ମା’ ବାସନ୍ତୀ ଦୁର୍ଗାଙ୍କ ମହାସପ୍ତମୀ ପୂଜା
ଅନୁଗୁଳ: ଆଜି ଅମଲାପଡ଼ା ବାସନ୍ତୀ ଦୁର୍ଗା ମଣ୍ଡପରେ ମୃଣ୍ମୟୀ ଦେବୀଙ୍କ ପୂଜା ପାଇଁ ସକାଳେ କଳସ ଶୋଭାଯାତ୍ରା,ମହାସପ୍ତମୀ ପୂଜା,ନବପତ୍ରିକା ପ୍ରବେଶ,ଦେବୀଙ୍କ ଜୀବନ୍ୟାସ,ପ୍ରାଣ ପ୍ରତିଷ୍ଠା,ଷୋଡ଼ଶ ଉପଚାର ପୂଜା ଏବଂ ଏହାପରେ ଚଣ୍ଡୀପାଠ,ହୋମ, ଆଳତୀ ଓ ପୁଷ୍ପାଞ୍ଜଳି ଆଦି ଅନୁଷ୍ଠିତ ହୋଇଥିଲା।ସନ୍ଧ୍ୟାରେ ମା' ବାସନ୍ତୀ…




