୫୫ରୁ ୬୫ କିମି ବେଗରେ ବହିବ ପବନ: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ବଙ୍ଗୋପସାଗରରେ ସକ୍ରିୟ ଥିବା ଗଭୀର ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ବୁଧବାର ରାତି କିମ୍ବା ଗୁରୁବାର ସକାଳ ସୁଦ୍ଧା ବିଶାଖାପାଟଣାମ୍‌ ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହି ସମୟରେ ଓଡ଼ିଶାର…

Continue Reading୫୫ରୁ ୬୫ କିମି ବେଗରେ ବହିବ ପବନ: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ପରିବାର ପାଇଁ ରୋଜଗାର କରିବାକୁ ଯାଇଥିଲେ, କୋକେଇରେ ଫେରିଲେ…

ଅନୁଗୋଳ: ତାମିଲନାଡୁର ଏକ ସୂତାକଳରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ଅନୁଗୋଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ନମପଶି ପଞ୍ଚାୟତ ଅନ୍ତର୍ଗତ କଣ୍ଟାନାଳୀ ଗ୍ରାମର ବିର୍ସା ଭତ୍ରାଙ୍କ ମୃତଦେହ ସୋମବାର ନିଜ ଗାଁରେ ପହଞ୍ଚିଛି। ମୃତଦେହ ଗାଁରେ ପହଞ୍ଚିବା ପରେ ପରିବାର…

Continue Readingପରିବାର ପାଇଁ ରୋଜଗାର କରିବାକୁ ଯାଇଥିଲେ, କୋକେଇରେ ଫେରିଲେ…

ଅଜଣା ଫୋନ୍‌ କଲ୍‌ରେ କ୍ରେଡିଟ୍‌ କାର୍ଡ ତଥ୍ୟ ଦେବା ପଡ଼ିଲା ମହଙ୍ଗା, ଆକାଉଣ୍ଟରୁ ୪.୯୪ ଲକ୍ଷ ଗାୟବ

ଅନୁଗୋଳ: ଅଜଣା ନମ୍ବରରୁ ଆସିଲା ଫୋନ୍‌ କଲ୍‌। କ୍ରେଡିଟ୍‌ କାର୍ଡ ସମ୍ପର୍କିତ ତଥ୍ୟ ମାଗି ଠକିନେଲେ ପ୍ରାୟ ୫ ଲକ୍ଷ ଟଙ୍କା। ଅନୁଗୋଳ ସଦର ଥାନା ଅଞ୍ଚଳ ଜରାସିଂହା ଗାଁର ମନୋଜ କୁମାର ସାହୁ ଏଭଳି ସାଇବର ଠକେଇର ଶିକାର ହୋଇଛନ୍ତି।…

Continue Readingଅଜଣା ଫୋନ୍‌ କଲ୍‌ରେ କ୍ରେଡିଟ୍‌ କାର୍ଡ ତଥ୍ୟ ଦେବା ପଡ଼ିଲା ମହଙ୍ଗା, ଆକାଉଣ୍ଟରୁ ୪.୯୪ ଲକ୍ଷ ଗାୟବ

ମାଧପୁରରେ ବିଶାଳ କୃଷକ ମହାସମାବେଶ: ଜଳକର ଲାଗୁ ଏବଂ ରବି ଋତୁରେ ଧାନ ମଣ୍ଡି ଖୋଲିବାକୁ ଦାବି

ଅନୁଗୋଳ: ଓଡ଼ିଶା କୃଷକ ମହାସଂଘ ଆଠମଲ୍ଲିକ ଶାଖା ପକ୍ଷରୁ ମାଧପୁର ହାଟପଦା ଠାରେ ବିଶାଳ କୃଷକ ମହାସମାବେଶ ଅନୁଷ୍ଠିତ ହୋଇଛି। ଜଳକର ଲାଗୁ କରିବା ସହ ରବି ଋତୁରେ ଧାନ ମଣ୍ଡି ବ୍ୟବସ୍ଥା ଦାବିରେ ହଜାର ହଜାର ଚାଷୀ ଏକତ୍ରିତ ହୋଇଥିଲେ।…

Continue Readingମାଧପୁରରେ ବିଶାଳ କୃଷକ ମହାସମାବେଶ: ଜଳକର ଲାଗୁ ଏବଂ ରବି ଋତୁରେ ଧାନ ମଣ୍ଡି ଖୋଲିବାକୁ ଦାବି

୪ ଆଇପିଏସ୍‌ଙ୍କ ବଦଳି, ସରବଣା ହେଲେ ଭୁବନେଶ୍ୱର ଡିସିପି

ଭୁବନେଶ୍ୱର: ରାଜ୍ୟ ସରକାର ପୋଲିସ ପ୍ରଶାସନରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରିଛନ୍ତି । ମଙ୍ଗଳବାର ଦିନ ରାଜ୍ୟ ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ଏକ ନୂତନ ବିଜ୍ଞପ୍ତି ଅନୁଯାୟୀ, ୪ ଜଣ ଆଇପିଏସ୍ ଅଧିକାରୀଙ୍କୁ ବଦଳି କରାଯାଇ ନୂଆ ଦାୟିତ୍ୱ ଦିଆଯାଇଛି।…

Continue Reading୪ ଆଇପିଏସ୍‌ଙ୍କ ବଦଳି, ସରବଣା ହେଲେ ଭୁବନେଶ୍ୱର ଡିସିପି

କେନ୍ଦ୍ରୀୟ ନିରୀକ୍ଷଣ ଦଳଙ୍କ ଶିଶୁ ବିଦ୍ୟା ମନ୍ଦିର ପରିଦର୍ଶନ

ଅନୁଗୋଳଲ: ସ୍ଥାନୀୟ ଗାନ୍ଧୀମାର୍ଗ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରକୁ ବିଦ୍ୟା ଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନଙ୍କ ଆନୁକୂଲ୍ୟରେ ଏକ କେନ୍ଦ୍ରୀୟ ନିରୀକ୍ଷଣ ଦଳ ପରିଦର୍ଶନ କରିଛନ୍ତି।ନିରୀକ୍ଷଣ ଦଳରେ ନୂଆଦିଲ୍ଲୀ ଏକାଡେମିକ୍ କାଉନସିଲ ଇଂରାଜୀ ବିଭାଗର ଯଶୋବନ୍ତ ନାୟକ, ପଞ୍ଜାବ…

Continue Readingକେନ୍ଦ୍ରୀୟ ନିରୀକ୍ଷଣ ଦଳଙ୍କ ଶିଶୁ ବିଦ୍ୟା ମନ୍ଦିର ପରିଦର୍ଶନ

ଘୋଷରରେ ଜୀବନ୍ତ ହେବ ‘ମହିଷାସୁର ଦରବାର’: ତିନି ଦିନିଆ ପୌରାଣିକ ନାଟକ ପାଇଁ ପ୍ରସ୍ତୁତି

ଅନୁଗୋଳ: ଆସନ୍ତା ଶାରଦୀୟ ଦୁର୍ଗାପୂଜା ଅବସରରେ ଅନୁଗୋଳ ଜିଲ୍ଲା  କିଶୋରନଗର ବ୍ଲକ୍ ଘୋଷର ଗ୍ରାମରେ ଅନୁଷ୍ଠିତ ହେବାକୁ ଯାଉଛି ଏକ ଅଭିନବ ପୌରାଣିକ କାର୍ଯ୍ୟକ୍ରମ ‘ମହିଷାସୁର ଦରବାର’। ପୌରାଣିକ କିମ୍ବଦନ୍ତୀ ଓ ସଂସ୍କୃତିକୁ ଲୋକଲୋଚନକୁ ଆଣିବା ଲକ୍ଷ୍ୟରେ ଦୁର୍ଗାପୂଜା କମିଟି ଓ…

Continue Readingଘୋଷରରେ ଜୀବନ୍ତ ହେବ ‘ମହିଷାସୁର ଦରବାର’: ତିନି ଦିନିଆ ପୌରାଣିକ ନାଟକ ପାଇଁ ପ୍ରସ୍ତୁତି

ଜମରଡିହ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ଦାବି, ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଞ୍ଚଳବାସୀଙ୍କ ଅଭିଯୋଗ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଜମରଡିହ ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ତୁରନ୍ତ ଡାକ୍ତର ନିଯୁକ୍ତି ଦାବି କରି ସୋମବାର ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଅଞ୍ଚଳବାସୀ ଲିଖିତ ଅଭିଯୋଗ କରିଛନ୍ତି। ଦୀର୍ଘଦିନ ଧରି ଡାକ୍ତର ନଥିବାରୁ ୫ଟି ଉପାନ୍ତ ପଞ୍ଚାୟତର ଲୋକେ…

Continue Readingଜମରଡିହ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ଦାବି, ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଞ୍ଚଳବାସୀଙ୍କ ଅଭିଯୋଗ

ଲୋକସଭା ଏମପି ଲ୍ୟାଡ ଫଣ୍ଡ କମିଟିର ସଦସ୍ୟ ଭାବେ ଢେଙ୍କାନାଳ ସାଂସଦ ମନୋନୀତ

ଅନୁଗୋଳ: ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ନୂତନ ଦାୟିତ୍ୱ ମିଳିଛି। ଲୋକସଭା ବାଚସ୍ପତି ଓମ ବିର୍ଲା ତାଙ୍କୁ ପାର୍ଲାମେଣ୍ଟର ଏମପି ଲ୍ୟାଡ ଫଣ୍ଡ କମିଟିର ସଦସ୍ୟ ଭାବେ ମନୋନୀତ କରିଛନ୍ତି। ସାଂସଦ କୋଡ଼ିକୁନୀଲ ସୁରେଶ ଉକ୍ତ କମିଟିର ଅଧ୍ୟକ୍ଷ ଭାବେ…

Continue Readingଲୋକସଭା ଏମପି ଲ୍ୟାଡ ଫଣ୍ଡ କମିଟିର ସଦସ୍ୟ ଭାବେ ଢେଙ୍କାନାଳ ସାଂସଦ ମନୋନୀତ

ଶିକ୍ଷକଙ୍କ ବଦଳିକୁ ବିରୋଧ, ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ଅନୁଗୋଳ: ଅନୁଗୋଳ ବ୍ଳକ୍ ବସଲା ଗ୍ରାମ ପଞ୍ଚାୟତ ଅଧୀନ ବସଲା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଦିଲୀପ କୁମାର ସାହୁଙ୍କ ବଦଳିକୁ ବିରୋଧ କରି ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇଛନ୍ତି। ପ୍ରତିବାଦ ସ୍ୱରୂପ ଅଭିଭାବକମାନେ ପିଲାଙ୍କୁ ବିଦ୍ୟାଳୟକୁ ପଠାଉ ନାହାନ୍ତି। ଗତ ଅଗଷ୍ଟ…

Continue Readingଶିକ୍ଷକଙ୍କ ବଦଳିକୁ ବିରୋଧ, ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ