ମା’ ଲୋଭୀ ଠାକୁରାଣୀଙ୍କ ବାର୍ଷିକ ପୂଜା ଓ ଯାତ୍ରା ସମାରୋହ ଆୟୋଜିତ, ଘର ସାମ୍ନାରେ ନୂଆ ଲୁଗା ପକାଇ ବନ୍ଦାଇଲେ ମହିଳା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ସନ୍ତ୍ରୀ ଗ୍ରାମ ପୀଢ଼ସାହି ଯାତ୍ରା ପଡ଼ିଆସ୍ଥିତ ପ୍ରତ୍ୟକ୍ଷ ଦେବୀ ତଥା ଗଡ଼ସନ୍ତ୍ରୀ ଓ ତୁଳସୀପାଳ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା' ଲୋଭୀ ଠାକୁରାଣୀଙ୍କ ବାର୍ଷିକ ପୂଜା ଓ ଯାତ୍ରା ସମାରୋହ ଧୁମଧାମରେ ଅନୁଷ୍ଠିତ…

Continue Readingମା’ ଲୋଭୀ ଠାକୁରାଣୀଙ୍କ ବାର୍ଷିକ ପୂଜା ଓ ଯାତ୍ରା ସମାରୋହ ଆୟୋଜିତ, ଘର ସାମ୍ନାରେ ନୂଆ ଲୁଗା ପକାଇ ବନ୍ଦାଇଲେ ମହିଳା

ବୋଇତ ବନ୍ଦାଣ ଉତ୍ସବ, ନାରଣ ସାଗର କୂଳରେ ୫ ହଜାର ଶ୍ରଦ୍ଧାଳୁଙ୍କ ଭିଡ଼

ଅନୁଗୁଳ: ଗତ ଦୁଇ ବର୍ଷ ଧରି ନାରଣ ସାଗର କୂଳରେ ଡଙ୍ଗା ଭସାଇବା ନେଇ ଅବ୍ୟବସ୍ଥା ଲାଗି ରହିବା ପରେ ଚଳିତ ବର୍ଷ କିନ୍ତୁ ବୋଇତ ବନ୍ଦାଣ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଥିଲା। ମଗଧ ଯୁବ ବିକାଶ ସମିତି ଓଡିଶା ତରଫରୁ…

Continue Readingବୋଇତ ବନ୍ଦାଣ ଉତ୍ସବ, ନାରଣ ସାଗର କୂଳରେ ୫ ହଜାର ଶ୍ରଦ୍ଧାଳୁଙ୍କ ଭିଡ଼

କାର୍ତ୍ତିକେଶ୍ୱରଙ୍କ ପୂଜା ପାଇଁ ତୁରଙ୍ଗ ଗାଁ ଚଳଚଞ୍ଚଳ, ମେଲଣ ଶୋଭାଯାତ୍ରାରେ ଭାଗ ନେବେ ୧୭ ଟି ମେଢ଼

ଅନୁଗୁଳ: ଅନୁଗୁଳ ବ୍ଲକ ତୁରଙ୍ଗ ଗ୍ରାମରେ କାର୍ତ୍ତିକେଶ୍ୱରଙ୍କ ପୂଜା ଖୁବ ଧୁମଧାମରେ ଅନୁଷ୍ଠିତ ହୋଇଛି। ସମସ୍ତ ପୂଜା କମିଟି ପକ୍ଷରୁ ପ୍ରତିଯୋଗିତାମୂଳକ ଭାବେ ରଙ୍ଗୀନ ଆଲୋକରେ ପୂଜାଞ୍ଚଳ ଝଲସି ଉଠୁଛି। ସୋମବାର ସନ୍ଧ୍ୟାରେ ପୂଜା କମିଟିର କର୍ମକର୍ତ୍ତାମାନେ ବାଦ୍ୟବାଜଣା ସହକାରେ ଏକ…

Continue Readingକାର୍ତ୍ତିକେଶ୍ୱରଙ୍କ ପୂଜା ପାଇଁ ତୁରଙ୍ଗ ଗାଁ ଚଳଚଞ୍ଚଳ, ମେଲଣ ଶୋଭାଯାତ୍ରାରେ ଭାଗ ନେବେ ୧୭ ଟି ମେଢ଼

ମହୀଧରପୁର ମହୋତ୍ସବ ମୟୂରୀ ଉଦ୍‌ଘାଟିତ: ମେଳାରେ କିଣାକିଣି କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଉଛନ୍ତି ଲୋକେ

ଅନୁଗୁଳ: ରବିବାର ଉଦଘାଟିତ ହୋଇଛି ମହୀଧରପୁର ମହୋତ୍ସବ ମୟୂରୀ-୨୦୨୪। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇ କହିଥିଲେ, ସାଂସ୍କୃତିକ ମହୋତ୍ସବ ଅଞ୍ଚଳ ମଧ୍ୟରେ ଭାଇଚାରା ସୃଷ୍ଟି କରେ ବୋଲି କହିଥିଲେ। ତେଣୁ ସମସ୍ତେ ଏହିଭଳି…

Continue Readingମହୀଧରପୁର ମହୋତ୍ସବ ମୟୂରୀ ଉଦ୍‌ଘାଟିତ: ମେଳାରେ କିଣାକିଣି କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଉଛନ୍ତି ଲୋକେ

ବଅଁରପାଳରେ ମା’ କାଳୀଙ୍କ ବାର୍ଷିକ ପୂଜା ଧୁମଧାମରେ ପାଳିତ, ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଅଞ୍ଚଳରେ ମା' କାଳୀଙ୍କ ବାର୍ଷିକ ପୂଜା ଧୁମଧାମରେ ଅନୁଷ୍ଠିତ ହୋଇଛି। ଗତ ଗୁରୁବାର ବିଳମ୍ବିତ ରାତିରେ ପୂଜା କମିଟିର କର୍ମକର୍ତ୍ତା ଓ ସଦସ୍ୟ ମାନେ ଏକ କଳସ ଶୋଭାଯାତ୍ରାରେ ନିକଟସ୍ଥ ସାପ୍ତାହିକ ହାଟ ପାଖରେ ଥିବା…

Continue Readingବଅଁରପାଳରେ ମା’ କାଳୀଙ୍କ ବାର୍ଷିକ ପୂଜା ଧୁମଧାମରେ ପାଳିତ, ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼

ସଂଜୀବନୀ ମାର୍କେଟରେ ଲକ୍ଷ୍ମୀଙ୍କ ଆଜ୍ଞାମାଳ ଓ ଲଡୁ ନିଲାମ

ଅନୁଗୁଳ: ଲକ୍ଷ୍ମୀ ପୂଜାର ଅନ୍ତିମ ଦିବସରେ ଅନୁଗୁଳ ସଂଜୀବନୀ ପୂଜା କମିଟି ପକ୍ଷରୁ ମା ଲକ୍ଷ୍ମୀଙ୍କ ଆଜ୍ଞାମାଳ ଓ ଲଡୁ ନିଲାମ ହୋଇଥିଲା। ଅନୁଗୁଳର ଯୁବ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ରୂପେ ଉଦ୍ଘାଟନ କରିଥିଲେ।…

Continue Readingସଂଜୀବନୀ ମାର୍କେଟରେ ଲକ୍ଷ୍ମୀଙ୍କ ଆଜ୍ଞାମାଳ ଓ ଲଡୁ ନିଲାମ

ଶିକ୍ଷକପଡ଼ା ଲକ୍ଷ୍ମୀ ପୂଜା କମିଟିର ସୁବର୍ଣ୍ଣ ଜୟନ୍ତୀ ସମାରୋହ

ଅନୁଗୁଳ: ଶିକ୍ଷକପଡ଼ା ପଦ୍ମାଳୟା ପୂଜା କମିଟିର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି କମିଟିର ମୂର୍ତ୍ତି ଓ ଆଭ୍ୟନ୍ତରୀଣ ସାଜସଜ୍ଜା ଆକର୍ଷଣୀୟ ହୋଇଥିବାରୁ ପ୍ରତିଦିନ ହଜାର ହଜାର ଭକ୍ତ ମଣ୍ଡପ ବୁଲି ଦେଖିଛନ୍ତି। ପ୍ରତିଦିନ ଅପରାହ୍ନରେ…

Continue Readingଶିକ୍ଷକପଡ଼ା ଲକ୍ଷ୍ମୀ ପୂଜା କମିଟିର ସୁବର୍ଣ୍ଣ ଜୟନ୍ତୀ ସମାରୋହ

ଧନୁଯାତ୍ରା ମହୋତ୍ସବ ଉଦଘାଟିତ, ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପରାମର୍ଶ

  ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଖଣ୍ଡହତା -ପିପଳବାହାଳ ପୂଜା କମିଟି ପକ୍ଷରୁ ଧନୁଯାତ୍ରା ମହୋତ୍ସବ ଶୁକ୍ରବାର ଉଦଘାଟିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତହସିଲଦାର ମନୋଜ ପ୍ରଧାନ, ସମ୍ମାନିତ ଅତିଥି ଭାବେ ଥାନା ଆଇଆଇସି ବିଭୂତି ପ୍ରଧାନ,…

Continue Readingଧନୁଯାତ୍ରା ମହୋତ୍ସବ ଉଦଘାଟିତ, ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପରାମର୍ଶ

କାରିଗରପଡ଼ାରେ କୁମାର ଉତ୍ସବ ଉଦଯାପିତ: କଳା ସଂସ୍କୃତି ପରମ୍ପରା ଆଧାରିତ ପରମ୍ପରାକୁ ବଜାୟ ରଖିବାକୁ ପରାମର୍ଶ

  ଅନୁଗୁଳ: ତାଳଚେର ସ୍ଥିତ କାରିଗରପଡ଼ା ଯୁବକ ସଂଘ ପକ୍ଷରୁ କୁମାର ଉତ୍ସବ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଗତ ଚାରି ଦିନ ଧରି ବିଭିନ୍ନ ଆକର୍ଷଣୀୟ ଖେଳ ସହ ହୁଳହୁଳି, ପୁଚି, ଦୌଡ଼ି ଡିଆଁ, ଦୌଡ଼, ଶଙ୍ଖ ଫୁଙ୍କା, ନୃତ୍ୟ,…

Continue Readingକାରିଗରପଡ଼ାରେ କୁମାର ଉତ୍ସବ ଉଦଯାପିତ: କଳା ସଂସ୍କୃତି ପରମ୍ପରା ଆଧାରିତ ପରମ୍ପରାକୁ ବଜାୟ ରଖିବାକୁ ପରାମର୍ଶ

୬୪ ବର୍ଷରେ ବଜାର ଛକ ଲକ୍ଷ୍ମୀ ପୂଜା ମେଢ଼: ମୂର୍ତ୍ତି ଓ ସାଜସଜ୍ଜାରେ ଲାଗିଛି ୧୧ ଲକ୍ଷ ଟଙ୍କାର ଡ୍ରାଏ ଫ୍ରୁଟ୍ସ୍

  ଅନୁଗୁଳ: ୧୯୬୧ ମସିହାରେ ପ୍ରତିଷ୍ଠା କରାଯାଇଥିବା ଲକ୍ଷ୍ମୀ ନାରାୟଣ ପୂଜା କମିଟି ଚଳିତ ବର୍ଷ ୬୪ ତମ ପୂଜା ଉତ୍ସବ ପାଳନ କରୁଛି। ଏହି କମିଟି ର ବିଶେଷତ୍ଵ ହେଲା ଲକ୍ଷ୍ମୀଙ୍କ ସହ ସବୁବେଳେ ନାରାୟଣ ପୂଜା ପାଆନ୍ତି। ସବୁବେଳେ…

Continue Reading୬୪ ବର୍ଷରେ ବଜାର ଛକ ଲକ୍ଷ୍ମୀ ପୂଜା ମେଢ଼: ମୂର୍ତ୍ତି ଓ ସାଜସଜ୍ଜାରେ ଲାଗିଛି ୧୧ ଲକ୍ଷ ଟଙ୍କାର ଡ୍ରାଏ ଫ୍ରୁଟ୍ସ୍