ଗଜଲକ୍ଷ୍ମୀ ପୂଜା ପାଇଁ ଅନୁଗୋଳରେ କଡ଼ା ସୁରକ୍ଷା ବ୍ୟବସ୍ଥା: ଅପରାହ୍ନ ୪ରୁ ରାତି ୧୨ ଯାଏଁ ଗାଡ଼ି ଚଳାଚଳ ଉପରେ କଟକଣା
ଅନୁଗୋଳ : ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ଆବାହନ ପାଇଁ ଚଳଚଞ୍ଚଳ ହୋଇଉଠିଛି ଅନୁଗୋଳ ସହର। ବିଭିନ୍ନ ପୂଜାମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା ଓ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ଜୋରଦାର କରିଛି ଜିଲ୍ଲା ପୁଲିସ। ଜନସମାଗମ ନିୟନ୍ତ୍ରଣଠାରୁ…




