ପାଞ୍ଚ ଦିନର ପୂଜା ପରେ ବିଦାୟ ନେଲେ ମା’ ବାସନ୍ତୀ ଦୁର୍ଗା
ଅନୁଗୁଳ: ଅମଲାପଡ଼ା ବାସନ୍ତୀ ଦୁର୍ଗା ପଡିଆରେ ଆୟୋଜିତ ପାଞ୍ଚଦିନ ବ୍ୟାପି ବାସନ୍ତୀ ଦୁର୍ଗାପୂଜା ଶେଷ ହୋଇଛି। ଗତ କାଲି ଦଶମୀ ପୂଜା, ଚରୁ ବିତରଣ,ପୂର୍ଣ୍ଣାହୁତି ପରେ ଆଜି ସନ୍ଧ୍ୟାରେ ଭସାଣି ଶୋଭାଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଥିଲା।ଘଣ୍ଟା,ଘଣ୍ଟ,ଶଙ୍ଖ, ଶିଙ୍ଗ ବାଦ୍ୟ, ବୁଢ଼ା…



