ନାଗରିକଙ୍କ କୃତଜ୍ଞତାରେ ଉତ୍ସାହିତ ଅନୁଗୋଳ ପୋଲିସ

ଅନୁଗୋଳ: ଏକ ମାମଲାର ତ୍ୱରିତ ଓ ପ୍ରଭାବଶାଳୀ ସମାଧାନ ପାଇଁ ଜଣେ ନାଗରିକ ଅନୁଗୋଳ ପୋଲିସକୁ କୃତଜ୍ଞତା ଜଣାଇଛନ୍ତି। ଏହି ପ୍ରଶଂସାକୁ ପୋଲିସ ପକ୍ଷରୁ ଆନ୍ତରିକ ସ୍ୱାଗତ କରାଯାଇଛି।ଏଭଳି ସହଯୋଗ ପୋଲିସର ସଂକଳ୍ପକୁ ଅଧିକ ଦୃଢ଼ କରୁଛି। ଜନସାଧାରଣଙ୍କ ସେବାରେ ସହଜଲଭ୍ୟ,…

Continue Readingନାଗରିକଙ୍କ କୃତଜ୍ଞତାରେ ଉତ୍ସାହିତ ଅନୁଗୋଳ ପୋଲିସ

ପଞ୍ଚାୟତ ନିର୍ବାଚନ ପାଇଁ ଅନୁଗୋଳ ରାଜନୀତି ସରଗରମ : ମଜଭୁତ ହେଉଛି ବିଜେପିର ସଂଗଠନ,ବିଧାୟକଙ୍କ କାମକୁ ପ୍ରଶଂସା

ଅନୁଗୋଳ: ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ଅନୁଗୋଳ ରାଜନୀତି ସରଗରମ ହୋଇଉଠିଛି। ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଦିନରାତିର ପରିଶ୍ରମ ଓ ଲୋକାଭିମୁଖୀ କାର୍ଯ୍ୟ ଯୋଗୁଁ ଅନୁଗୋଳରେ ବିଜେପିର ସଂଗଠନ ଏବେ ସବୁଠୁ ମଜବୁତ ସ୍ଥିତିରେ ଅଛି। ବନ୍ତଳାଠାରୁ ଆରମ୍ଭ କରି…

Continue Readingପଞ୍ଚାୟତ ନିର୍ବାଚନ ପାଇଁ ଅନୁଗୋଳ ରାଜନୀତି ସରଗରମ : ମଜଭୁତ ହେଉଛି ବିଜେପିର ସଂଗଠନ,ବିଧାୟକଙ୍କ କାମକୁ ପ୍ରଶଂସା

ଅନୁଗୋଳରେ ତୁଟୁନି ସ୍ୱାସ୍ଥ୍ୟ ସମସ୍ୟା: ‘ଜନଜୀବନ ସୁରକ୍ଷା କମିଟି’ ପକ୍ଷରୁ ସିଡିଏମଓଙ୍କୁ ଦାବିପତ୍ର

ଅନୁଗୋଳ: ଶିଳ୍ପସମୃଦ୍ଧ ଅନୁଗୋଳ ଜିଲ୍ଲାରେ ବୃଦ୍ଧିପାଉଥିବା ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ‘ଜନଜୀବନ ସୁରକ୍ଷା କମିଟି’ ପକ୍ଷରୁ ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମଓ) ଡାକ୍ତର ମଦନ ମୋହନ ପ୍ରଧାନଙ୍କୁ ଭେଟି ଏକ ୬ ଦଫା ଦାବିପତ୍ର ପ୍ରଦାନ କରାଯାଇଛି।ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସୁପର…

Continue Readingଅନୁଗୋଳରେ ତୁଟୁନି ସ୍ୱାସ୍ଥ୍ୟ ସମସ୍ୟା: ‘ଜନଜୀବନ ସୁରକ୍ଷା କମିଟି’ ପକ୍ଷରୁ ସିଡିଏମଓଙ୍କୁ ଦାବିପତ୍ର

ଝିଅ ଅପହରଣ ଅଭିଯୋଗ ଆଣିଥିଲେ, ନିଜେ ମା’ ହିଁ ବାହାରିଲେ ମାଷ୍ଟରମାଇଣ୍ଡ

ଅନୁଗୋଳ: ନାବାଳିକା ଅପହରଣ ଓ ନିର୍ଯାତନା ମାମଲାରେ ଅନୁଗୋଳ ଜିଲ୍ଲା ପାଳଲହଡ଼ା ପୋଲିସକୁ ବଡ଼ ସଫଳତା ମିଳିଛି। ପୋଲିସ ମୁଖ୍ୟ ଅଭିଯୋଗକାରିଣୀଙ୍କ ସମେତ ୨ ଜଣଙ୍କୁ ଗିରଫ କରି ଅନୁଗୋଳ ପୋକ୍ସୋ କୋର୍ଟକୁ ଚାଲାଣ କରିଛି।ଗତ ଜୁଲାଇ ୧୪ରେ ସୁଲୋଚନା ଦେହୁରୀ…

Continue Readingଝିଅ ଅପହରଣ ଅଭିଯୋଗ ଆଣିଥିଲେ, ନିଜେ ମା’ ହିଁ ବାହାରିଲେ ମାଷ୍ଟରମାଇଣ୍ଡ

କୋଲିୟରୀ ପୋଲିସର କଡ଼ା ଯାଞ୍ଚ: ପାର୍ବଣ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କାଗଜପତ୍ରଠୁ ନେଇ ନିଶା କାରବାର ଉପରେ କଟକଣା

ଅନୁଗୋଳ: ଶିଳ୍ପନଗରୀରେ ବୃଦ୍ଧି ପାଉଥିବା ଜନସଂଖ୍ୟା, ଯାନବାହାନ ଏବଂ ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି କୋଲିୟରୀ ପୋଲିସ୍ ପକ୍ଷରୁ କଡ଼ା ଯାଞ୍ଚ ଅଭିଯାନ ଆରମ୍ଭ ହୋଇଛି। ଥାନା ଅଧିକାରୀ ଧୀରେନ ଦାସଙ୍କ ନେତୃତ୍ୱରେ ବିଭିନ୍ନ ଛକରେ ଗାଡ଼ିର କାଗଜପତ୍ର, ହେଲମେଟ୍,…

Continue Readingକୋଲିୟରୀ ପୋଲିସର କଡ଼ା ଯାଞ୍ଚ: ପାର୍ବଣ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କାଗଜପତ୍ରଠୁ ନେଇ ନିଶା କାରବାର ଉପରେ କଟକଣା

ସେପ୍ଟେମ୍ବର ୧୩ ରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ଅନୁଗୋଳ: ଚଳିତ ମାସ ୧୩ ତାରିଖ ଶନିବାର ଜିଲ୍ଲାରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ। ଅନୁଗୋଳ, ତାଳଚେର, ଆଠମଲ୍ଲିକ, ପାଲଲହଡ଼ା, ଛେଣ୍ଡିପଦା ଓ ବଅଁରପାଳ ଅଦାଲତ ପରିସରରେ ଏହି ଲୋକ ଅଦାଲତ ହେବ। ଏହି ଲୋକ ଅଦାଲତରେ ପ୍ରାୟ…

Continue Readingସେପ୍ଟେମ୍ବର ୧୩ ରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

‘ସୁପୋଷିତ ଓଡ଼ିଶା ମିଶନ’ ତାଲିମ ଶିବିର ଅନୁଷ୍ଠିତ : ଅଂଶଗ୍ରହଣ କଲେ ୩୫ ମହିଳା ସାମାଜିକ କର୍ମୀ

ଅନୁଗୋଳ: କିଶୋରନଗର ବ୍ଲକ ବଇଣ୍ଡା ଜନତା ମହାବିଦ୍ୟାଳୟ ପରିସରରେ ସୁପୋଷିତ ଓଡ଼ିଶା ମିଶନ ତାଲିମ ଶିବିର ଅନୁଷ୍ଠିତ ହୋଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଖମାରୀ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିରେ ୩୫ ଜଣ ମହିଳା ସାମାଜିକ କର୍ମୀ…

Continue Reading‘ସୁପୋଷିତ ଓଡ଼ିଶା ମିଶନ’ ତାଲିମ ଶିବିର ଅନୁଷ୍ଠିତ : ଅଂଶଗ୍ରହଣ କଲେ ୩୫ ମହିଳା ସାମାଜିକ କର୍ମୀ

ଶାନ୍ତିଶୃଙ୍ଖଳା ସହ ପାର୍ବଣ ପାଳନ ପାଇଁ ତାଳଚେର ଟାଉନ ପୋଲିସର ଫ୍ଲାଗମାର୍ଚ୍ଚ

ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେରରେ ଆଗାମୀ ଗଣେଶ ପୂଜା ଏବଂ ପାର୍ବଣ ଋତୁକୁ ଶାନ୍ତିଶୃଙ୍ଖଳାରେ ପାଳନ ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ତାଳଚେର ଟାଉନ ପୋଲିସ ପକ୍ଷରୁ ସହରରେ ଏକ ବିଶାଳ ଫ୍ଲାଗମାର୍ଚ୍ଚ କରାଯାଇଛି। ଚଳିତବର୍ଷ ସେପ୍ଟେମ୍ବର…

Continue Readingଶାନ୍ତିଶୃଙ୍ଖଳା ସହ ପାର୍ବଣ ପାଳନ ପାଇଁ ତାଳଚେର ଟାଉନ ପୋଲିସର ଫ୍ଲାଗମାର୍ଚ୍ଚ

ବିକଟାଳ ଶବ୍ଦ କରୁଥିବା ବାଇକ୍‌ ବିରୋଧରେ ପୁଲିସର କଡ଼ା କାର୍ଯ୍ୟାନୁଷ୍ଠାନ: ୧୫ରୁ ଅଧିକ ଗାଡ଼ି ଜବତ

ଅନୁଗୋଳ: ସାଇଲେନ୍ସର ବଦଳାଇ ବିକଟାଳ ଶବ୍ଦ କରୁଥିବା ଅମାନିଆ ବାଇକ୍‌ ଚାଳକଙ୍କ ବିରୋଧରେ ଅନୁଗୋଳ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ଏପରି ୧୫ରୁ ଅଧିକ ବାଇକ୍‌ ଜବତ କରାଯାଇ ଥାନାକୁ ଅଣାଯାଇଛି। ଗୁରୁବାର…

Continue Readingବିକଟାଳ ଶବ୍ଦ କରୁଥିବା ବାଇକ୍‌ ବିରୋଧରେ ପୁଲିସର କଡ଼ା କାର୍ଯ୍ୟାନୁଷ୍ଠାନ: ୧୫ରୁ ଅଧିକ ଗାଡ଼ି ଜବତ

ଜମରଡିହ ସ୍ୱାସ୍ଥ୍ୟକେନ୍ଦ୍ର ପୁନଃ କାର୍ଯ୍ୟକ୍ଷମ ଦାବିରେ ୧୨ ଘଣ୍ଟିଆ ରାଜପଥ ଅବରୋଧ: ସୋମବାରଠାରୁ ସେବା ଆରମ୍ଭ ପ୍ରତିଶ୍ରୁତି

ଅନୁଗୋଳ: ସ୍ଥାନୀୟ ପାଳଲହଡ଼ା ବ୍ଲକର ଜମରଡିହ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ସରକାରୀ ଭାବେ ପୁନଃ କାର୍ଯ୍ୟକ୍ଷମ କରିବା ଏବଂ ଡାକ୍ତର ନିଯୁକ୍ତି ଦାବିରେ ୫ଟି ପଞ୍ଚାୟତର ମହିଳା ସଂଘ ଓ ବିଜେଡିର ମିଳିତ ସହଯୋଗରେ ୧୨ ଘଣ୍ଟିଆ ୪୯ ନମ୍ବର ଜାତୀୟ ରାଜପଥ…

Continue Readingଜମରଡିହ ସ୍ୱାସ୍ଥ୍ୟକେନ୍ଦ୍ର ପୁନଃ କାର୍ଯ୍ୟକ୍ଷମ ଦାବିରେ ୧୨ ଘଣ୍ଟିଆ ରାଜପଥ ଅବରୋଧ: ସୋମବାରଠାରୁ ସେବା ଆରମ୍ଭ ପ୍ରତିଶ୍ରୁତି