Read more about the article କୁକୁଡ଼ାଙ୍ଗ ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାସ, ୩ ଗିରଫ; ୩୯ ଗ୍ରାମ ସୁନା ଗହଣା ସହ ୨ ବାଇକ୍‌ ଜବତ
oplus_2097152

କୁକୁଡ଼ାଙ୍ଗ ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାସ, ୩ ଗିରଫ; ୩୯ ଗ୍ରାମ ସୁନା ଗହଣା ସହ ୨ ବାଇକ୍‌ ଜବତ

ଅନୁଗୋଳ: ଅନୁଗୋଳ ଜିଲ୍ଲାର କୁକୁଡ଼ାଙ୍ଗ ଗ୍ରାମ ନିକଟରେ ହୋଇଥିବା ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ଏହି ଘଟଣାରେ ସମ୍ପୃକ୍ତ ୫ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୨ ଜଣ ଫେରାର ଅଛନ୍ତି। ଗିରଫ…

Continue Readingକୁକୁଡ଼ାଙ୍ଗ ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାସ, ୩ ଗିରଫ; ୩୯ ଗ୍ରାମ ସୁନା ଗହଣା ସହ ୨ ବାଇକ୍‌ ଜବତ

ଜଙ୍ଗଲ ବିଭାଗର ଚଢ଼ାଉ: ୪ ଶିକାରୀ ଗିରଫ, ବାରୁଦ ଓ ବୋମା ଜବତ

ଅନୁଗୋଳ: ଅନୁଗୋଳ ବନ ବିଭାଗ ପକ୍ଷରୁ ଏକ ଚୋରା ଶିକାର ବିରୋଧୀ ଚଢ଼ାଉ କରାଯାଇଛି। କଣିହାଁ ରେଞ୍ଜ ଅନ୍ତର୍ଗତ ବିରିପାଳ ସଂରକ୍ଷିତ ଜଙ୍ଗଲରେ ଅକ୍ଟୋବର ୧୩ ତାରିଖ ରାତିରେ ପାଟ୍ରୋଲିଂ ସମୟରେ ବନ ବିଭାଗର ଗ୍ରୀନ ୱାରିଅର୍ସ ଟିମ୍ ଏହି ସଫଳତା…

Continue Readingଜଙ୍ଗଲ ବିଭାଗର ଚଢ଼ାଉ: ୪ ଶିକାରୀ ଗିରଫ, ବାରୁଦ ଓ ବୋମା ଜବତ

ବନପାଳ ଓ ବନରକ୍ଷୀ ନିଯୁକ୍ତି: ଅନୁଗୋଳରେ ଶାରୀରିକ ଦକ୍ଷତା ପରୀକ୍ଷା

ଅନୁଗୋଳ: ଅନୁଗୋଳ ବନଖଣ୍ଡ ପକ୍ଷରୁ ବନପାଳ ଓ ବନରକ୍ଷୀ ନିଯୁକ୍ତି ପାଇଁ ଶାରୀରିକ ମାନଦଣ୍ଡ ମାପ (ପିଏସ୍‌ଏମ୍‌) ଓ ଶାରୀରିକ ଦକ୍ଷତା ପରୀକ୍ଷା (ପିଇଟି) ଅକ୍ଟୋବର ୧୨ ଓ ୧୩ ତାରିଖରେ ଅନୁଷ୍ଠିତ ହୋଇଛି। ଅନୁଗୋଳସ୍ଥିତ ଓଡ଼ିଶା ଫରେଷ୍ଟ ରେଞ୍ଜର୍ସ କଲେଜର…

Continue Readingବନପାଳ ଓ ବନରକ୍ଷୀ ନିଯୁକ୍ତି: ଅନୁଗୋଳରେ ଶାରୀରିକ ଦକ୍ଷତା ପରୀକ୍ଷା

ବାତ୍ୟା ପୂର୍ବାନୁମାନ ପାଇଁ IMD ର ନୂଆ ଡିଜିଟାଲ ପ୍ଲାଟଫର୍ମ: ସାଇକ୍ଲୋନ ୱାର୍ଣିଂ ଆଣ୍ଡ ମେରାଇନ ୱେଦର ସର୍ଭିସେସ୍ ଡିସିସନ ସପୋର୍ଟ ସିଷ୍ଟମ ଆରମ୍ଭ

ଅନୁଗୋଳ: ବାତ୍ୟାର ଗତିପଥ, ତୀବ୍ରତା ଓ ସମ୍ଭାବ୍ୟ କ୍ଷୟକ୍ଷତି ସମ୍ପର୍କରେ ଆଗୁଆ ସୂଚନା ପାଇବା ଏବେ ଆହୁରି ସହଜ ହେବ। ଭାରତୀୟ ପାଣିପାଗ ବିଭାଗ (IMD) ଏଥିପାଇଁ ଏକ ନୂଆ ଡିଜିଟାଲ ବ୍ୟବସ୍ଥା ଆରମ୍ଭ କରିଛି। ଏହାର ନାମ ରହିଛି -…

Continue Readingବାତ୍ୟା ପୂର୍ବାନୁମାନ ପାଇଁ IMD ର ନୂଆ ଡିଜିଟାଲ ପ୍ଲାଟଫର୍ମ: ସାଇକ୍ଲୋନ ୱାର୍ଣିଂ ଆଣ୍ଡ ମେରାଇନ ୱେଦର ସର୍ଭିସେସ୍ ଡିସିସନ ସପୋର୍ଟ ସିଷ୍ଟମ ଆରମ୍ଭ
Read more about the article ଅନୁଗୋଳରେ ଦୁର୍ଗା ଓ ଲକ୍ଷ୍ମୀ ପୂଜା ପାଇଁ ପ୍ରଶାସନର ପ୍ରସ୍ତୁତି ବୈଠକ: ଦୁ୍ର୍ଗା ପୂଜାରେ ୧୦ଟି ଏବଂ ଲକ୍ଷ୍ମୀ ପୂଜାରେ ହେବ ୨୯ଟି ମେଢ
oplus_2097152

ଅନୁଗୋଳରେ ଦୁର୍ଗା ଓ ଲକ୍ଷ୍ମୀ ପୂଜା ପାଇଁ ପ୍ରଶାସନର ପ୍ରସ୍ତୁତି ବୈଠକ: ଦୁ୍ର୍ଗା ପୂଜାରେ ୧୦ଟି ଏବଂ ଲକ୍ଷ୍ମୀ ପୂଜାରେ ହେବ ୨୯ଟି ମେଢ

ଅନୁଗୋଳ : ସହରରେ ଆସନ୍ନ ଶାରଦୀୟ ଦୁର୍ଗା ପୂଜା ଓ ଲକ୍ଷ୍ମୀ ପୂଜା ମହୋତ୍ସବକୁ ଶାନ୍ତି ଶୃଙ୍ଖଳା ଓ ଶୃଙ୍ଖଳିତ ଭାବେ ପାଳନ କରିବା ପାଇଁ ପ୍ରଶାସନ ପକ୍ଷରୁ ସୋମବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ…

Continue Readingଅନୁଗୋଳରେ ଦୁର୍ଗା ଓ ଲକ୍ଷ୍ମୀ ପୂଜା ପାଇଁ ପ୍ରଶାସନର ପ୍ରସ୍ତୁତି ବୈଠକ: ଦୁ୍ର୍ଗା ପୂଜାରେ ୧୦ଟି ଏବଂ ଲକ୍ଷ୍ମୀ ପୂଜାରେ ହେବ ୨୯ଟି ମେଢ

ଆଠମଲ୍ଲିକରେ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ: ଅନ୍ତେବାସୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଏବଂ ବାଲ୍ୟ ବିବାହ ସଚେତନତା ଉପରେ ନାଟକ ପରିବେଷଣ

ଅନୁଗୋଳ: କେନ୍ଦ୍ର ସରକାରଙ୍କ କୌଶଳ ଓ ଉଦ୍ୟମିତା ମନ୍ତ୍ରାଳୟ ଅଧୀନ ଜନ ଶିକ୍ଷଣ ସଂସ୍ଥାନ ନିର୍ଦ୍ଦେଶକ ସୌରୀ ରଞ୍ଜନ ପଣ୍ଡାଙ୍କ ନେତୃତ୍ୱରେ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଧଉରାପାଲି ସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଆନ୍ତର୍ଜାତୀୟ ବାଳିକା ଦିବସ ପାଳନ…

Continue Readingଆଠମଲ୍ଲିକରେ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ: ଅନ୍ତେବାସୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଏବଂ ବାଲ୍ୟ ବିବାହ ସଚେତନତା ଉପରେ ନାଟକ ପରିବେଷଣ

ଶିକ୍ଷୟିତ୍ରୀଙ୍କ ବଦଳିକୁ ବିରୋଧ, ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ

ଅନୁଗୋଳ: ଶିକ୍ଷକ ଅଭାବ ଆଶଙ୍କାରେ ଅନୁଗୋଳ ଜିଲ୍ଲା ଝାରବେଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ ଓ ଗ୍ରାମବାସୀ। ଜଣେ ଶିକ୍ଷୟିତ୍ରୀଙ୍କ ବଦଳିକୁ ବିରୋଧ କରି ସେମାନେ ସୋମବାର ସକାଳ ପ୍ରାୟ ୯ଟା ୩୦ରୁ ଅପରାହ୍ଣ ୧ଟା ୩୦ ପର୍ଯ୍ୟନ୍ତ…

Continue Readingଶିକ୍ଷୟିତ୍ରୀଙ୍କ ବଦଳିକୁ ବିରୋଧ, ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ

ଛେଣ୍ଡିପଦାରେ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ: ୩ଟି ଅଭିଯୋଗର ତୁରନ୍ତ ଫଇସଲା, ଜଣେ ହିତାଧିକାରୀଙ୍କୁ ୧୦ ହଜାର ଚିକିତ୍ସା ସହାୟତା ପ୍ରଦାନ

ଅନୁଗୋଳ: ଜିଲ୍ଲାପାଳ ଅବଦାଲ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ଆଜି ଛେଣ୍ଡିପଦା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଶିବିରରେ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ ଯୋଗ ଦେଇଥିଲେ। ଶିବିରରେ ମୋଟ ୩୧ଟି…

Continue Readingଛେଣ୍ଡିପଦାରେ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ: ୩ଟି ଅଭିଯୋଗର ତୁରନ୍ତ ଫଇସଲା, ଜଣେ ହିତାଧିକାରୀଙ୍କୁ ୧୦ ହଜାର ଚିକିତ୍ସା ସହାୟତା ପ୍ରଦାନ

୧୦ ଦଫା ଦାବିରେ ଅଙ୍ଗନବାଡ଼ି କର୍ମୀଙ୍କ ବିକ୍ଷୋଭ, ମାନଧନ ବୃଦ୍ଧି ସହ ସରକାରୀ କର୍ମଚାରୀ ମାନ୍ୟତା ଦାବି

ଅନୁଗୋଳ : ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଓ ୧୦ ଦଫା ଦାବି ପୂରଣ ନେଇ ସୋମବାର ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି। ଭାରତୀୟ ମଜଦୂର ସଂଘ ଅନୁବନ୍ଧିତ ଅଲ୍‌ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍‌…

Continue Reading୧୦ ଦଫା ଦାବିରେ ଅଙ୍ଗନବାଡ଼ି କର୍ମୀଙ୍କ ବିକ୍ଷୋଭ, ମାନଧନ ବୃଦ୍ଧି ସହ ସରକାରୀ କର୍ମଚାରୀ ମାନ୍ୟତା ଦାବି

ଶ୍ରୀନାରାୟଣୀ ଟିଭିଏସ୍‌ରେ ପୂଜା ଫେଷ୍ଟିଭାଲ୍ ବୋନାଞ୍ଜା ଅଫର୍‌ ଆରମ୍ଭ: ମନପସନ୍ଦ ଉପହାର ବାଛିବାର ସୁଯୋଗ

ଅନୁଗୋଳ: ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଟିଭିଏସ୍‌ ମୋଟର କମ୍ପାନୀର ଅଧିକୃତ ବିକ୍ରେତା ଶ୍ରୀନାରାୟଣୀ ଟିଭିଏସ୍‌ ପକ୍ଷରୁ ସୋମବାର ପୂଜା ଫେଷ୍ଟିଭାଲ୍‌ ବୋନାଞ୍ଜା ଅଫର୍‌ର ଶୁଭାରମ୍ଭ କରାଯାଇଛି। ଏହି ଅଫର୍‌ ମାଧ୍ୟମରେ ଗ୍ରାହକମାନେ ଟିଭିଏସ୍‌ର ଯେକୌଣସି ଦୁଇଚକିଆ ଗାଡ଼ି କିଣିବା ସହ…

Continue Readingଶ୍ରୀନାରାୟଣୀ ଟିଭିଏସ୍‌ରେ ପୂଜା ଫେଷ୍ଟିଭାଲ୍ ବୋନାଞ୍ଜା ଅଫର୍‌ ଆରମ୍ଭ: ମନପସନ୍ଦ ଉପହାର ବାଛିବାର ସୁଯୋଗ