ଆଗେଇବ ବହୁ ପ୍ରତୀକ୍ଷିତ ହିଡ଼ିସିଙ୍ଗ ଜଳସେଚନ ପ୍ରକଳ୍ପ କାମ: ପ୍ରୋଜେକ୍ଟ ସ୍ଥଳ ଯାଞ୍ଚ କଲା କେନ୍ଦ୍ରୀୟ କମିଟି

ଅନୁଗୋଳ: ଅନୁଗୋଳ ଜିଲ୍ଲାର ନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ କରଡ଼ାସିଙ୍ଗ ଠାରେ ପ୍ରସ୍ତାବିତ ହିଡ଼ିସିଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରିଛି କେନ୍ଦ୍ରୀୟ ପରିବେଶ ମନ୍ତ୍ରଣାଳୟର ତିନିଜଣିଆ କମିଟି। କମିଟି ସଦସ୍ୟମାନେ ପ୍ରକଳ୍ପ ସ୍ଥଳ ବୁଲି ଡିପିଆର, ମାନଚିତ୍ର, ପିଲର ପୋଷ୍ଟିଂ…

Continue Readingଆଗେଇବ ବହୁ ପ୍ରତୀକ୍ଷିତ ହିଡ଼ିସିଙ୍ଗ ଜଳସେଚନ ପ୍ରକଳ୍ପ କାମ: ପ୍ରୋଜେକ୍ଟ ସ୍ଥଳ ଯାଞ୍ଚ କଲା କେନ୍ଦ୍ରୀୟ କମିଟି

ଭିଡ଼ରେ ଛୋଟ ପିଲାଙ୍କୁ ଟାର୍ଗେଟ୍, ଚେନ୍ ଲୁଟ୍ ଅଭିଯୋଗରେ ୪ ଗିରଫ

ଅନୁଗୋଳ: ଗଣେଶ ପୂଜା ଅବସରରେ ମୀନା ବଜାରରେ ଭିଡ଼ର ସୁଯୋଗ ନେଇ ଜଣେ ନାବାଳକଙ୍କ ବେକରୁ ସୁନା ଚେନ୍ ଓ ଲକେଟ୍ ଛଡ଼ାଇ ନେବା ଅଭିଯୋଗରେ ତାଳଚେର ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଘଟଣାଟି ୧୬ ତାରିଖ ସନ୍ଧ୍ୟାରେ ତାଳଚେର…

Continue Readingଭିଡ଼ରେ ଛୋଟ ପିଲାଙ୍କୁ ଟାର୍ଗେଟ୍, ଚେନ୍ ଲୁଟ୍ ଅଭିଯୋଗରେ ୪ ଗିରଫ

ବେଆଇନ ଫର୍ଣ୍ଣିଚର କାରଖାନାରେ ଅତର୍କିତ ଚଢ଼ାଉ, ୨ ଗିରଫ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳର ବାଗଡ଼ିଆ ଓ ଖମାର ଅଞ୍ଚଳରେ ବେଆଇନ ଭାବେ ଚାଲୁଥିବା ଦୁଇଟି ଫର୍ଣ୍ଣିଚର କାରଖାନା ଉପରେ ବନ ବିଭାଗ ଚଢ଼ାଉ କରିଛି। ଡିଏଫ୍‌ଓ ନୀତିଶ କୁମାରଙ୍କ ନିର୍ଦ୍ଦେଶରେ ଛେଣ୍ଡିପଦା ରେଞ୍ଜ ଓ ଡିଭିଜନ ମୋବାଇଲ୍‌ ଟିମ୍‌ର…

Continue Readingବେଆଇନ ଫର୍ଣ୍ଣିଚର କାରଖାନାରେ ଅତର୍କିତ ଚଢ଼ାଉ, ୨ ଗିରଫ

ଦୋକାନରେ ପେଟ୍ରୋଲ ଢାଳି ନିଆଁ ଲଗାଇବା ଅଭିଯୋଗ, ଅଭିଯୁକ୍ତ ଗିରଫ

ଅନୁଗୋଳ: ସ୍ଥାନୀୟ ନୂଆମୌଜା, ପଞ୍ଚମହାଳା ଅଞ୍ଚଳରେ ଦୋକାନରେ ନିଆଁ ଲଗାଇବା ଘଟଣାରେ ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୁଲିସ ସୂଚନା ଅନୁସାରେ, ୧୫ ସେପ୍ଟେମ୍ବର ଭୋର ସମୟରେ କୁମୁଦ ଚନ୍ଦ୍ର ନାଏକଙ୍କ ଗ୍ରୋସରୀ/ଭେରାଇଟି ଦୋକାନରେ ଜଣେ ଅଜଣା ବ୍ୟକ୍ତି ଜାଣିଶୁଣି…

Continue Readingଦୋକାନରେ ପେଟ୍ରୋଲ ଢାଳି ନିଆଁ ଲଗାଇବା ଅଭିଯୋଗ, ଅଭିଯୁକ୍ତ ଗିରଫ

ପୂଜାରେ ଖାଦ୍ୟ ଦୋକାନରେ ଯାଞ୍ଚ: ବାସି ଖାଦ୍ୟ ନଷ୍ଟ, ଜରିମାନା ଆଦାୟ କଲା ଖାଦ୍ୟ ସୁରକ୍ଷା ବିଭାଗ

ଅନୁଗୋଳ: ତାଳଚେରର ପ୍ରସିଦ୍ଧ ଗଣେଶ ପୂଜାକୁ ଦୃଷ୍ଟିରେ ରଖି ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଖାଦ୍ୟ ଦୋକାନଗୁଡ଼ିକରେ ଯାଞ୍ଚ କରାଯାଇଛି। ତାଳଚେର କଲେଜ ପଡ଼ିଆ ସମେତ ଆଖପାଖ ଅଞ୍ଚଳରେ ଥିବା ଫାଷ୍ଟଫୁଡ୍‌, ଚାଟ୍‌, ଗୁପଚୁପ୍‌ ଓ ବିଭିନ୍ନ ଖାଦ୍ୟ ଦୋକାନରେ ଟିମ୍‌…

Continue Readingପୂଜାରେ ଖାଦ୍ୟ ଦୋକାନରେ ଯାଞ୍ଚ: ବାସି ଖାଦ୍ୟ ନଷ୍ଟ, ଜରିମାନା ଆଦାୟ କଲା ଖାଦ୍ୟ ସୁରକ୍ଷା ବିଭାଗ

ଅସରାଏ ବର୍ଷାରେ ତାଳଚେରରେ ଜମୁଛି ପାଣି, ଖାଲଖମା ବଢ଼ାଉଛି ଦୁର୍ଘଟଣା ଆଶଙ୍କା

ଅନୁଗୋଳ: ତାଳଚେର ସହରରେ ରାସ୍ତା ଅବ୍ୟବସ୍ଥା ଏବେ ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଗତ ଦୁଇଦିନ ଧରି ହେଉଥିବା ବର୍ଷା ଯୋଗୁଁ ବିଭିନ୍ନ ରାସ୍ତାରେ ଖାଲଖମା ସୃଷ୍ଟି ହୋଇ ପାଣି ଜମି ରହୁଛି। ବିଶେଷକରି ବାଙ୍କଧରା ଛକଠାରୁ ବହ୍ଲର…

Continue Readingଅସରାଏ ବର୍ଷାରେ ତାଳଚେରରେ ଜମୁଛି ପାଣି, ଖାଲଖମା ବଢ଼ାଉଛି ଦୁର୍ଘଟଣା ଆଶଙ୍କା

ଜିନ୍ଦଲ ଷ୍ଟିଲ୍‌ରେ ‘ଶ୍ରମବୀର’ମାନଙ୍କ ସହ ବିଶ୍ୱକର୍ମା ପୂଜା ପାଳନ କଲେ ନବୀନ ଜିନ୍ଦଲ

ଅନୁଗୋଳ: ଜିନ୍ଦଲ ଷ୍ଟିଲ୍‌ର ଚେୟାରମ୍ୟାନ ନବୀନ ଜିନ୍ଦଲ ଅନୁଗୋଳ ପ୍ଲାଣ୍ଟରେ ‘ଶ୍ରମବୀର’ ଓ କର୍ମଚାରୀମାନଙ୍କ ସହ ବିଶ୍ୱକର୍ମା ପୂଜାରେ ସାମିଲ ହୋଇଥିଲେ। ଏହି ଅବସରରେ ସେ କର୍ମଚାରୀମାନଙ୍କ ଦକ୍ଷତା, ନିଷ୍ଠା ଓ ପ୍ରତିବଦ୍ଧତାକୁ ପ୍ରଶଂସା କରି କହିଥିଲେ ଯେ, ସେମାନଙ୍କ ଅବଦାନ…

Continue Readingଜିନ୍ଦଲ ଷ୍ଟିଲ୍‌ରେ ‘ଶ୍ରମବୀର’ମାନଙ୍କ ସହ ବିଶ୍ୱକର୍ମା ପୂଜା ପାଳନ କଲେ ନବୀନ ଜିନ୍ଦଲ

୨୧ରେ ମା’ ହିଙ୍ଗୁଳାଙ୍କ ନୂଆଖାଇ ପର୍ବ, ଦିନ ୧ଟା ୧୫ରେ ମା’ଙ୍କ ନିକଟରେ ଲାଗି ହେବ ନବାନ୍ନ ପ୍ରସାଦ

ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ନୂଆଖାଇ ପର୍ବ ଚଳିତ ମାସ ୨୧ ତାରିଖ ସୋମବାର ଦିନ ପାଳିତ ହେବ। ମା’ଙ୍କ ନବାନ୍ନ ପ୍ରସାଦ ଲାଗି ପାଇଁ ତିଥି ନିର୍ଘଣ୍ଟ କରାଯାଇଛି। ତାଳଚେର ରାଜା ବିଜୟେନ୍ଦ୍ର…

Continue Reading୨୧ରେ ମା’ ହିଙ୍ଗୁଳାଙ୍କ ନୂଆଖାଇ ପର୍ବ, ଦିନ ୧ଟା ୧୫ରେ ମା’ଙ୍କ ନିକଟରେ ଲାଗି ହେବ ନବାନ୍ନ ପ୍ରସାଦ

ଉପଖଣ୍ଡ କ୍ରୀଡ଼ା ସଂସଦ ଗଠନ ନେଇ ବୈଠକ

ଅନୁଗୋଳ: ଅନୁଗୋଳ ସର୍କିଟ ହାଉସ ଠାରେ ଆଜି ପୂର୍ବାହ୍ନରେ ଉପଖଣ୍ଡ କ୍ରୀଡ଼ା ସଂସଦ ଗଠନ ନେଇ ଏକ  ବୈଠକ ଆୟୋଜିତ ହୋଇଥିଲା।  ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ କ୍ରୀଡା ସଂସଦର ବହୁ ପୁରାତନ ସଦସ୍ୟ…

Continue Readingଉପଖଣ୍ଡ କ୍ରୀଡ଼ା ସଂସଦ ଗଠନ ନେଇ ବୈଠକ

ସେବା ସଙ୍କଳ୍ପ ଅଭିଯାନ-୨୦୨୬: ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଅନୁଗୋଳ: ଆସନ୍ତା ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ମାସ ବ୍ୟାପୀ ସେବା ସଙ୍କଳ୍ପ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏହି ଉପଲକ୍ଷେ ଆଜି ଅପରାହ୍ନରେ ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ,…

Continue Readingସେବା ସଙ୍କଳ୍ପ ଅଭିଯାନ-୨୦୨୬: ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ