ବିଭିନ୍ନ ସ୍ଥାନରେ ଚନ୍ଦନ ଯାତ୍ରା ପାଳିତ, ଚାପ ଖେଳିଲେ ମହାପ୍ରଭୁ
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ବିଭିନ୍ନ ସ୍ଥାନରେ ଚନ୍ଦନ ଯାତ୍ରା ପାଳିତ ହୋଇଛି। କୁଲେଇ ପଞ୍ଚାୟତ କଟରପଡ଼ା ଗ୍ରାମରେ ଚନ୍ଦନ ଯାତ୍ରା ନିଆରା ଭାବେ ପାଳନ ହୋଇଛି। ଘଣ୍ଟ ଘଣ୍ଟା, ଲଉଡ଼ି ଖେଳ, ବିଭିନ୍ନ ସଜ୍ଜିତ ପଶୁପକ୍ଷୀଙ୍କ ନୃତ୍ୟ ଗୀତରେ…