ସର୍ପେଶ୍ୱର ମନ୍ଦିରରେ ଶିବ ବିବାହ ଓ ଶୀତଳଷଷ୍ଠୀ
ଅନୁଗୁଳ: ସ୍ଥାନୀୟ ଅମଲାପଡ଼ା ସର୍ପେଶ୍ୱର ମନ୍ଦିର ପରିଚାଳନା କମିଟି ପକ୍ଷରୁ ଶୀତଳଷଷ୍ଠୀ ଆୟୋଜିତ ହୋଇଯାଇଛି। ଏ ଅବସରରେ ପାରମ୍ପରିକ ହୋମଯଜ୍ଞ ମନ୍ଦିର ପରିସରରେ ଆୟୋଜିତ ହୋଇଥିଲା।ପ୍ରଦ୍ୟୁମ୍ନ ପ୍ରଧାନ ଭଗବାନ ଶିବଙ୍କ ପିତା ଓ ଗୋପାଳ ଦାସ ଦେବୀ ପାର୍ବତୀଙ୍କ ପିତା ରୂପେ…
