୫୦ତମ ବୈଶାଖ ପୂର୍ଣ୍ଣିମା ପାଳିତ: ଲଉଡ଼ି ଖେଳ, ଘଣ୍ଟବାଦ୍ୟ, ନାମ କୀର୍ତ୍ତନରେ ଝୁମିଲେ ସ୍ଥାନୀୟବାସୀ
ଅନୁଗୁଳ: ଅନୁଗୁଳ ବ୍ଲକ ବାଳୁଅକଟା ପଞ୍ଚାୟତ କରଡାବଣି ସାହିରେ ସୋମବାର ଖୁବ ଧୁମଧାମରେ ପାଳିତ ହୋଇଛି ବୈଶାଖ ପୂର୍ଣ୍ଣିମା। ସୋମବାର ସକାଳୁ ରାଧାକୃଷ୍ଣଙ୍କୁ ପୂଜା କରାଯାଇ ସାହିର ମଧ୍ୟ ଭାଗରେ ବିଧି ମୁତାବକ ହୋମଯଜ୍ଞର ଆୟୋଜନ କରାଯାଇଥିଲା। ପରେ ପ୍ରସାଦ ସେବନର…




