ଅନୁଗୋଳରେ ୪ ବର୍ଷରେ ମହିଳାଙ୍କଠାରୁ ୫୪ ସୁନାଚେନ୍ ଲୁଟ, ୭୮ ଅଭିଯୁକ୍ତ ଗିରଫ: ବିଧାନସଭାରୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ
ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ମହିଳାଙ୍କଠାରୁ ସୁନାଚେନ୍ ଛିନତାଇ ଓ ଲୁଟ୍ ଘଟଣା ଗତ କିଛି ବର୍ଷ ଧରି ଘଟିଆସୁଛି। ଏ ସମ୍ପର୍କରେ ଜିଲ୍ଲାରେ ମୋଟ ୫୪ଟି ମାମଲା ରୁଜୁ ହୋଇଥିବା ବେଳେ ୭୮ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଏଥିସହ…




