୧୭ ଲକ୍ଷରେ ୪ ଟନ୍‌ର ଆଜ୍ଞାଲଡ଼ୁ ନିଲାମ: ଡାଇମଣ୍ଡ ଗ୍ରୁପ୍‌ ନେଲା ଲଡ଼ୁ ଓ ଆଜ୍ଞାମାଳ

ଅନୁଗୋଳ: ତାଳଚେରର ଐତିହାସିକ ଗଣେଶ ପୂଜା ପରମ୍ପରାର ଅନନ୍ୟ ଆକର୍ଷଣ ୪ ଟନ୍‌ ଓଜନର ବିଶାଳ ଆଜ୍ଞାଲଡୁ ଶୁକ୍ରବାର ସର୍ବସାଧାରଣ ନିଲାମରେ ବିକ୍ରି ହୋଇଛି। ବଡ଼ଦାଣ୍ଡ ସାହି ମେଲଣ ପଡ଼ିଆରେ କେନ୍ଦ୍ରୀୟ ଗଣେଶ ପୂଜା କମିଟି ପକ୍ଷରୁ ଏହି ନିଲାମ ଅନୁଷ୍ଠିତ…

Continue Reading୧୭ ଲକ୍ଷରେ ୪ ଟନ୍‌ର ଆଜ୍ଞାଲଡ଼ୁ ନିଲାମ: ଡାଇମଣ୍ଡ ଗ୍ରୁପ୍‌ ନେଲା ଲଡ଼ୁ ଓ ଆଜ୍ଞାମାଳ

ଜିଲ୍ଲାସ୍ତରୀୟ ପଞ୍ଚଦିବସୀୟ ଇଂରାଜୀ ଭାଷା ପ୍ରଶିକ୍ଷଣ ଶିବିର

ଅନୁଗୋଳ: ଶିକ୍ଷକମାନଙ୍କ ଇଂରାଜୀ ଶିକ୍ଷାଦାନ ଦକ୍ଷତା ବୃଦ୍ଧି ଉଦ୍ଦେଶ୍ୟରେ ଆୟୋଜିତ ପଞ୍ଚଦିବସୀୟ ଜିଲ୍ଲାସ୍ତରୀୟ ଇଂରାଜୀ ଭାଷା ସମୃଦ୍ଧି ଆବାସିକ ପ୍ରଶିକ୍ଷଣ ଶିବିର ଆଜି ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଉଦଯାପିତ ହୋଇଛି। ଏଥିରେ ଜିଲ୍ଲାର ୮ଟି ବ୍ଲକରୁ ୬୦ ଜଣ…

Continue Readingଜିଲ୍ଲାସ୍ତରୀୟ ପଞ୍ଚଦିବସୀୟ ଇଂରାଜୀ ଭାଷା ପ୍ରଶିକ୍ଷଣ ଶିବିର

ଏମଏମଡିଆର୍ ସଂଶୋଧନ ଆଇନ ବିରୋଧରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ଅନୁଗୋଳ: ଏମଏମଡିଆର୍ ସଂଶୋଧନ ଅଧିନିୟମ-୨୦୨୬ ବିରୋଧରେ ଆସନ୍ତା ୨୭ ତାରିଖରେ ହେବାକୁ ଥିବା ଆଞ୍ଚଳିକ ସମାବେଶ ପରିପ୍ରେକ୍ଷୀରେ ଅନୁଗୋଳ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ ହୋଇଛି। ଜିଲ୍ଲା କଂଗ୍ରେସ ସଭାପତି ସୁନୀଲ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ…

Continue Readingଏମଏମଡିଆର୍ ସଂଶୋଧନ ଆଇନ ବିରୋଧରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ଜେଲ୍ ଅନ୍ତେବାସୀଙ୍କୁ ମାଗଣା ଉଚ୍ଚଶିକ୍ଷା ଦେବ ଉତ୍କଳ ବିଶ୍ୱବିଦ୍ୟାଳୟ: କାରାଗାର ନିର୍ଦ୍ଦେଶାଳୟ ସହ ସ୍ୱାକ୍ଷରିତ ହେଲା ବୁଝାମଣାପତ୍ର

ଭୁବନେଶ୍ୱର:କାରାଗାରରେ ଥିବା ଅନ୍ତେବାସୀମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ତଥା ସେମାନଙ୍କ ବୌଦ୍ଧିକ ବିକାଶ ଲକ୍ଷ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟର ବିଭିନ୍ନ ଜେଲ୍‌ରେ ଥିବା ଯୋଗ୍ୟ ଅନ୍ତେବାସୀମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଉଚ୍ଚଶିକ୍ଷା ପ୍ରଦାନ…

Continue Readingଜେଲ୍ ଅନ୍ତେବାସୀଙ୍କୁ ମାଗଣା ଉଚ୍ଚଶିକ୍ଷା ଦେବ ଉତ୍କଳ ବିଶ୍ୱବିଦ୍ୟାଳୟ: କାରାଗାର ନିର୍ଦ୍ଦେଶାଳୟ ସହ ସ୍ୱାକ୍ଷରିତ ହେଲା ବୁଝାମଣାପତ୍ର

ସମବାୟ ସଦସ୍ୟତା ମହାଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ: ପ୍ରତ୍ୟେକ ପରିବାରରୁ ଅନ୍ୟୂନ ଜଣେ ସଦସ୍ୟଙ୍କୁ ସମିତି ସହ ଯୋଡ଼ିବା ମୁଖ୍ୟ ଲକ୍ଷ୍ୟ

ଅନୁଗୋଳ: ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର କୃଷି ଶିକ୍ଷା ସଦନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ କରକମଳରେ ସମବାୟ ସଦସ୍ୟତା ମହାଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ ହୋଇଯାଇଛି। ଅନୁଗୋଳ ବ୍ଲକ୍ ଡାଇମଣ୍ଡଠାରେ ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ଭର୍ଚୁଆଲ୍ ମାଧ୍ୟମରେ…

Continue Readingସମବାୟ ସଦସ୍ୟତା ମହାଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ: ପ୍ରତ୍ୟେକ ପରିବାରରୁ ଅନ୍ୟୂନ ଜଣେ ସଦସ୍ୟଙ୍କୁ ସମିତି ସହ ଯୋଡ଼ିବା ମୁଖ୍ୟ ଲକ୍ଷ୍ୟ

ସେବା ସଂକଳ୍ପରେ ବିକଶିତ ଭାରତର ସ୍ୱପ୍ନ ନେଇ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ

ଅନୁଗୋଳ : ଆଜି ସ୍ଥାନୀୟ ଅନୁଗୋଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲାସ୍ତରୀୟ ସେବା ସଂକଳ୍ପ ଅଭିଯାନ–୨୦୨୬ ଅନ୍ତର୍ଗତ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। “ବିକଶିତ ଭାରତ ଏବଂ ୨୫ ବର୍ଷର ସେବା” ବିଷୟବସ୍ତୁକୁ ଆଧାର କରି ଆୟୋଜିତ…

Continue Readingସେବା ସଂକଳ୍ପରେ ବିକଶିତ ଭାରତର ସ୍ୱପ୍ନ ନେଇ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ

ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳିକୁ ନେଇ ଅସନ୍ତୋଷ, ତାଲା ପକାଇବାକୁ ଚେତାବନୀ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ପାଇକସାହିସ୍ଥିତ ପିଏମ୍‌ଶ୍ରୀ ରାଧାମାଧବ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗୁଣ୍ଡିଚାରାଣୀ ଖୁଣ୍ଟିଆଙ୍କ ଅଚାନକ ବଦଳିକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଶିକ୍ଷା ବିଭାଗର ଚିଠି ନମ୍ବର ୨୩୬୭୮, ତା୨୩/୯/୨୦୨୬ ଅନୁସାରେ ତାଙ୍କୁ ବଡ଼କେରେଜେଙ୍ଗ…

Continue Readingପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳିକୁ ନେଇ ଅସନ୍ତୋଷ, ତାଲା ପକାଇବାକୁ ଚେତାବନୀ

ଓଡ଼ିଆରେ ପ୍ରେସକ୍ରିପସନ ଲେଖି ଚର୍ଚ୍ଚାରେ ଡାକ୍ତର ଶିବ ପ୍ରସାଦ, ସୋସିଆଲ ମିଡିଆରେ ପ୍ରଶଂସା

ଅନୁଗୋଳ: କୋରାପୁଟ ଜିଲା କୁନ୍ଦୁରା ବ୍ଲକ ସଦର ମହକୁମାରେ ଜନ୍ମ ଗ୍ରହଣ କରିଥିବା ଡାକ୍ତର ଶିବ ପ୍ରସାଦ ସେନାପତି ଓଡ଼ିଆରେ ପ୍ରେସକ୍ରିପସନ ଲେଖି ଚର୍ଚ୍ଚାକୁ ଆସିଛନ୍ତି । ବର୍ତ୍ତମାନ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । କୋରାପୁଟ ସହିଦ ଲକ୍ଷ୍ମଣ…

Continue Readingଓଡ଼ିଆରେ ପ୍ରେସକ୍ରିପସନ ଲେଖି ଚର୍ଚ୍ଚାରେ ଡାକ୍ତର ଶିବ ପ୍ରସାଦ, ସୋସିଆଲ ମିଡିଆରେ ପ୍ରଶଂସା

ଆନ୍ତଃରାଜ୍ୟ ଗୋରୁ ଚାଲାଣ ରାକେଟ୍‌ର ପର୍ଦ୍ଦାଫାସ, ୮ ଗିରଫ

ଅନୁଗୋଳ: ଆନ୍ତଃରାଜ୍ୟ ଗୋରୁ ଚାଲାଣ ଅଭିଯୋଗରେ ଅନୁଗୋଳ ଜିଲ୍ଲା ହଣ୍ଡପା ପୁଲିସ ଏକ ଦଳର ୮ ଜଣଙ୍କୁ ଗିରଫ କରିଛି। ପୁଲିସର ତଦନ୍ତରୁ ଏହି ଦଳ ଗୋରୁ ସଂଗ୍ରହ କରି ରାଜ୍ୟ ବାହାରକୁ ଚାଲାଣ କରୁଥିବା ଜଣାପଡ଼ିଛି। ଗତ ୯ ତାରିଖରେ…

Continue Readingଆନ୍ତଃରାଜ୍ୟ ଗୋରୁ ଚାଲାଣ ରାକେଟ୍‌ର ପର୍ଦ୍ଦାଫାସ, ୮ ଗିରଫ

ପାଳଲହଡ଼ା ମେଡିକାଲରେ ଖାଲି ପଦବୀ ପୂରଣ ଦାବି: ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଧାୟକ

ଅନୁଗୋଳ: ଅନୁଗୋଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଦୀର୍ଘଦିନ ଧରି ଖାଲି ପଡ଼ିଥିବା ଡାକ୍ତର, ନର୍ସିଂ ଅଫିସର ଓ ଅନ୍ୟାନ୍ୟ ପଦବୀ ତୁରନ୍ତ ପୂରଣ ଦାବିରେ ବୁଧବାର ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଭେଟିଛନ୍ତି ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି।ବିଧାୟକ ମହାନ୍ତି ଚିକିତ୍ସାଳୟରେ…

Continue Readingପାଳଲହଡ଼ା ମେଡିକାଲରେ ଖାଲି ପଦବୀ ପୂରଣ ଦାବି: ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଧାୟକ