୁ ରତ୍ନପଦ୍ମା…

Continue Readingସୂର୍‌-ତାଲ୍ ସେବା ଓ ସାଂସ୍କୃତିକ ଅନୁଷ୍ଠାନର ୨୪ ତମ ମହୋତ୍ସବ ଆରମ୍ଭ

ତ୍ରୟୋଦଶ ସାତକୋଶିଆ ମହୋତ୍ସବ ଉଦ୍ଘାଟିତ

ଅନୁଗୁଳ: ସ୍ଥାନୀୟ ସଭାଘର ଠାରେ ତ୍ରୟୋଦଶ ସାତକୋଶିଆ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର(ରାଜସ୍ବ) ପ୍ରଦୀପ ପ୍ରଜ୍ବଳନ କରି ଏହି ମହୋତ୍ସବକୁ ଉଦ୍ଘାଟନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ନିଜ ଅଭିଭାଷଣରେ ଅନୁଗୁଳର କଳା…

Continue Readingତ୍ରୟୋଦଶ ସାତକୋଶିଆ ମହୋତ୍ସବ ଉଦ୍ଘାଟିତ

ବଅଁରପାଳରେ ପ୍ରସିଦ୍ଧ ମା ଲୋଭି ଠାକୁରାଣୀ ଯାତ୍ରା ଆରମ୍ଭ

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଗଡ଼ସନ୍ତ୍ରୀଠାରେ ଥିବା ମା ଲୋଭି ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ଆରମ୍ଭ ହୋଇଛି। ଏହି ଅଞ୍ଚଳର ସର୍ବପୁରାତନ ଓ ପ୍ରସିଦ୍ଧ ଯାତ୍ରା କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇ ତୁଳସୀପାଳ ଗ୍ରାମରୁ ପିଠ ପୂଜା ପରେ ବିରାଟ…

Continue Readingବଅଁରପାଳରେ ପ୍ରସିଦ୍ଧ ମା ଲୋଭି ଠାକୁରାଣୀ ଯାତ୍ରା ଆରମ୍ଭ

ବାଲିପଟ୍ଟା ଓ ଚାଙ୍ଗୁଡ଼ିଆରେ ପୂଜା ପାଉଛନ୍ତି ମା’ଶ୍ୟାମାକାଳୀ, ଦିବ୍ୟ ରୂପରେ ଦର୍ଶନ ଦେଉଛନ୍ତି ମା’

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବାଲିପଟ୍ଟା ଗ୍ରାମ ଓ ସନ୍ତରାବନ୍ଧ ପଞ୍ଚାୟତର ଚାଙ୍ଗୁଡ଼ିଆ ଗ୍ରାମରେ ମା’ଶ୍ୟାମାକାଳୀଙ୍କ ପୂଜା ଯଥା ରୀତିନୀତି ଅନୁଷ୍ଠିତ ହୋଇଛି। ଉଭୟ ମଣ୍ଡପରେ ପୂଜା ପ୍ରାରମ୍ଭରେ କଳସଯାତ୍ରା, ମା’ଙ୍କ ମୃଣ୍ମୟୀ ପ୍ରତିମାରେ ଜୀବନ୍ୟାସ, ପ୍ରାଣ ପ୍ରତିଷ୍ଠା,…

Continue Readingବାଲିପଟ୍ଟା ଓ ଚାଙ୍ଗୁଡ଼ିଆରେ ପୂଜା ପାଉଛନ୍ତି ମା’ଶ୍ୟାମାକାଳୀ, ଦିବ୍ୟ ରୂପରେ ଦର୍ଶନ ଦେଉଛନ୍ତି ମା’

ଅନୁଗୁଳ ଲକ୍ଷ୍ମୀପୂଜାର ୬୫ ବର୍ଷର ଐତିହ୍ୟ ଓ ପରମ୍ପରା

ଅନୁଗୁଳ: ଅନୁଗୁଳ ଲକ୍ଷ୍ମୀ ବଜାରରେ ୧୯୬୦ ମସିହାରେ ପ୍ରଥମଥର ପାଇଁ ସାର୍ବଜନୀନ ଲକ୍ଷ୍ମୀପୂଜା ଆରମ୍ଭ ହୋଇଥିଲା। ତହିଁ ପରବର୍ଷ ବଜାର ଛକରେ ଲକ୍ଷ୍ମୀପୂଜା ଆରମ୍ଭ ହେଲା। ତାପରେ କିଛି ବର୍ଷ ପରେ ବସ୍ ଷ୍ଟାଣ୍ଡ ପୂଜା କମିଟି ଏବଂ ଧୀରେ ଧୀରେ…

Continue Readingଅନୁଗୁଳ ଲକ୍ଷ୍ମୀପୂଜାର ୬୫ ବର୍ଷର ଐତିହ୍ୟ ଓ ପରମ୍ପରା

ତାଳଚେରରେ ଦୁର୍ଗା ପୂଜା: ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼

ଅନୁଗୁଳ: ଶାରଦୀୟ ଦୁର୍ଗା ପୂଜା ଅବସରରେ କଳାହୀରାର ସହର ତାଳଚେର ଉତ୍ସବମୁଖର ହୋଇଉଠିଛି। ମା ଦଶଭୂଜାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ପୂଜା ମଣ୍ଡପଗୁଡ଼ିକେ ମୁଖରିତ ହୋଇଛି। ଗତକାଲି ମହାଅଷ୍ଟମୀ ପୂଜାରେ ବହୁ ମହିଳା ଶ୍ରଦ୍ଧାଳୁ ମାଙ୍କ ଆରାଧନା କରିଥିବା ବେଳେ…

Continue Readingତାଳଚେରରେ ଦୁର୍ଗା ପୂଜା: ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼

ବଅଁରପାଳରେ ଦୁର୍ଗା ପୂଜା ଉତ୍ସବ ମୁଖର

ବଅଁରପାଳ: ଶାରଦୀୟ ଦୁର୍ଗା ପୂଜା ପାଇଁ ବଅଁରପାଳ ଉତ୍ସବମୁଖର ହୋଇଛି। ୪ ଦିନ ଧରି ଚାଲିବାକୁ ଥିବା ଏହି ପୂଜା ୩ ଅକ୍ଟୋବର ଶୁକ୍ରବାର ଭଷାଣି ଉତ୍ସବରେ ସମାପନ ହେବ। ୨୯ ତାରିଖରେ କଳସ ଯାତ୍ରା ସହ ମାଙ୍କୁ ଆବାହନ କରାଯାଇଥିଲା।…

Continue Readingବଅଁରପାଳରେ ଦୁର୍ଗା ପୂଜା ଉତ୍ସବ ମୁଖର

ମା’ ଦକ୍ଷିଣକାଳୀ ମନ୍ଦିରରେ ନବରାତ୍ରୀ ପୂଜା ଆରମ୍ଭ

ତାଳଚେର: ଆଶ୍ୱିନ ମାସରେ ଦଶହରା ଉପଲକ୍ଷେ ଅନୁଗୁଳ ଜିଲ୍ଲା ତାଳଚେର ଟାଉନ ଘୋଡ଼ାଶାଳ ନିକଟସ୍ଥ ମା’ ଦକ୍ଷିଣକାଳୀ ମନ୍ଦିରରେ ନବରାତ୍ରୀ ପୂଜା ରୀତିନୀତି ଅନୁସାରେ ଆରମ୍ଭ ହୋଇଛି। ପୂଜକମାନେ ଶୁକ୍ଳବସ୍ତ୍ର ପରିଧାନ କରି ପ୍ରାତଃ ସମୟରେ ମା’ଙ୍କୁ ସ୍ନାନ କରାଇ କଳାଶାଢ଼ୀ,…

Continue Readingମା’ ଦକ୍ଷିଣକାଳୀ ମନ୍ଦିରରେ ନବରାତ୍ରୀ ପୂଜା ଆରମ୍ଭ

ଆଜି ଠାରୁ ଆରମ୍ଭ ହେଉଛି “ଭାଗବତ ସପ୍ତାହ”: ୭ ଦିନ ବ୍ୟାପି ଭାଗବତ ପଠନ ଏବଂ ପାରାୟଣ

ଅନୁଗୁଳ: ତାଳନବମୀ ଠାରୁ ଇନ୍ଦୁପୂର୍ଣ୍ଣିମା ପର୍ଯ୍ୟନ୍ତ ୭ ଦିନ ବ୍ୟାପି ଅନୁଷ୍ଠିତ ହେଉଛି ଭାଗବତ ସପ୍ତାହ। ଆଜି ଠାରୁ ବିଭିନ୍ନ ଧର୍ମାନୁଷ୍ଠାନ ଓ ମଠ ମନ୍ଦିରରେ ଭାଗବତ ସପ୍ତାହ ପାଳିନ ହେଉଅଛି। ଗତ କାଲି ଅଧିବାସ କର୍ମ ସାରିଥିବା ବେଳେ ଆଜି…

Continue Readingଆଜି ଠାରୁ ଆରମ୍ଭ ହେଉଛି “ଭାଗବତ ସପ୍ତାହ”: ୭ ଦିନ ବ୍ୟାପି ଭାଗବତ ପଠନ ଏବଂ ପାରାୟଣ