ହେମସୁର ପଡା ଦୁର୍ଗାପୂଜା ପାଇଁ ସୁନିଆ ପୂଜା ଅନୁଷ୍ଠିତ

ଅନୁଗୋଳ: ଆଜି ହେମସୁର ପଡା ଦୁର୍ଗା ପୂଜା କମିଟି ପକ୍ଷରୁ ଦୁର୍ଗାପୂଜା ପାଇଁ ସୁନିଆ ପୂଜା ଅନୁଷ୍ଠିତ ହୋଇଯାଇଛି। ଉତ୍ତରପଡା ସ୍କୁଲ ପାଖରେ ସକାଳ ୯ ଘଟିକା ସମୟରେ ଏହି ପୂଜା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପୂଜା ପାଇଁ ମାଟି…

Continue Readingହେମସୁର ପଡା ଦୁର୍ଗାପୂଜା ପାଇଁ ସୁନିଆ ପୂଜା ଅନୁଷ୍ଠିତ

ରାଣୀଗୋଡ଼ାରେ ମା’ ଖୁମ୍ବେଶ୍ୱରୀଙ୍କ କାଦୁଆ ପୂଜା ସମ୍ପନ୍ନ

ଅନୁଗୋଳ : ସହର ଉପକଣ୍ଠ ରାଣୀଗୋଡ଼ା ଗ୍ରାମର ଆରାଧ୍ୟା ଗ୍ରାମଦେବୀ ମା' ଖୁମ୍ବେଶ୍ୱରୀଙ୍କ ବାର୍ଷିକ କାଦୁଆ ପୂଜା ବଡ଼ ଆନନ୍ଦୋଲ୍ଲାସର ସହ ପାଳନ ହୋଇଛି। ଏହି ଅବସରରେ ସାମନ୍ତ ସାହିସ୍ଥିତ ଦିଅଁ ଘରୁ ମା'ଙ୍କ ସୁସଜ୍ଜିତ ବିଜେ ପ୍ରତିମା 'ଆଲମ'କୁ ଏକ…

Continue Readingରାଣୀଗୋଡ଼ାରେ ମା’ ଖୁମ୍ବେଶ୍ୱରୀଙ୍କ କାଦୁଆ ପୂଜା ସମ୍ପନ୍ନ

ଧୂପ, ଦୀପ ଓ ବାଜାବାଣରେ କମ୍ପିଲା ମା’ ମାହେଶ୍ୱରୀଙ୍କ ପୀଠ: ଭକ୍ତିମୟ ପରିବେଶରେ ବାର୍ଷିକ ପୂଜା ସମ୍ପନ୍ନ

ଅନୁଗୋଳ: ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ପ୍ରସିଦ୍ଧ ମା’ ମାହେଶ୍ୱରୀଙ୍କ ବାର୍ଷିକ ପୂଜା ଶନିବାର ଆଡ଼ମ୍ବର ସହକାରେ ପାଳିତ ହୋଇଛି। ଏହି ଅବସରରେ ଏକ ବିରାଟ ଶୋଭାଯାତ୍ରାରେ ମା’ଙ୍କୁ ହଣ୍ଡପା ପରିକ୍ରମା କରାଯିବା ପରେ ପୀଠରେ ଯଥାରୀତି…

Continue Readingଧୂପ, ଦୀପ ଓ ବାଜାବାଣରେ କମ୍ପିଲା ମା’ ମାହେଶ୍ୱରୀଙ୍କ ପୀଠ: ଭକ୍ତିମୟ ପରିବେଶରେ ବାର୍ଷିକ ପୂଜା ସମ୍ପନ୍ନ

କାଣ୍ଡସରରେ ଶୀତଳ ଷଷ୍ଠୀ: ଶିବ-ପାର୍ବତୀ ବିବାହ ଉତ୍ସବରେ ଯୋଗଦେଲେ ବିଧାୟକ ବ୍ରଜକିଶୋର

ଅନୁଗୋଳ: ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାଣ୍ଡସର ଗ୍ରାମରେ ପ୍ରଭୁ ମହାଦେବଙ୍କ ମନ୍ଦିରରେ ଆଜି ଶୀତଳ ଷଷ୍ଠୀ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ପବିତ୍ର ଉତ୍ସବରେ ଅନୁଗୋଳ ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ତାଳଚେର ବିଧାୟକ ବ୍ରଜକିଶୋର…

Continue Readingକାଣ୍ଡସରରେ ଶୀତଳ ଷଷ୍ଠୀ: ଶିବ-ପାର୍ବତୀ ବିବାହ ଉତ୍ସବରେ ଯୋଗଦେଲେ ବିଧାୟକ ବ୍ରଜକିଶୋର

ହିଞ୍ଜାଗୋଳାରେ ପରମ୍ପରା ଓ ଉତ୍ସାହର ସହ ପାଳିତ ହେଲା ରଜ ମହୋତ୍ସବ

ଅନୁଗୋଳ: ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ରଜ, ଚଳିତ ବର୍ଷ ହିଞ୍ଜାଗୋଳା ଗ୍ରାମରେ ବେଶ୍‌ ଉତ୍ସାହର ସହ ପାଳିତ ହୋଇଯାଇଛି। ଗତ ୧୧ ବର୍ଷ ଧରି ପରମ୍ପରା ମୁତାବକ, ଏଠାରେ ତିନି ଦିନ ବ୍ୟାପୀ ଏହି ମହୋତ୍ସବ ଆୟୋଜିତ ହୋଇଆସୁଛି। ଉତ୍ସବ…

Continue Readingହିଞ୍ଜାଗୋଳାରେ ପରମ୍ପରା ଓ ଉତ୍ସାହର ସହ ପାଳିତ ହେଲା ରଜ ମହୋତ୍ସବ

ଶ୍ରୀଜଗନ୍ନାଥଙ୍କ ଚନ୍ଦନଯାତ୍ରା ଉଦଯାପିତ; ବ୍ରାହ୍ମଣୀ ନଦୀରେ ଚାପଖେଳିଲେ ମହାପ୍ରଭୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନଯାତ୍ରା ଓ ଚାପଖେଳ ଶେଷ ହୋଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଥିବା ଏହି ୨୧ ଦିନିଆ ଯାତ୍ରା ଉଦଯାପିତ ହୋଇଯାଇଛି। ଏହି…

Continue Readingଶ୍ରୀଜଗନ୍ନାଥଙ୍କ ଚନ୍ଦନଯାତ୍ରା ଉଦଯାପିତ; ବ୍ରାହ୍ମଣୀ ନଦୀରେ ଚାପଖେଳିଲେ ମହାପ୍ରଭୁ

ଡେରଙ୍ଗରେ ୭୬ତମ ରାଧାକୃଷ୍ଣ ଚନ୍ଦନ ଯାତ୍ରା: ବରିଷ୍ଠ ନାଗରିକ ଓ ଅବସରପ୍ରାପ୍ତ କର୍ମଚାରୀ ସମ୍ବର୍ଦ୍ଧିତ

​ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ଡେରଙ୍ଗ ଗ୍ରାମରେ ୭୬ତମ ବାର୍ଷିକ ରାଧାକୃଷ୍ଣ ଚନ୍ଦନ ଯାତ୍ରା ମହୋତ୍ସବ ଅବସରରେ ଏକ ଭବ୍ୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି। ଗତ ରବିବାର ଚନ୍ଦନ ଯାତ୍ରା ପଡ଼ିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗ୍ରାମର…

Continue Readingଡେରଙ୍ଗରେ ୭୬ତମ ରାଧାକୃଷ୍ଣ ଚନ୍ଦନ ଯାତ୍ରା: ବରିଷ୍ଠ ନାଗରିକ ଓ ଅବସରପ୍ରାପ୍ତ କର୍ମଚାରୀ ସମ୍ବର୍ଦ୍ଧିତ

ଅମଲାପଡ଼ା ବାସନ୍ତୀ ଦୁର୍ଗାପୂଜା: ଉଦ୍ଘାଟନୀ ସନ୍ଧ୍ୟାରେ ଆଧ୍ୟାତ୍ମିକ ଆଲୋଚନାଚକ୍ର

ଅନୁଗୁଳ: ଅମଲାପଡ଼ା ମା' ବାସନ୍ତୀ ଦୁର୍ଗାପୂଜା କମିଟି ପକ୍ଷରୁ ବିଂଶତମ ବାସନ୍ତିକ ମହୋତ୍ସବ ମଙ୍ଗଳବାର ଆରମ୍ଭ ହୋଇଛି। ଷଷ୍ଠୀ ଅବସରରେ ଅପରାହ୍ନରେ ବିଲ୍ୱାଧିବାସ, ଦେବୀଙ୍କ ବୋଧନ, ଅଧିବାସ ଆଦି ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ନାମ ସଙ୍କୀର୍ତ୍ତନ ସହ ଅନୁଗୁଳ ଶାନ୍ତି ଅନୁଭୂତି…

Continue Readingଅମଲାପଡ଼ା ବାସନ୍ତୀ ଦୁର୍ଗାପୂଜା: ଉଦ୍ଘାଟନୀ ସନ୍ଧ୍ୟାରେ ଆଧ୍ୟାତ୍ମିକ ଆଲୋଚନାଚକ୍ର

ଗୁରଙ୍ଗ ଗ୍ରାମରେ ଦଣ୍ଡଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ

ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତର୍ଗତ ଗୁରଙ୍ଗ ଗ୍ରାମରେ ଚଳିତ ବର୍ଷର ପ୍ରସିଦ୍ଧ ଦଣ୍ଡ ଯାତ୍ରା ବା ଝାମୁଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଗ୍ରାମରେ ଏକ ଭବ୍ୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତ…

Continue Readingଗୁରଙ୍ଗ ଗ୍ରାମରେ ଦଣ୍ଡଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ

ଲଙ୍ଗୁଳିଆବେଡ଼ା ଗ୍ରାମରେ ଆନନ୍ଦ ଉଲ୍ଲାସରେ ଅନୁଷ୍ଠିତ ହେଲା ଦଶଦୋଳ ଉତ୍ସବ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଲଙ୍ଗୁଳିଆବେଡ଼ା ଗ୍ରାମ ଯତନନଗର ସାହି ଯାତ୍ରା ପଡ଼ିଆରେ ଦଶଦୋଳ ଉତ୍ସବ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଛି। ଏହି ଉତ୍ସବ ପାଇଁ ସମଗ୍ର ଗ୍ରାମ ମୁଖରିତ ହୋଇ ଉଠିଥିଲା। ପୂର୍ବାହ୍ନରେ ଗ୍ରାମ ସଭାପତି…

Continue Readingଲଙ୍ଗୁଳିଆବେଡ଼ା ଗ୍ରାମରେ ଆନନ୍ଦ ଉଲ୍ଲାସରେ ଅନୁଷ୍ଠିତ ହେଲା ଦଶଦୋଳ ଉତ୍ସବ