୩୪ ବେଆଇନ ଗୋରୁ ଚାଲାଣ ଧରା ପଡ଼ିଲା: ୭ ଅଭିଯୁକ୍ତ ଗିରଫ

ଅନୁଗୋଳ: ହଣ୍ଡପା ଥାନା ଉରୁକୁଳା ଜଙ୍ଗଲ ରାସ୍ତା ଦେଇ ଗତ ସେପ୍ଟେମ୍ବର ୯ ତାରିଖରେ ବେଆଇନ ଗୋରୁ ଚାଲାଣ କରାଯିବା ନେଇ ପୋଲିସକୁ ଗୁପ୍ତ ସୂଚନା ମିଳିବା ପରେ ପୋଲିସ ଟିମ୍ ସହ ଉକ୍ତ ରାସ୍ତାରେ ଛକି ବସିଥିଲା ରାତି ପ୍ରାୟ…

Continue Reading୩୪ ବେଆଇନ ଗୋରୁ ଚାଲାଣ ଧରା ପଡ଼ିଲା: ୭ ଅଭିଯୁକ୍ତ ଗିରଫ

ପୌର ନିର୍ବାହୀ ଅଧିକାରୀଙ୍କୁ ଉଚ୍ଛ୍ୱସିତ ସମ୍ୱର୍ଦ୍ଧନା

ଅନୁଗୋଳ: ତିନି ଲକ୍ଷ ରୁ କମ୍ ଜନସଂଖ୍ୟା ବିଶିଷ୍ଟ ସହର ମାନଙ୍କ ମଧ୍ୟରେ ସ୍ୱଚ୍ଛ ବାୟୁ ପାଇଁ କରାଯାଇଥିବା ପ୍ରୟାସ ମଧ୍ୟରେ ଅନୁଗୋଳ ପୌରପାଳିକା ଦେଶରେ ଦ୍ୱିତୀୟ ଶ୍ରେଷ୍ଠ ସ୍ଥାନ ହାସଲ କରିଥିବାରୁ ସାଧାରଣରେ ଆନନ୍ଦ ପ୍ରକାଶ ପାଇଛି। ନୂଆ ଦିଲ୍ଲୀ…

Continue Readingପୌର ନିର୍ବାହୀ ଅଧିକାରୀଙ୍କୁ ଉଚ୍ଛ୍ୱସିତ ସମ୍ୱର୍ଦ୍ଧନା

୫ ବର୍ଷରେ ୬୮ ସଫଳତା: ଜିନ୍ଦଲର ‘ଉତ୍କର୍ଷ’ କାର୍ଯ୍ୟକ୍ରମର ବଡ଼ ଉପଲବ୍ଧି

ଅନୁଗୋଳ: ଜିନ୍ଦଲ ଫାଉଣ୍ଡେସନର ପ୍ରମୁଖ କୋଚିଂ କାର୍ଯ୍ୟକ୍ରମ 'ଉତ୍କର୍ଷ' ଜରିଆରେ ପ୍ରସ୍ତୁତି କରି ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପରୀକ୍ଷାରେ ସଫଳତା ହାସଲ କରିଥିବା ୧୦ ଜଣ ପ୍ରାର୍ଥୀଙ୍କୁ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଜିନ୍ଦଲ ଷ୍ଟିଲ୍, ଅନୁଗୋଳ ଠାରେ…

Continue Reading୫ ବର୍ଷରେ ୬୮ ସଫଳତା: ଜିନ୍ଦଲର ‘ଉତ୍କର୍ଷ’ କାର୍ଯ୍ୟକ୍ରମର ବଡ଼ ଉପଲବ୍ଧି

ଅନୁଗୋଳରେ ଅପରେସନ ପ୍ରହାର: ୧ କ୍ଵିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ, ଜଣେ ଗିରଫ

ଅନୁଗୋଳ: ଅନୁଗୋଳ ଜିଲ୍ଲା ପୋଲିସ ପ୍ରଶାସନର 'ଅପରେସନ ପ୍ରହାର' ଜାରି ରହିଥିବାବେଳେ ଜରପଡ଼ା ଥାନା ଅନ୍ତର୍ଗତ ଷ୍ଟେସନ ନିକଟ ଏକ ଫାର୍ମ ହାଉସରେ ଚଢ଼ାଉ କରାଯାଇଛି। ପୋଲିସ ଏଠାରୁ ୧ କ୍ଵିଣ୍ଟାଲ ୧୬ କିଲୋଗ୍ରାମ ଗଞ୍ଜେଇ ସହ ନଗଦ ୧ ଲକ୍ଷ…

Continue Readingଅନୁଗୋଳରେ ଅପରେସନ ପ୍ରହାର: ୧ କ୍ଵିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ, ଜଣେ ଗିରଫ

ସାଇବର ଠକେଇରୁ ବର୍ତ୍ତିଲେ ଅବସରପ୍ରାପ୍ତ ନାଲକୋ କର୍ମଚାରୀ: ୫ ଲକ୍ଷ ଟଙ୍କା ଫେରସ୍ତ କଲା ଅନୁଗୋଳ ପୁଲିସ

ଅନୁଗୋଳ: ଫାସଟ୍ୟାଗ୍ (FASTag) ଅନଲାଇନ୍ ସୂଚନା ଖୋଜୁଥିବା ଜଣେ ଅବସରପ୍ରାପ୍ତ ନାଲକୋ କର୍ମଚାରୀ ସାଇବର ଠକଙ୍କ ହାବୁଡ଼ରେ ପଡ଼ି ୧୫ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଥିଲେ। ହେଲେ ଅନୁଗୁଳ ସାଇବର କ୍ରାଇମ ଓ ଇକୋନୋମିକ୍ ଅଫେନ୍ସେସ୍ ପୋଲିସର ତୁରନ୍ତ ହସ୍ତକ୍ଷେପ…

Continue Readingସାଇବର ଠକେଇରୁ ବର୍ତ୍ତିଲେ ଅବସରପ୍ରାପ୍ତ ନାଲକୋ କର୍ମଚାରୀ: ୫ ଲକ୍ଷ ଟଙ୍କା ଫେରସ୍ତ କଲା ଅନୁଗୋଳ ପୁଲିସ

ଅନୁଗୋଳରେ ବରିଷ୍ଠ ନାଗରିକ କାର୍ଡ ବଣ୍ଟନ ମେଳା ଅନୁଷ୍ଠିତ

ଅନୁଗୋଳ: ବରିଷ୍ଠ ନାଗରିକଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ଅନୁଗୋଳ ଜିଲ୍ଲା ପୋଲିସ ପକ୍ଷରୁ ଆଜି ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ବରିଷ୍ଠ ନାଗରିକ କାର୍ଡ ବଣ୍ଟନ ମେଳା ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଉପର ନିରୀକ୍ଷକ, ତାଳଚେର ଆଶିଷ ସିଂହ…

Continue Readingଅନୁଗୋଳରେ ବରିଷ୍ଠ ନାଗରିକ କାର୍ଡ ବଣ୍ଟନ ମେଳା ଅନୁଷ୍ଠିତ

ବଅଁରପାଳ ସ୍ୱାସ୍ଥ୍ୟ କେନ୍ଦ୍ର ରୋଗୀ କଲ୍ୟାଣ ସମିତି ବୈଠକ ଆୟୋଜିତ

ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ କଲ୍ୟାଣ ସମିତି ପରିଚାଳନା ପରିଷଦର ବୈଠକ ଅନୁଷ୍ଠିତ ହୋଇଛି। ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ୨୦୨୫-୨୬ ଆର୍ଥିକ ବର୍ଷର ଆୟବ୍ୟୟ ଏବଂ ପୂର୍ବ…

Continue Readingବଅଁରପାଳ ସ୍ୱାସ୍ଥ୍ୟ କେନ୍ଦ୍ର ରୋଗୀ କଲ୍ୟାଣ ସମିତି ବୈଠକ ଆୟୋଜିତ

‘ଓଡ଼ିଶା ଜର୍ଣ୍ଣାଲିଜିମ୍ ପୁରସ୍କାର’ରେ ସମ୍ମାନିତ ହେଲେ ଜଳଧର ପ୍ରଧାନ

ଅନୁଗୋଳ: ସେପ୍ଟେମ୍ବର ୬ ତାରିଖରେ ନୂଆଦିଲ୍ଲୀ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ଅନୁଷ୍ଠିତ ମର୍ଯ୍ୟାଦାଜନକ "ଇଣ୍ଡିଆନ୍ ଜର୍ଣ୍ଣାଲିଜିମ୍ ଆୱାର୍ଡ ଓ ଓଡ଼ିଶା ଜର୍ଣ୍ଣାଲିଜିମ୍ ଆୱାର୍ଡ" ପ୍ରଦାନ ଉତ୍ସବରେ 'ପ୍ରମେୟ' ଅନୁଗୁଳ ସଂସ୍କରଣର ବ୍ୟୁରୋ ମୁଖ୍ୟ ଜଳଧର ପ୍ରଧାନ "ଓଡ଼ିଶା ଜର୍ଣ୍ଣାଲିଜିମ୍ ପୁରସ୍କାର"ରେ ସମ୍ମାନିତ…

Continue Reading‘ଓଡ଼ିଶା ଜର୍ଣ୍ଣାଲିଜିମ୍ ପୁରସ୍କାର’ରେ ସମ୍ମାନିତ ହେଲେ ଜଳଧର ପ୍ରଧାନ

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ-୨୦୨୬: ଅନୁଗୋଳ ଦ୍ୱିତୀୟ ସ୍ୱଚ୍ଛ ପ୍ରଦୂଷଣ ମୁକ୍ତ ସହର

ଅନୁଗୋଳ: ଦେଶର ପ୍ରଦୂଷିତ ସହରଗୁଡ଼ିକ ମଧ୍ୟରେ ସ୍ୱଚ୍ଛ ବାୟୁ ସର୍ବେକ୍ଷଣ-୨୦୨୬ରେ ଅନୁଗୋଳ ପୌରପାଳିକା ଦେଶରେ ଦ୍ୱିତୀୟ ଶ୍ରେଷ୍ଠ ସଫଳତା ହାତେଇଛି। ଜିଲ୍ଲାପାଳ ଅବଦାଲ ମୁହମ୍ମଦ ଅଖତାରଙ୍କ ନେତୃତ୍ୱ ଏବଂ ପ୍ରାଶାସନିକ ତତ୍ତ୍ୱାବଧାନରେ ଏହି ଗୌରବ ଅର୍ଜନ କରାଯାଇଛି। ମେକାନାଇଜଡ୍ ସଫେଇ, ଏମ.ଆର.ଏଫ୍.…

Continue Readingସ୍ୱଚ୍ଛ ବାୟୁ ସର୍ବେକ୍ଷଣ-୨୦୨୬: ଅନୁଗୋଳ ଦ୍ୱିତୀୟ ସ୍ୱଚ୍ଛ ପ୍ରଦୂଷଣ ମୁକ୍ତ ସହର

ତାଳଚେରରେ କୋଇଲା ଚୋରି ମାମଲା: ୪ ଗିରଫ, ୧୩୮ ମେଟ୍ରିକ୍ ଟନ୍ କୋଇଲା ଜବତ

ଅନୁଗୋଳ: ଜିଲ୍ଲାର କୋଲିୟାରୀ ଥାନା ଅନ୍ତର୍ଗତ ବିଭିନ୍ନ କୋଇଲା ଖଣିରୁ ବେଆଇନ ଭାବେ କୋଇଲା ଚୋରି କରି ବାହାରକୁ ଚାଲାଣ କରୁଥିବା ଏକ ଆପରାଧିକ ଦଳର ପର୍ଦ୍ଦାଫାସ କରାଯାଇଛି। ପୋଲିସକୁ ମିଳିଥିବା ବିଶ୍ଵସ୍ତ ସୂତ୍ରରୁ ଖବର ଆଧାରରେ ଏଲ୍ ଆଣ୍ଡ ଟି…

Continue Readingତାଳଚେରରେ କୋଇଲା ଚୋରି ମାମଲା: ୪ ଗିରଫ, ୧୩୮ ମେଟ୍ରିକ୍ ଟନ୍ କୋଇଲା ଜବତ